ପୋଖରୀରେ ବୁଡି ପ୍ରାଣ ହରାଇଲା ୯ ବର୍ଷର ପୁଅ

0

ଝାରସୁଗୁଡା/ସୁବାସ ସାହାରେ :ଦୁଃଖର ସହିିତ ଲେଖି ଜଣାଉଛିି ଯେ ,ଆଜିି ଦିିନ 1.00 ଘଟିକାରେ  ଝାରସୁଗୁଡା ବ୍ରାଚଂରେ କାର୍ଯ୍ୟରତ  କିିଶୋରୀ ଛନଛାନଙ୍କ ୯ ବର୍ଷର ପୁଅ ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡି ଅକାଳ ବିିୟୋଗ ଘଟିଛିି। ଏହା ଯୋଗୁଁ ଝାରସୁଗୁଡା ବୀମା ପରିିବାରରେ ଶୋକର ଛାୟା ଖେଲିିଯାଇଛିି। ତା’ର  ଅମର ଆତ୍ମା ପାଇଁ ଅଶ୍ରୁତ ଶ୍ରଦ୍ଧାଞ୍ଜଳିି ଜଣାଉଛୁ।

Leave A Reply

Your email address will not be published.