Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଖୋର୍ଦ୍ଧାରେ ଧଳା ଜହର ବେପାରୀଙ୍କୁ ଧରିବା ପାଇଁ ପୋଲିସର ତତ୍ପରତା।
ଖୋର୍ଦ୍ଧା/ରବି ନାରାୟଣ ସାହୁ : ଖୋର୍ଦ୍ଧା ସହର ରେ ଧଳା ଜହର ବେପାର ଦିନକୁ ଦିନ ବଢିବlରେ ଲାଗିଛି | ହେଲେ ଅବକାରୀ ବିଭାଗର ନିଷ୍କ୍ରିୟତା ପରିପ୍ରେକ୍ଷୀରେ ତାହାର କାର୍ଯ୍ୟଦକ୍ଷତା ଓ ବିଶ୍ଵସନୀୟତାକୁ ନେଇ ଲୋକଙ୍କମନରେ ସନ୍ଦେହ ଉପୁଜୁଛି | କିନ୍ତୁ ଅପାର ପକ୍ଷରେ ପୋଲିସ ବିଭାଗ ପକ୍ଷରୁ…
ଆଖୁ କିଆରିରୁ ଉଭା ହେଲେ ଗୋବିନ୍ଦ
ବଲାଙ୍ଗିର: ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ବଙ୍ଗମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା ଗୋବିନ୍ଦ ସାହୁ । ଏକ ଆଖୁବାଡ଼ିରେ ଲୁଚି ରହିଥିଲା ବେଳେ ଧରିଲା ପୋଲିସ। ବର୍ତ୍ତମାନ ସମୟରେ ଗୋବିନ୍ଦଙ୍କୁ ଗିରଫ କରିଛି ପୋଲିସ ।ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ…
ଭଦ୍ରାସାହିରେ ଟ୍ରକ ଡ୍ରାଇଭରକୁ ଲୁଟ ଓ ହତ୍ୟା ଘଟଣାରେ ୪ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) ଗତ ୫ ତାରିଖ ବିଳମ୍ବିତ ରାତିରେ ଟ୍ରକ ଡ୍ରାଇଭରଙ୍କୁ ଲୁଟ ଓ ହତ୍ୟା ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଏଥି ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଓ ଏକ ସ୍କୋର୍ପିଓକୁ ମଧ୍ୟ ପୋଲିସ ଜବତ କରିଛି। ଆଜି ଏକ ପ୍ରେସମିଟରେ ବଡ଼ବିଲ ଏସଡିପିଓ ହିମାଂଶୁ ଶେଖର ବେହେରା…
ମଦ୍ୟପ ସ୍ୱାମୀ କୁ ହତ୍ୟା କଲା ସ୍ତ୍ରୀ।
ଝାରବନ୍ଧ-ମନୋହର ଦାଶ:କଳହ ର କରୁଣ ପରିଣତ ସ୍ୱରୂପ ବେକରେ ଗାମୁଛା ଭିଡି ସ୍ୱାମୀ କୁ ହତ୍ୟା କରିଛି ସ୍ତ୍ରୀ।ମୃତ୍ୟୁ ର ଶିକାର ହୋଇଥିବା ସ୍ୱାମୀ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା କୁଶମଦରହା ଗ୍ରାମ ର ସଦାଶିବ ବରିହା(୪୮) ଦୀର୍ଘ ଦିନ ଧରି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଲାଗି…
ଶୁଣିଲେନି ପ୍ରଶାସନ, ଗାଁ ର ଯୁବକମାନଙ୍କ ସହାୟତା ରେ ଗାଁରେ ପହଞ୍ଚିଲା ମର ଶରୀର
କେରଳକୁ କାମ କରିବାକୁ ଯାଇ ଦାଦନ ଶ୍ରମିକ ଙ୍କ ମୃତ୍ୟୁ
କାଶୀପୁର/ବୈକୁଣ୍ଠ ଦୁରିଆ: ଗାଁ ରେ ପହଞ୍ଚିଲା ଦାଦନ ଖଟିବାକୁ ଯାଇ ସୁଦୁର କେରଳ ରାଜ୍ୟରେ ଗତ ୧୬ ତାରିଖରେ ସଡକ ଦୁର୍ଘଟଣା ପ୍ରାଣହରାଇ ଥିବା କୃଷ୍ଣ ନାଏକଙ୍କ ମର ଶରୀର । ଦାଦନ ଖଟିବାକୁ ଯାଇ କେରଳରେ ରହୁଥିବା ରାୟଗଡ଼ା ଜିଲ୍ଲା…
ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ବିଜେପି ସଭାପତି
ଭୂବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି | ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଶ୍ରୀ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି…
ପଦ୍ମ ଧରିଲେ ଅଞ୍ଜଳି
ଭୁବନେଶ୍ୱର: ପଦ୍ମ ଧରିଛନ୍ତି ପୂର୍ବତନ ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା | ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି |
ଦୁଇ ଜଣ ସନ୍ଦିଗ୍ଧ କୁ ପୋଲିସ ର ଜିମା ଦେଲେ ଚୈତନ୍ୟ ତାଣ୍ଡି
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ : ନୂଆପଡା ଜିଲ୍ଲା ମିଶନ ଲୋହରାପାଲି ରାସ୍ତା ଫ୍ଲିପ ନିବାସ ପାଖରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଗେଟ ଖୋଲି ଜବରଦସ୍ତି ପଶି ଯାଇଥିଲେ । ପ୍ଲିପ ନିବାସ ରେ ଭଡା ରେ ରହୁଥିବା ଚୈତନ୍ୟ ତାଣ୍ଡି ଙ୍କୁ ନାଗପୁର ଅଶୋକ ନଗର ଠାରେ ଥିବା ଶ୍ରୀ…
କାହାପାଇଁ ଯିଏ ଗୁଳି ଖାଏ , ଏମିତି ବେଳେବେଳେ ଅଘଟଣ ହୁଏ
ଖୋର୍ଦ୍ଧା।/ରବି ନାରାୟଣ ସାହୁ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସଦର ମହକୁମାର ନୂଆସାହି ନିକଟରେ ଆଜି ଅପରାହ୍ନରେ ପାରିବାରିକ ଗଣ୍ଡଗୋଳକୁ ନେଇ ଗୁଳିକାଣ୍ଡ ଘଟିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁର ବିଭୂତି ଭୂଷଣ ଜେନା ବେଗୁନିଆ ନୂଆସାହିର ଆଦିତ୍ୟ ରଥଙ୍କ ଘରେ ଭଡାରେ ରହି ମିସ୍ତ୍ରୀ କାମ କରୁଥିଲେ ।…
ରାସ୍ତା କଡରେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ପୋଲିସ।
ଖୋର୍ଦ୍ଧା/ରବି ନାରାୟଣ ସାହୁ- ପବିତ୍ର ଶାରଦୀୟ ଦୁର୍ଗାପୂଜା ରେ ଏକ ଅଘଟଣ ଦେଖିବାକୁ ମିଳିଛି | ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବାଲି ବେରେଣି ଗ୍ରାମ ରାସ୍ତା କଡ କିଛି ଦୂରରେ ବିଲ ଭିତରେ ଯୁବକଙ୍କ ମୃତ ଦେହ ଦେଖି ବାକୁ ମିଳିଥିଲା।ଗ୍ରାମ ବାସୀ ମାନେ ପୋଲିସ କୁ ଖବର ଦେଇଥିଲେ । ଖୋର୍ଦ୍ଧା…