Browsing Category

ଅଘଟଣ

ଲାଞ୍ଚ ମାମଲାରେ ଭିଜିଲାନ୍ସଦ୍ୱାରା ଗିରଫ ହେଲେ ଏନଆରଏଚଏମ୍  ଡିପିଏମ ସୁଦୀପ କେଶ । 

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଏନ ଆର ଏଚ ଏମ ଡିପିଏମ ସୁଦୀପ କେଶ । ଖବର ଅନୁସାରେ ସୂଚନା ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ଠାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା  ଚଢ଼ାଉ ସମୟରେ ଏନଆରଏଚଏମ୍…

ଜୁଆ ଆଡା ଉପରେ ଭଂଜନଗର ପୋଲିସର ଚଢ଼ାଉ ; ୫ ଗିରଫ 

ଭଂଜନଗର ( ନିଲୁ ବିଷୋୟୀ ) - ଭଂଜନଗର ଥାନା ଅନ୍ତର୍ଗତ ନବଗୋଛା ଠାରେ ଚାଲିଥିବା ଏକ ଜୁଆ ଆଡା ଉପରେ ଭଂଜନଗର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ଉକ୍ତ ଜୁଆ ଆଡା ଉପରେ ଚଢ଼ାଉ କରି ସେଠାରୁ ୫ପାଞ୍ଚ ଜଣ ଜୁଆଡି ଙ୍କୁ ଗିରଫ କରିଛି। ଏଥି ସହିତ…

ପ୍ରେମର କୁପରିଣତି, ବେକରେ ରସି ଲଗାଇ ପ୍ରାଣ ହାରିଲେ ଯୁବକ

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଚାରମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ହିନ୍ଦୁ ଯୁବକ ଏବଂ ଜଣେ ମୁସଲମାନ ଯୁବତୀ ମଧ୍ଯରେ ପ୍ରେମଜନିତ କାରଣରୁ ବିରେନ୍ଦ୍ର ଷଡଙ୍ଗୀ(୨୩) ନାମକ  ଜଣେ ଯୁବକ  ନିଜ ଘରେ ମଙ୍ଗଳବାର ରାତିରେ…

ପରଲୋକରେ ପୂର୍ବତନ ଡିଏସପି ଜି ନାଗେଶ୍ୱର ରାଓ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) - ଅଇଁଠାପାଲି ନିବାସୀ ପୂର୍ବତନ ଭିଜିଲାନ୍ସ ଡିଏସପି ଜି ନାଗେଶ୍ୱର ରାଓଙ୍କ ଗତକାଲି  ମଧ୍ୟ ରାତ୍ରିର ବାରଟା ସମୟରେ ଦେହାନ୍ତ ହୋଇଯାଇଛି | ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ ଗତ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୯  ବର୍ଷ…

ପଞ୍ଚମ ବାଟାଲିୟନ ଗାଡ଼ିକୁ ଧକ୍କା ଦେଲା କାଠ ବୋଝେଇ ପିକ-ଅପ୍ ଭ୍ୟାନ

 ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଲକ୍ଷ୍ମୀପୋଷିସ୍ଥିତ ପଞ୍ଚମ ବାଟାଲିୟନ ନିକଟରେ ଏକ ନମ୍ବର ବିହୀନ କାଠ ବୋଝେଇ ପିକ୍ ଅପ୍ ଭ୍ୟାନ  ରାସ୍ତାପାଶ୍ୱର୍ରେ ଓଲଟି ପଡ଼ିଥିବାର ଦେଖିବାକୁ ମିଳିଥିବା ବେଳେ ଗାଡ଼ି ନିକଟରେ କୌଣସି ବ୍ୟକ୍ତିଙ୍କୁ ଦଖେିବାକୁ ମିଳି ନ ଥିଲା । ଖବର ପାଇ…

ଗର୍ଭବତୀ ମହିଳାଙ୍କୁ ତଣ୍ଟିଚିପି ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ। 

ରେଙ୍ଗାଲି(ଶାସକ ପ୍ରଶାସକ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପଡା ଠାରେ ଜଣେ ଗର୍ଭବତୀ ମହିଳାମାନଙ୍କୁ ମାଡପିଟ କଲା ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ରେଙ୍ଗାଲି ଥାନରେ ଝିଅର ବାପା ଶୁରେସ ବଗର୍ତ୍ତି ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ରେଙ୍ଗାଲି ପୋଲିସ କେଶ ନମ୍ବର ୨ ଭାରତୀୟ ଦଣ୍ଡ…

ଏମିତି ବି ମରଣ ଆସେ

ଟ୍ରାକ୍ଟରରେ ଚାପିହୋଇ ଡ୍ରାଇଭର ମୃତ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ଆଠ ଘଣ୍ଟା ସମୟରେ ବିନୋଦ ବାଗ ଙ୍କର ଜମିରେ ଚାଷ କରୁଥିବା ଏକ ଟ୍ରାକ୍ଟର କାଦୁଅରେ ଫସି ଯାଇଥିଲା । ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟର ଟିକୁ ବାହାର କରିବା ପାଇ ଚେଷ୍ଟା…

ନିଆଁ ରେ ପୋଡିଯାଇ ବୃଦ୍ଧାଙ୍କର ମୃତ୍ୟୁ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ କାଂଶଡ଼ା ପଞ୍ଚାୟତ ଢେଙ୍କିମୁଣ୍ଡା (ଚୁହୁରୀପଡା) ଗ୍ରାମର ଗ୍ରାମର ମହିଳା ମଲ୍ଲିକ ନାମକ ଜଣେ ଅବିବାହିତା ବୃଦ୍ଧା ଙ୍କର ନିଆଁ ରେ ପୋଡି ମୃତ୍ୟୁ ହୋଇଯାଇଛି । ଗ୍ରାମବାସୀ ଙ୍କର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ରାତିରେ ମହିଳା ଶୀତ ଦାଉରୁ ରକ୍ଷା…

ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଦିବାକର ତ୍ରିପାଠୀଙ୍କ  ପରଲୋକ 

ପୁରୀ(ସ୍ୱତନ୍ତ୍ର ପ୍ରତିନିଧି) ପୁରୀ ସହରର ଜଣାଶୁଣା ଶିକ୍ଷାବିତ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀ ଦିବାକର ତ୍ରିପାଠୀଙ୍କ ଆଉ ନାହାନ୍ତି | ସମସ୍ତଙ୍କ ପ୍ରିୟ ତଥା ସମ୍ମାନାସ୍ପଦ "ଦିବାକର ସାର" ଭାବେ ପରିଚିତ ଶ୍ରୀ ତ୍ରିପାଠୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ…

ମହିଳାଙ୍କ ମୃତଦେହ ଉଦ୍ଧାର,  ହତ୍ୟା ନା ଆତ୍ମହତ୍ୟା  ସନ୍ଦେହରେ ପୋଲିସ  । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଲାତୁରପେଟ ଗ୍ରାମର ଟାୱାର ପାଖ  ଆମ୍ବବଗିଚା ରୁ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର । ଲାତୁରପେଟ ଗ୍ରାମର ମଧୁସୂଦନ ଭୋଇ ସ୍ତ୍ରୀ ଶୁଭ୍ରକାନ୍ତି ଭୋଇ (୩୬ ) ତାଙ୍କର…