Browsing Category

ଅଘଟଣ

ସ୍ୱାଭିମାନ ଅଚଂଳ ରେ ପୁଣି ନକ୍ସଲଙ୍କ ପତିଆରା ଆରମ୍ଭ 

ପ୍ରଜାକୋଟରେ ନିସ୍ପତି ନେଲେ, ଗୋଟିଏ ପରିବାରକୁ ଗାଁରୁ ବିତାଡିତ କଲେ । ମାଲକାନଗିରି (ବି ଶ୍ରୀନିବାସ ପାତ୍ର ) :  ଗତ ନଭେମ୍ବର ମାସ ୨୬ ତାରିଖ ଦିନ ହୋଇଥିବା ଏନକାଉଣ୍ଟରକୁ ପାଇଁ ପୋଲିସ ଇନଫର୍ମର ସନ୍ଦେହ କରି ମାନୁ ଗଲୋରୀଙ୍କୁ ବିତାଡିତ କଲେ ସ୍ଥାନୀୟ ବାସିନ୍ଦା | ତିନିଦିନ ପୁର୍ବରୁ…

କିଶୋର ମନ ଏତେ ବିଭତ୍ସ ଯେ ହୋଇପାରେ…..!!!

‘ପରୀକୁ ହତ୍ୟା କରିବା ପରେ ତା’ ମୃତଦେହ ସହ ଦୁଷ୍କର୍ମ କରିଥିଲା ସରୋଜ ମୁଖ୍ୟ ଅଭିଯୁକ୍ତ ସରୋଜକୁ ରିମାଣ୍ଡରେ ଆଣିବ ଏସଆଇଟି  ପରୀର ଲେଗଇନ୍ସ ଖୋଜିବା ପାଇଁ ଶୁଖାଯାଉଛି ପୋଖରୀ ଭୁବନେଶ୍ଵର: କିଶୋର ମନ ଏତେ ବିଭତ୍ସ ହୋଇପାରେ ! ଏତେ ନୃସଂଶତା ତା ମନ ଭିତରେ ବାସ ବାନ୍ଧିଥାଏ |…

ଭିଜିଲାନସ ଖାପଚରେ ଟ୍ରେସର 

ବଲାଙ୍ଗୀର (ନିରୋଜ ମିଶ୍ର)  ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଟ୍ରେସର ଜୀବଦିଶ ପାତ୍ର ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି । ଆଦର୍ଶପଡ଼ା ସ୍ଥିତ ତାଙ୍କ ଘର, ସଂପର୍କୀୟଙ୍କ ଘର, କଲେଜ…

ପୁଣି ଟଳିଲେ ଗଜରାଜ : କାଗଜ କଲମରେ ଚାଲିଛି ହାତୀ ନିରାପତ୍ତା 

ହାତୀକୁ ଧକ୍କା ଦେଲା ପୁରୀ-ସୁରଟ ଏକ୍ସପ୍ରେସ ଟ୍ରେନ; ଇଞ୍ଜିନ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ ( ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) ରବିବାର ରାତି ୨.୦୫ରେ ସମ୍ବଲପୁର ରେଳ ଷ୍ଟେସନ ନିକଟ ମାନେଶ୍ୱର ଏବଂ ହାତୀବାରୀ ମଧ୍ୟରେ  ପୁରୀ-ସୁରଟ ଏକ୍ସପ୍ରେସ୍‌…

ଟ୍ରାକ୍ଟର ଦୁର୍ଘଟଣାରେ  ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ 

ଦିନରେ ସହର ମଧ୍ୟଦେଇ ବେଧଡ଼କ ଚାଲୁଛି ମାଲବାହୀ ଟ୍ରାକ୍ଟର, ଟ୍ରକ : ସାଧାରଣରେ ଅସନ୍ତୋଷ  ବାରିପଦା/ ଦିଲ୍ଲୀପ ମହାନ୍ତି : - ବାରିପଦା ସହର ମଧ୍ୟ ଦେଇ ବାଲି, ଗୋଡ଼ି ବୋଝେଇ ଟ୍ରାକ୍ଟର ଏବଂ ବିଭିନ୍ନ ମାଲ ପରିବହନ କରୁଥିବା ଟ୍ରକ୍ ବେଧଡ଼କ ଯାତାୟତ କରୁଛି। ଫଳରେ ବାରିପଦାରେ କ୍ରମଶଃ…

ବସ ବାଇକ ମୁହାଁମୁହିଁ ଧକ୍କା ; ଜଣେ ଗୁରୁତର 

ଭଞ୍ଜନଗର ( ନୀଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅନ୍ତର୍ଗତ ଅଗଝୋଳ  ଗ୍ରାମ ମୁଖ୍ୟ ସଡକ ଭଞ୍ଜନଗର - ବ୍ରହ୍ମପୁର ରାସ୍ତାରେ ରେ ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ପ୍ରବୀଣ ବିଷୋୟୀ (୩୧) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗୁରାବାଡ଼ି ଗ୍ରାମର ପ୍ରବୀଣ…

ଖଳାବାଡିରୁ ଚୋରୀ ହେଲା ୩୦ ବସ୍ତା ଧାନ

ବିଳମ୍ବିିତ ରାତିରେ ପିକପ୍ ଭ୍ୟାନରେ ଲୁଟି ନେଲେ ଦୁର୍ବୃତ୍ତ   ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ଗିରିଡିପଲ୍ଲୀ ପଂଚୟତ ଅନ୍ତର୍ଗତ ସୋଲବନ୍ଧ ନିକଟ କେଦାର ବେହେରାଙ୍କ ଖଳା ବାଡିରୁ ୩୦ବସ୍ତା ଧାନ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତକାଲି କେଦାର ବେଙ୍ଗେଳା ପକାଇ…

ମିଥ୍ୟା ଏନ୍‌କାଉଣ୍ଟରକୁ କୁ ନେଇ ୨୧ରେ ବନ୍ଦ ଡ଼ାକରା ଦେଲା ମାଓସଙ୍ଗଠନ ।

ମାଲକାନଗିରି/ ବି ଶ୍ରୀନିବାସ ପାତ୍ର: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ପୁଲିସର ଏନ୍‌କାଉଣ୍ଟରକୁ ମିଥ୍ୟା ବୋଲି ଦର୍ଶାଇ ନକ୍ସଲ ସଂଗଠନ ଏହାର ବିରୋଧ କରିଛି । ଏନ୍‌କାଉଣ୍ଟର ନାମରେ ତିନି ଜଣ ନକ୍ସଲଙ୍କୁ ହତ୍ୟା କରାଯାଇଥିବା ନେଇ ଆନ୍ଧ୍ର ଓଡିଶା ବୋଡର ଡିଭିଜନର ସଚିବ କୈଳାସ…

୧୨ ବର୍ଷର ନାବାଳିକା କେଉଁଥିପାଇଁ ନେଲା ଆତ୍ମହତ୍ୟା ଭଳି ନିଷ୍ପତ୍ତି !!

ଘର ଭିତରୁ ନାବାଳିକାର ମୃତ ଦେହ ଉଦ୍ଧାର : କାରଣ ଅଷ୍ପଷ୍ଟ ନୂଆପଡା(ଅମିତ ପୁରୋହିତ); ସଦର ଥାନା ଅନ୍ତର୍ଗତ ମହୁଲଭଟା ଗ୍ରାମର ନରେଶ ଦଣ୍ଡସେନାଙ୍କ ଝୀଅ ମୌସୁମୀ ଦଣ୍ଡସେନା ର ଝୁଲନ୍ତା ମୃତ ଦେହ ପରିବାର ଲୋକେ ଉଦ୍ଧାର କରିଥିଲେ । ହସ୍ପିଟାଲ ଆଣିବା ପରେ ଡାକ୍ତାର ତାଙ୍କୁ ମୃତ ଘୋଷଣା କରିଥିଲେ…

ବର୍ଦ୍ଦି ଦ୍ୱାରା ପ୍ରତାରଣା ବର୍ଦ୍ଦିକୁ : ପୁଣି ବର୍ଦ୍ଦିରେ କଳଙ୍କ, ପ୍ରତାରଣା ଅଭିଯୋଗରେ ଡିଏସପି ଅଟକ ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ମହିଳା ପୋଲିସଙ୍କୁ ଧୋକା ଦେବା ଅଭିଯୋଗରେ ପୋଲିସ ଅଟକ ରଖିଛି ଜଣେ ପୋଲିସ ଅଧିକାରୀଙ୍କୁ l ସେଇ ବରିଷ୍ଠ ଅଧିକାରୀ ଜଣକ ହେଉଛନ୍ତି ମାଲକାନଗିରି  ଡିଏସପି ଅକ୍ଷୟ କୁମାର ନାୟକ। କଳାହାଣ୍ଡି ଜିଲା କେସିଙ୍ଗା ପୋଲିସ ଅକ୍ଷୟ କୁମାର ନାୟକଙ୍କୁ ଗତକାଲି ତାଙ୍କୁ…