କଳାହାଣ୍ଡି /ତୁଳମଣି ନାଗ ( ଶାସକ ପ୍ରଶାସକ) ଜୟପାଟଣା ଥାନା ଅନ୍ତର୍ଗତ ବିଜମରା ଗାଁର ଜୈନିକ ଶିକ୍ଷକ ମୋବାଇଲ ରେ ଏକ ଦେଶୀ ମାଲ ଗୃପ ତିଆରି କରି ସେହି ଗୃପରେ ଜୈନେକା ମହିଳାଙ୍କ ଅଶ୍ଳୀଳ ଭିଡିଓ ପୋଷ୍ଟ କରିଥିଲେ। ପରେ ଭିଡିଓଟି ଭାଇରାଲ ହୋଇଥିଲା। ଖବର ଜାଣି ମହିଳା ଜଣକ ଜୟପାଟଣା ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଗତ ୧୯ ତାରିଖ ଦିନ ଜୟପାଟଣା ପୋଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଶିକ୍ଷକ ଜଣକ ହେଲେ ହନୁମତ ମାଝି ବୋଲି ପୋଲିସ ପ୍ରକ୍ଷରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.