Browsing Category

ଅଘଟଣ

ପଞ୍ଚମ ବାଟାଲିୟନ ଗାଡ଼ିକୁ ଧକ୍କା ଦେଲା କାଠ ବୋଝେଇ ପିକ-ଅପ୍ ଭ୍ୟାନ

 ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଲକ୍ଷ୍ମୀପୋଷିସ୍ଥିତ ପଞ୍ଚମ ବାଟାଲିୟନ ନିକଟରେ ଏକ ନମ୍ବର ବିହୀନ କାଠ ବୋଝେଇ ପିକ୍ ଅପ୍ ଭ୍ୟାନ  ରାସ୍ତାପାଶ୍ୱର୍ରେ ଓଲଟି ପଡ଼ିଥିବାର ଦେଖିବାକୁ ମିଳିଥିବା ବେଳେ ଗାଡ଼ି ନିକଟରେ କୌଣସି ବ୍ୟକ୍ତିଙ୍କୁ ଦଖେିବାକୁ ମିଳି ନ ଥିଲା । ଖବର ପାଇ…

ଗର୍ଭବତୀ ମହିଳାଙ୍କୁ ତଣ୍ଟିଚିପି ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ। 

ରେଙ୍ଗାଲି(ଶାସକ ପ୍ରଶାସକ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପଡା ଠାରେ ଜଣେ ଗର୍ଭବତୀ ମହିଳାମାନଙ୍କୁ ମାଡପିଟ କଲା ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ରେଙ୍ଗାଲି ଥାନରେ ଝିଅର ବାପା ଶୁରେସ ବଗର୍ତ୍ତି ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ରେଙ୍ଗାଲି ପୋଲିସ କେଶ ନମ୍ବର ୨ ଭାରତୀୟ ଦଣ୍ଡ…

ଏମିତି ବି ମରଣ ଆସେ

ଟ୍ରାକ୍ଟରରେ ଚାପିହୋଇ ଡ୍ରାଇଭର ମୃତ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ଆଠ ଘଣ୍ଟା ସମୟରେ ବିନୋଦ ବାଗ ଙ୍କର ଜମିରେ ଚାଷ କରୁଥିବା ଏକ ଟ୍ରାକ୍ଟର କାଦୁଅରେ ଫସି ଯାଇଥିଲା । ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟର ଟିକୁ ବାହାର କରିବା ପାଇ ଚେଷ୍ଟା…

ନିଆଁ ରେ ପୋଡିଯାଇ ବୃଦ୍ଧାଙ୍କର ମୃତ୍ୟୁ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ କାଂଶଡ଼ା ପଞ୍ଚାୟତ ଢେଙ୍କିମୁଣ୍ଡା (ଚୁହୁରୀପଡା) ଗ୍ରାମର ଗ୍ରାମର ମହିଳା ମଲ୍ଲିକ ନାମକ ଜଣେ ଅବିବାହିତା ବୃଦ୍ଧା ଙ୍କର ନିଆଁ ରେ ପୋଡି ମୃତ୍ୟୁ ହୋଇଯାଇଛି । ଗ୍ରାମବାସୀ ଙ୍କର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ରାତିରେ ମହିଳା ଶୀତ ଦାଉରୁ ରକ୍ଷା…

ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଦିବାକର ତ୍ରିପାଠୀଙ୍କ  ପରଲୋକ 

ପୁରୀ(ସ୍ୱତନ୍ତ୍ର ପ୍ରତିନିଧି) ପୁରୀ ସହରର ଜଣାଶୁଣା ଶିକ୍ଷାବିତ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀ ଦିବାକର ତ୍ରିପାଠୀଙ୍କ ଆଉ ନାହାନ୍ତି | ସମସ୍ତଙ୍କ ପ୍ରିୟ ତଥା ସମ୍ମାନାସ୍ପଦ "ଦିବାକର ସାର" ଭାବେ ପରିଚିତ ଶ୍ରୀ ତ୍ରିପାଠୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ…

ମହିଳାଙ୍କ ମୃତଦେହ ଉଦ୍ଧାର,  ହତ୍ୟା ନା ଆତ୍ମହତ୍ୟା  ସନ୍ଦେହରେ ପୋଲିସ  । 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଲାତୁରପେଟ ଗ୍ରାମର ଟାୱାର ପାଖ  ଆମ୍ବବଗିଚା ରୁ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର । ଲାତୁରପେଟ ଗ୍ରାମର ମଧୁସୂଦନ ଭୋଇ ସ୍ତ୍ରୀ ଶୁଭ୍ରକାନ୍ତି ଭୋଇ (୩୬ ) ତାଙ୍କର…

କେଡେ ନିର୍ମମ : କି ଦୋଷ କରିଥିଲା ସେ କୁନି ଝିଅଟା କେଜାଣି !!!

ନାବାଳିକାର କ୍ଷତାକ୍ତ ଶବ ଉଦ୍ଧାର  ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଭୁବନେଶ୍ୱର ଗ୍ରାମପଞ୍ଚାୟତ ର ଯୋଗେନ୍ଦ୍ର ନାଥ ପୁର ଗ୍ରାମ ନିକଟସ୍ଥ ପତ୍ରାରୁ ଜଣେ ନଅ ବର୍ଷୀୟ ଝିଅର କ୍ଷତାକ୍ତ ମୃତଦେହ ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ କାଲି ଗ୍ରାମର ରାଜେନ୍ଦ୍ର…

ଚୋରି ବାଇକ୍ ସହ ନାବାଳକକୁ ଗିରଫ କଲା ଚାରମାଳ ପୋଲିସ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ):ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ ଆଜି ଚୋରି ବାଇକ୍ ସହ ଜଣେ ନାବାଳକକୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ ଚାରମାଳ ଗ୍ରାମର ଶିଶିର ବିଶ୍ଵାଳଙ୍କ ହୋଣ୍ଡା ସାଇନ୍ ନଂ OR 15 N 6379 ବିଶିଷ୍ଟ ବାଇକ୍ ଟି ଚୋରି ହୋଇଯାଇଥିବା ନେଇ ଗତ ୩୦ ତାରିଖରେ ଚାରମାଳ…

ଆମ ମୟୂରଭଞ୍ଜ ଅଟୋ ଆସୋସିଏସନର ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ

ବାରିପଦା(ଦିଲ୍ଲୀପ ମହାନ୍ତି)- ଆମ ମୟୂରଭଞ୍ଜ ଞ୍ଜ ଅଟୋ ଆସୋସିଏସନର ସାଧାରଣ ସମ୍ପାଦକ ତଥା ଯୁବ ସଙ୍ଗଠକ ଅନିରୁଦ୍ଧ ମହଲାଙ୍କର ଅକାଳ ବିୟୋଗ ହୋଇଛି । ଭୂବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ  ଘଟିଛି । ଭୂବନେଶ୍ୱରରୁ ଆଜି ତାଙ୍କର ମର ଶରୀର…

ମୁଜାଗଡ଼ ଠାରେ ଟ୍ରକକୁ ପିଟିଲା ଡିଜେଲ ଟ୍ୟାଙ୍କର 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅଧିନ ଭଞ୍ଜନଗର - ଫୁଲବାଣୀ ରୋଡ଼ ମୁଜାଗଡ଼ ନିକଟରେ ରାସ୍ତା କଡରେ ଛିଡା ଏକ ମାଲ ବୋଝେଇ ଟ୍ରକର ପଛପଟକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଟ୍ୟାଙ୍କରର ସାମ୍ନାପଟଟି ଭାଙ୍ଗି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ…