Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଲୁଟେରାଙ୍କ ସହ ଜବତ ହେଲା ଶହେରୁ ଅଧିକ ଦାମୀ ମୋବାଇଲ୍।
ଭୁବନେଶ୍ୱର: ପୋଲିସ କବଜାରେ ଦୁଇ ଜଣ କୁଖ୍ୟାତ ମୋବାଇଲ ଲୁଟେରା ପଡ଼ିଥିବା ସୂଚନା ମିଳିଛି। ଆଜି ଦୁଇ ଲୁଟେରାଙ୍କୁ ସହିଦ ନଗର ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦୨ଟି ଚୋରି ମୋବାଇଲ୍ ଜବତ କରିଛି। ଛିନ୍ତାଇ କରି ଲୋକଙ୍କ ଠାରୁ ଲୁଟେରାମାନେ ମୋବାଇଲ୍ ଲୁଟୁଥିଲେ ବୋଲି ପୋଲିସ କହିଛି।…
ଲୁଟ୍ ପାଇଁ ଘରେ ପଶି ବୀଭତ୍ସ ହତ୍ୟା !
ବ୍ରହ୍ମପୁର: ମୁଣ୍ଡ ଗଡ଼ିଲା, ଘରେ କଳାକନା ବୁଲିଲା । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ସନ୍ଧ୍ୟାରେ ଘରେ ପଶି ଦୁର୍ବୃତ୍ତ ଜଣକୁ ହତ୍ୟା କରି ଚମ୍ପଟ ମାରିଛନ୍ତି । ଚମାଖଣ୍ଡି ଥାନା ରଘୁନାଥପୁର ଗାଁରେ ଭୟଙ୍କର ହତ୍ୟାକାଣ୍ଡ ଘଟିଛି । ଗାଁର ବି.…
ଟ୍ରକ ବାଇକ ମୁହାଁମୁହିଁ ଧକ୍କା ; ବାଇକ ଚାଳକ ଗୁରୁତର
ଭଞ୍ଜନଗର ( ନିଲୁ ବିଷୋୟୀ ) : ଭଞ୍ଜନଗର ଥାନା ଅଧିନ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବାଣତୁମ୍ଭ ଗ୍ରାମ ମୁଖ୍ୟ ସଡକ ଉପରେ ଆଜି ମଧ୍ୟାହ୍ନ ରେ ଏକ ବାଇକ ସହ ଟ୍ରକ ଧକ୍କା ହେବା ଫଳରେ ବାଇକ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ…
ଛିଃ ଛିଃ ….୭ ବର୍ଷର ନାବାଳିକାକୁ….!!!
file photo
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ଏକ ଯୌନ ନିର୍ଯାତନା ଘଟଣା ସାମନାକୁ ଆସିବା ପରେ ଅଞ୍ଚଳରେ ଏ ନେଇ ଚାଇଲ୍ଡଲାଇନ ହସ୍ତକ୍ଷେପ କରିଥିଲେ। ଚାଇଲ୍ଡଲାଇନ ସହାୟତା ପରେ ନିର୍ଯ୍ୟାତିତ ନାବାଳିକାର ପିତାମାତା ଆରୋପୀ ବିରୋଧରେ ଥାନାରେ…
ଦୁଇ ପ୍ରେମିକାଙ୍କ ଅଶ୍ଳୀଳ ଫଟୋ ଫେସବୁକରେ ଭାଇରାଲ କରି ଯୁବକ ଗିରଫ ।
ବରଗଡ଼(ଶାସକ ପ୍ରଶାସକ) : ଦୁଇଟି ପ୍ରେମିକାର ଅଶ୍ଲିଲ ଫଟୋ ଫେସବୁକରେ ଭାଇରାଲ କରି ମହମ୍ମଦ ଅରମାନ ନାମକ ଯୁବକ ଗିରଫ । ଉତ୍ତରପ୍ରଦେଶ ରାଜ୍ୟର କସଗଂଜ ଥାନା ଅଂଚଳର ଏହି ଯୁବକ ପଦ୍ମପୁର ଥାନା ଓ ବରଗଡ ଟାଉନ ଥାନା ଅଂଚଳର ଦୁଇଜଣ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା ଯୋଡି ଥିଲା | ଜିସାନ…
ଗୁଣିଆ କହିଦେଲା, ପୁତ୍ରମୋହରେ ମା’ ଖୋଳି ପକାଇଲେ ପୁତ୍ରର କବର
ଝାରସୁଗୁଡ଼ା :(ସୁଭାଷ ସହାରେ)- "ତମ ପୁଅ ମରି ନାହିଁ। ବଞ୍ଚିଛି।" ଗୁଣିଆର ଏତିକି କଥା ମାଆ ପାଇଁ ଆଶ୍ବାସନା ଆଣି ଦେଲା। ଚାରି ଦିନ ପୂର୍ବରୁ ପୋତି ପକାଇଥିବା ପୁଅକୁ ପୁଣି ବାହାର କରି ଆଣିଲେ ବାପା ମା'। ମୃତ ପୁଅକୁ କ୍ଷୀର ପିଆଇବାକୁ ଛାତିରେ ଜାବୁଡ଼ି ରଖିଲେ। ଏହିପରି ଏକ ଦାରୁଣ ଦୃଶ୍ୟ…
ଚୋରା ଶାଗୁଆନ କାଠ ଗଣ୍ଡି ସହିତ ୨ ଅଭିଯୁକ୍ତ ଗିରଫ: ବନକର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବନବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଗୁରବାର ଦିନ ୧୦ଟା ସମୟରେ ବାଣ୍ଠପୁର ପଂଚାୟତ ଓସ୍ତିଆ ଆଶ୍ରମ ସ୍କୁଲ ପଛ ପାଖରେ କଟା ଯାଉଥିବା ୫ ଗୋଟି ଶାଗୁଆନ କାଠ ଗଣ୍ଡି ଜବତ କରିବା ସହିତ ୨ ଜଣକୁ ଉକ୍ତ ଘଟଣାରେ ଗିରଫ କରି କୋର୍ଟ ଫରୁଆର୍ଡ କରାଯାଇଛି ।…
ଛିଃ ଛିଃ …. ମଦ ଭୁଲାଇ ଦେଲା ସଂପର୍କ
ବାପା ହୋଇ ଝିଅକୁ ବଳାତ୍କାର କରାଇଲା ମଦ।
ଝାରସୁଗୁଡ଼ା :(ସୁଭାଷ ସହାରେ) -'ମଦୁଆକୁ ନୁହେଁ,ମଦକୁ ଘୃଣା କର', ଗାନ୍ଧୀଙ୍କ ଏହି ଉକ୍ତିର ସତ୍ୟତା ବାରମ୍ବାର ପ୍ରମାଣିତ ହେବା ସତ୍ତ୍ବେ ମଦର ଆଦର କମି ନାହିଁ। ବାରମ୍ବାର ଏହା ଯୋଗୁଁ ମଣିଷପଣିଆ ହରାଉଛି ମଣିଷ। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା…
ରତ୍ନା ବଡ଼ମାଳଠାରେ ଆକ୍ଟିଭା ଦୁର୍ଘଟଣା , ଚାଳକ ଆହତ ।
( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ):ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ରତ୍ନା ବଡ଼ମାଳ ଠାରେ ଏକ ଆକ୍ଟିଭା ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି | ଚାଳକକୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ ରେଢ଼ାଖୋଲ ଦେହୁରୀ ସାହିର ଆଶିଷ…
ସାରସ୍ୱତ ସାଧକ, କବି ତଥା ସାମ୍ବାଦିକ ଦାମୋଦର ପଣ୍ଡାଙ୍କ ପରଲୋକ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସାରସ୍ୱତ ସାଧକ, କବି ତଥା ସାମ୍ବାଦିକ ଦାମୋଦର ପଣ୍ଡା (୬୮)ଙ୍କ ଆଜି ଅପରାହ୍ନ ୫ଟାରେ ହୃଦ୍ଘାତରେ ଦେହାନ୍ତ ହୋଇଛି l ଗତ ୨୩ ତାରିଖ ତାଙ୍କ ଶତାୟୁ ମାଆଙ୍କ ବିୟୋଗ ଘଟିଥିଲା । ଆଜି ତାଙ୍କ ଆକସ୍ମିକ ମୃତ୍ୟୁ ସାରା ସମ୍ବଲପୁର ସହରକୁ ସ୍ତବ୍ଧ କରିଦେଇଛି ।…