Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଆର୍ନ୍ତଜାତୀୟ ଖେଳାଳି ମନ୍ଦାକିନୀ ମହାନ୍ତଙ୍କ ପିତୃ ବିୟୋଗ
ବେତନଟୀ(ଶାସକ ପ୍ରଶାସକ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ଗୁହାଳଡିହି ଗ୍ରାମରେ ବାସ କରୁଥିବା ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ତଥା ଆର୍ନ୍ତଜାତୀୟ ଖେଳାଳି ପୋଲିସ ଇନସପେକ୍ଟର ମନ୍ଦାକିନୀ ମହାନ୍ତଙ୍କ ପିତା ଶ୍ୟାମସୁନ୍ଦର ମହାନ୍ତଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି । …
ଘରେ ପଶି ମହିଳାଙ୍କୁ ଅସଦାଚରଣ
ବେତନଟୀ(ଶାସକ ପ୍ରଶାସକ) : ବେତନଟୀ ଥାନା ଅଧୀନ ଓରାଚନ୍ଦାବିଲାର ସ୍ୱର୍ଗତଃ ବିଦ୍ୟାଧର ନାଏକଙ୍କ ପୁଅ ସରୋଜ କୁମାର ନାଏକ ସୁଶାନ୍ତ ପଣ୍ଡାଙ୍କ ଘର ଭିତରକୁ ପଶିଆସି ନାନାଦି ଅଶ୍ଳିଳ ଭାଷା ପ୍ରୟୋଗ କରିବା ସହିତ ସୁଶାନ୍ତଙ୍କ ପତ୍ନୀ ସୈରେନ୍ଧ୍ରୀ ପଣ୍ଡାଙ୍କୁ ଅସଦାଚରଣ କରି ଥିବାର ଅଭିଯୋଗ ହୋଇଛି…
ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଟଳବିହାରୀ ପଣ୍ଡାଙ୍କ ବିୟୋଗ : ବିଭିନ୍ନ ମହଲରେ ଶୋକ ।
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କର ଗତକାଲି ବିଳମ୍ବିତ ରାତି ଘ ୦୩:୪୫ଟିକା ସମୟରେ ପରଲୋକ ଗମନ କରିଛନ୍ତି। କରୋନାରୁ ଭଲ ହୋଇ ସେ ଘରେ ରହୁଥିଲେ। ମାତ୍ର ଗତ ଦଶଦିନ ହେଲା ସେ ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ଭିମସାର୍ ର ଆଇ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଶିବ ମନ୍ଦିର ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ପୋଲିସ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ପାଇକମାଲ ବ୍ଲକ କାଂଶଡା ଗ୍ରାମର ସୁଖମତ ଭୋଇ (୩୨)ନାମକ ଜଣେ ଯୁବ ଏକ ହୋଣ୍ଡା ବାଇକରେ ଶିବ ମନ୍ଦିର ନିକଟରେ ଥିବା…
ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
ଗତମାସରେ ବାଲେଶ୍ୱର ବିର୍ଲା ଟାୟାର ନିକଟରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ଭାଇ ବର୍ତ୍ତି ଯାଇଥିବା ଯୁବକଙ୍କୁ ଦାୟୀ କରି ହୋଇଛି ଆକ୍ରମଣ
ବାରିପଦା, / ଦିଲ୍ଲୀପ ମହାନ୍ତି :- ଗତ ମାସ ୧୪ ତାରିଖ ବିଳମ୍ବିତ ରାତିରେ ବାଲେଶ୍ଵର ବିର୍ଲା ଟାୟାର ନିକଟସ୍ଥ ଓଭରବ୍ରିଜ…
ଭଦ୍ରକରେ ୫୦ ଲିଟର ଦେଶୀ ରନ୍ଧାମଦ ଜବତ ; ୧ ଗିରଫ
ଭଦ୍ରକ,(ସତ୍ୟଭୂଷଣ ସ୍ଵାମୀ): ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ କ୍ଷୀତିସ ଦାସ ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ…
ଜୁଆ ଆଡ୍ଡା ରେ ଚଢ଼ାଉ:ଟଙ୍କା ସହ ମୋବାଇଲ-ଗାଡି ଜବତ, ୪ ଗିରଫ
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଓଡ଼ିଶା ଛତିଶଗଡ଼ ସୀମାନ୍ତବର୍ତୀ ଶିକରିପାଲି ଗ୍ରାମ ରେ ଏକ ନିର୍ଜନ ନିଛାଟିଆ ସ୍ଥାନରେ ଏକ ଜୁଆଆଡ୍ଡା ଉପରେ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କ ନେତୃତ୍ୱ ରେ ପୋଲିସ ଟିମ ଅତର୍କିତ ଚଢଉ କରି ୪ଜୁଆଡି ଙ୍କୁ ଗିରଫ…
ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ : ମୁଖ୍ୟମନ୍ତ୍ରୀଙ୍କ ଶୋକ
ସୂଚନା ଲୋକସମ୍ପର୍କ ମନ୍ତ୍ରୀ ଓ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ବ୍ୟକ୍ତ କଲେ ଶୋକ
ଭୁବନେଶ୍ବର : ବିଶିଷ୍ଟ ସ୍ତମ୍ଭକାର, ଜଣାଶୁଣା ସାରସ୍ୱତ ବ୍ୟକ୍ତିତ୍ୱ ତଥା ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ ଘଟିଛି | ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି | ଶ୍ରୀ ଦାସ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ
ବରଗଡ :- ଆଜି ଦୀପହରେ ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ବିଜୁ ଏକ୍ସପ୍ରେସ ୱେ ର ମଲଦା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଣେ ବ୍ୟକ୍ତି ର ମୃତ୍ୟୁ ହୋଇଯାଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଖରିଆର ରୋଡ଼ ର ଅବିଦ ହୁସେନ ନାମକ ଜଣେ ବ୍ୟକ୍ତି ଏକ ବଜାଜ ପଲସର…
ନଦୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର।
ଟିଟିଲାଗଡ, ( ଗୌରବ ଦର୍ଜୀ) - ଟିଟିଲାଗଡ଼ ସହର ନିକଟସ୍ଥ ବିନେକେଲା ପଞ୍ଚାୟତ ଗୋଇଡ଼ାବରି ଦେଇ ଯାଇଥିବା ତେଲ ନଦୀ କୂଳରୁ ଏକ ଯୁବକଙ୍କ ଗଳିତ ଶବ ଭାସୁଥିବା ଅବସ୍ଥାରେ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି। ତେବେ ମୃତକ ଜଣକ ଜିତୁ ରଣା, ପି. ରାଜେନ୍ଦ୍ର ରଣା ଗ୍ରାମ ମାଡିଗୁଡା, ଜିଲ୍ଲା…