Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ମହିଳାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୋଲିସ
କୁଚିଣ୍ଡା: ଜମନକିରା ଥାନା ଟିକିଲିପଡ଼ା ପଞ୍ଚାୟତ ରେଙ୍ଗାଲବେଡା ଗ୍ରାମର ମହାଜନପଡ଼ାରେ ଜଣେ ମହିଳା ବେକରେ ଶାଢ଼ୀ ଗୋଡେଇ ଘର ରେ ଝୁଲୁଥିବା ଦେଖି ଘର ଲୋକେ ପୋଲିସ କୁ ଖବର କରିଥିଲେ। ଜମନକିରା ପୋଲିସ ଟିମ ଘଟଣା ସ୍ଥଳକୁ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନା କୁ…
ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ରୋହିତ କୁମାର ନାଏକ/ ଶାସକ ପ୍ରଶାସକ: ଭବାନୀପାଟଣା :କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡା ଅଞ୍ଚଳ ର ଏକ ଭଡ଼ା ଘରୁ ଜଣେ ଯୁବତୀ ଙ୍କ ମୃତ ଦେହ କୁ ଭବାନୀପାଟଣା ଟାଉନ ଥାନା ପୋଲିସ ଉଦ୍ଧାର କରିଛି । ମୃତ ଯୁବତୀ ଜଣକ ହେଲେ ଭବାନୀ…
ବିଳମ୍ବିତ ରାତ୍ରିରେ ନିଷ୍ପତ୍ତି: ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ
ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ହେବ ତଦନ୍ତ, ୬୦ ଦିନ ମଧ୍ୟରେ ଆସିବ ରିପୋର୍ଟ
କୋର୍ଟ ତଦାରଖରେ ତଦନ୍ତ ପାଇଁ ହାଇକୋର୍ଟଙ୍କୁ…
ବେଲଗୁଣ୍ଠା ପାନକୀଆରୀ ନିକଟରେ ଓଏସ୍ଆରଟି ବସ୍ ଦୂର୍ଘଟଣା ଗ୍ରସ୍ତ,ଡ୍ରାଇବର ସମେତ 15 ରୁ ଉର୍ଦ୍ଧ୍ବ ଆହତ,
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ରାତ୍ର 9 ଘଣ୍ଟା 45 ମିନିଟ୍ ସମୟରେ ଭୁବନେଶ୍ୱରରରୁ ବାଲିଗୁଡା ଯାଉଥିବା OD05BC4198 ନମ୍ବର୍ ବିଶିଷ୍ଟ ଓଏସ୍ଆରଟି ବସ୍ ବେଲଗୁଣ୍ଠା ନିକଟରେ ଦୂର୍ଘଟଣାର ଶିକାର ହୋଇଛି I ବସ୍ ବେଲଗୁଣ୍ଠା ରେ ପହଞ୍ଚିବା ପରେ ଭଞ୍ଜନଗର ଦେଇ ବାଲିଗୁଡା ଯାଉଥିବା ବେଳେ…
ଶ୍ରୀକୃଷ୍ଣ ଶରଣ ପୁର ଦିଲ୍ଲୀପ ପାହାନ ଙ୍କ ହତ୍ୟା ଘଟଣା ରେ ଆଉ ଦୁଇଜଣ ଗିରଫ ।
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଗତ ତା ୧୫-୫-୨୪ ରିଖ ରେ ଘଟିଥିବା ଦିଲ୍ଲୀପ ପାହାନ ଙ୍କ ହତ୍ୟା ଘଟଣାରେ ଗୁଜରାଟର ରାଜକୋଟରେ ଆଉ ଦୁଇଜଣ ଙ୍କୁ ଚାରି ଜଣିଆ ପୋଲିସ ଟିମ୍ ଗିରଫ କରି ଛନ୍ତି ବୋଲି ଜଣାପଡିଛି।ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୃ ଙ୍କ ସୂଚନା…
ଗଛ ପଡି ଯୁବକ ମୃତ
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ-ଗଛ କାଟିବା ହେଲା କାଳ ।ଏପରି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ । ମୃତକ ଜଣକ ହେଉଛନ୍ତି ଭଦରାଇ ହାଁସଦା(୩୬) ପ୍ରକାଶ ଥାଉକି ଝାରପୋଖରିଆ ଥାନା ଅଧିନ ଜାମକୁଣ୍ଡା ଗ୍ରାମର ସ୍ବର୍ଗତ ପିଥ ହାଁସଦାଙ୍କ ପୁଅ…
କଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ବନ୍ଧା ହେଲେ ତିନି ଡକାୟତ
ନୟାଗଡ଼, (ବିଶ୍ୱଜିତ ନାୟକ): କଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ପୋଲିସ ହାତରେ ଧାରାପଡ଼ି ଜେଲ ଗଲେ ତିନି ଡକାୟତ। ନୟାଗଡ଼ ଟାଉନ୍ ଥାନା ପୁଲିସ ଆଜି ଏହି ତିନି ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ଲୁଟ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବାରେ ସକ୍ଷମ…
ଭଞ୍ଜନଗର ନୁଆ ଗାଁ ବ୍ରିଜ୍ ରେ ଗଛକୁ ପିଟିଲା ବସ୍ , ଚାଳକକୁ କାବୁ କଲେ ଲୋକେ।
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଵସଣ୍ଟାଣ୍ଡ୍ ଠୁ ଦୁଇ କିଲୋମିଟର ଦୂରରେ ନୁଆ ଗାଁ ବ୍ରିଜ୍ ନିକଟରେ ଯାତ୍ରିବାହି ବସ୍ ଗଛକୁ ପିଟିଲା। ଅନେକ ଯାତ୍ରି ଗୁରୁତର ହୋଇ ଭଞ୍ଜନଗର ମେଡ଼ିକାଲ ରେ ହେଲେ ଭର୍ତ୍ତି।
ଆଜି ୮ ଅପ୍ରେଲ ସୋମବାର ୨୦୨୪ ଦିନ ୧୦: ୩୦ ମିନଟରେ ଭଞ୍ଜନଗର ବସ ଷ୍ଟାଣ୍ଡ…
ସନ୍ଦେହରେ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ : ନିରପେକ୍ଷ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
କଟକ(ରିପୋର୍ଟ ରଞ୍ଜିତ ମହାପାତ୍ର ): ଗତକାଲି କଟକ ଉପର ତେଲେଙ୍ଗା ବଜାର ବାସିନ୍ଦା ସ୍ବର୍ଗତ ଯମୁନା ଧର ଖଣ୍ଡଲଙ୍କ ପୁଅ ଶ୍ୟାମ ସୁନ୍ଦର ଶର୍ମା ମୃତ୍ୟୁ ବରଣ କରିଛନ୍ତି | ସ୍ଥାନୀୟ ଲୋକଙ୍କ କହିବାନୁସାରେ ଗତକାଲି ସଂନ୍ଧ୍ୟା 8ଟାରୁ 8.30 ମଧ୍ୟରେ ହଠାତ ଘର ଛାତ ଉପରୁ ଶ୍ୟାମସୁନ୍ଦର ଶର୍ମା ରୋଡ଼…
ହୋଲିରେ ଅଘଟଣ : ରାସ୍ତାକଡରେ ଥିବା ଗଛରେ ବାଇକକୁ ପିଟି ଜୀବନ ହରାଇଲେ ୨ଜଣ
ଭବାନୀପାଟଣା( ଶାସକ ପ୍ରଶାସକ ) ହୋଲିରେ ଅଘଟଣ ଘଟିଛି ଭାରଶାମ୍ୟ ହରାଇ ରାସ୍ତାକଡରେ ଥିବା ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି | ଜଣ ଯୁବକ ଓ ଅନ୍ୟ ଜଣେ ନାବାଳକ ମୃତ ୨ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତଗର୍ତ ପଲମ ଫାଣ୍ଡି ଅଧୀନ ଆଲିମ ଗ୍ରାମର ଦୁଇଜଣ ବ୍ୟକ୍ତି ଦେବରାଜ…