Browsing Category

ଅଘଟଣ

ଟ୍ରାକ୍ଟର ଧକ୍କାରେ ଜଣେ ଗୁରୁତର, ଆହତ ବ୍ୟକ୍ତିଙ୍କୁ ବୁର୍ଲା ସ୍ଥାନାନ୍ତର

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କୋକନରା ଗ୍ରାମରେ ଆଜି ସନ୍ଧ୍ୟାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମିଳିଥିବା ସୂଚନା ମୁତାବକ ନିକଟସ୍ଥ କରଲାମାଲ ଗ୍ରାମର ରୋହିତ ସରଯାଲ ନିଜ ଗ୍ରାମକୁ ଫେରୁଥିବା ସମୟରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ…

ଗୌତମ ନଗର ଚୋରି ଘଟଣାର ପର୍ଦ୍ଧାଫାସ : ଘଟଣାରେ ସଂପୃକ୍ତ ଥିବା ଆନ୍ତଃ ଜିଲ୍ଲା ୨ ଚୋର ଗିରଫ

ରାୟଗଡ(ସରୋଜ କୁମାର ସାହୁ ) : ଗୌତମ ନଗର ୬ଷ୍ଠ ଲାଇନରେ ରହୁଥିବା ଲିଙ୍ଗରାଜ ଲେଙ୍କାଙ୍କ ଘରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ । ରାୟଗଡ ପୋଲିସ ୨୦ ହଜାର ଟଙ୍କା ସହ ଗୋଟିଏ ସୁନାର ହାର ଏବଂ ଗୋଟିଏ ଯୋଡା କାନ ଫୁଲ ଉଦ୍ଧାର କରିଛି । ଏ ନେଇ ରାୟଗଡ ଆରକ୍ଷୀ ଅଧିକ୍ଷକ…

ସାର , ଟିକେ ମଣିଷ ପଣିଆ ଦେଖେଇ ଥିଲେ ହେଇନଥାନ୍ତା !!!!

 ଟିକେ ଗାଡ଼ିରୁ ଓହ୍ଲାଇ ପିଲାଟିର ଭଲମନ୍ଦ ବୁଝିଥିଲେ କଣ ଯୁଗ ଓଲଟି ପଡିଥାନ୍ତା !!!  ବାଇକ ଚାଳକ ଏବଂ ପଦ୍ମପୁର ତହସିଲଦାର କାର ମଧ୍ୟରେ ଦୁର୍ଘଟଣା ପଦ୍ମପୁର- ପଦ୍ମପୁର ଆରଆଇ ଅଫିସ ସମ୍ମୁଖରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଜଣେ ବାଇକ ଚାଳକ ଏବଂ ପଦ୍ମପୁର ତହସିଲଦାର ନିଜେ ଚଲାଉଥିବା କାର…

ବେଆଇନ ମଦ ବେପାରକୁ ନେଇ ଗଣ୍ଡଗୋଳ

ବାରିପଦା, (ଦିଲ୍ଲୀପ ମହାନ୍ତି): ବାରିପଦା ଟାଉନ ଥାନା ଅନ୍ତର୍ଗତ ବିଜୟ ରାମଚନ୍ଦ୍ରପୁର ନୁଆସାହି ଅଞ୍ଚଳରେ ଦିର୍ଘଦିନ ଧରି ଚାଲିଥିଲା ବେଆଇନ ଦେଶୀ ଏବଂ ବିଦେଶୀ ମଦ ବିକ୍ରିକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଛି। ଏନେଇ ସାହିର କିଛି ମହିଳାଙ୍କ ସମେତ ସ୍ଥାନୀୟ ବାସିନ୍ଦା ବାରିପଦା ଅବକାରୀ…

ହୁତୁହୁତୁ ଜଳି ପାଉଁଶ ହୋଇଗଲା ବସ 

ଏଠି ଦମକଳ ଅଫିସରେ ଅଚଳ ଟେଲିଫୋନ ସେବା ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି I ଘୁ.ଉଦୟଗିରି ସ୍ଥିତ ଶ୍ରୀରାମପଦା ସ୍ଥିତ ନୂତନ ବସ ଷ୍ଟାଣ୍ଡରେ ପାର୍କିଂ ହୋଇ ଥିବା ଏକ ଘରୋଇ ବସରେ ପାଖାପାଖି ଅପରାହ୍ନ…

ମାଲକାନଗିରି ଜିଲ୍ଲା ସୀମାନ୍ତରେ ଏନକାଉଣ୍ଟର : ଜଣେ ମାଓବାଦୀ ମୃତ, ମାଓ ସାମଗ୍ରୀ ଜବତ ।

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର): ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା କୁଟରୁ ଥାନା ଅନ୍ତର୍ଗତ କେତୁଲନାର ସୀମା ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଏହି ଗୁଳିବିନିମୟ ରେ ମାଓବାଦୀ ସଂଗଠନ ର ଫରସେଗଡ଼ ଆକ୍ସନଟିମ ର ଡେପୁଟି କମାଣ୍ଡର ସାୟବୋ…

ଅଜଣା ବ୍ୟକ୍ତିଙ୍କ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ।

ମାଲକାନଗିରି/ବି ଶ୍ରୀନିବାସ ପାତ୍ର :  ସଦର ମହକୁମା ନିକଟସ୍ଥ କାଦବାହାଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଜଣେ ବ୍ୟକ୍ତି ଙ୍କ ଲାଶ ଗାମୁଛା ରେ ଓହଳି ରହିଥିବା ଦେଖିବାକୁ ମିଳିଥିଲା ।  ପାହାଡ ଉପରେ ଥିବା ସାଗୁଆନ ଗଛରେ ଗାମୁଛା…

କଟାମୁଣ୍ଡ ସହ ଶବ ଜବତ ହତ୍ୟାକାରୀ ଫେରାର ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ପେଡାକୋଣ୍ଡା ପଂଚାୟତ ନିକଟ ଏମଭି ୮୭ ଗ୍ରାମ ଅଞ୍ଚଳରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ତେବେ ଯୁବକଙ୍କୁ କିଏ, କେମିତି ଏବଂ କେଉଁ କାରଣରୁ ଏଭଳି ବିଭତ୍ସ ହତ୍ୟା କରିଛି ସେନେଇ କିଛି…

ସୁନାପାଲି ଏମଡି ଅଫତାବ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ସମ୍ବଲପୁର ପୋଲିସ।

ସମ୍ବଲପୁର (ରମାକାନ୍ତ ବିଶ୍ବାଳ):  ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି   ଠାରେ  ଘଟିଥିବା ଏମଡି ଅଫତାର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ବଲପୁର ଧନୁପାଲି ପୋଲିସ ୨ ଜଣ ଙ୍କୁ ଗିରଫ କରି କୋଟଚାଲାଣ କରିଥିବା…

ମାଛ ମାରିବାକୁ ଯାଇ ହୀରାକୁଦ ଜଳଭଣ୍ଡାରରେ ବୁଡିଯାଇ ଯୁବକ ମୃତ

 ସମ୍ବଲପୁର((ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା  ରେଙ୍ଗାଲି  ଥାନା  ଅର୍ନ୍ତଗତ  ତୁରିଟିକ୍ରା ଗ୍ରାମରେ ଅଭାଵନିୟ  ଘଟଣା ଘଟିଛି।ମାଛ ମାରିବାକୁଯାଇ ହୀରାକୁଦ ଜଳଭଣ୍ଡାରରେ ବୁଡିଯାଇ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି | ଗତ  16 ତାରିଖ ରେ ତୁରିଟିକ୍ରା ଗ୍ରାମର ମହିନ୍ଦ୍ର  ତେଲି (56)…