Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଝାରବନ୍ଧ ପୋଲିସ କୁ ବଡ଼ ଧରଣର ସଫଳତା
ଉଦ୍ଧାର ହେଲେ ଅପହୃତ ସ୍ୱାମୀ ସ୍ତ୍ରୀ , ଛଅ ଅଭିଯୁକ୍ତ ଗିରଫ
ବରଗଡ :- ବରଗଡ଼ ଜିଲ୍ଲା ର ଝାରବନ୍ଧ ବ୍ଲକ ଗତ କିଛିଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚା ରେ ରହି ଆସୁଛି । କେତେବେଳେ ତହସିଲଦାର ଙ୍କର ଲାଞ୍ଚ କାରବାର ତ କେତେବେଳେ ବ୍ଲକରେ ହେଉଥିବା ବିଭିନ୍ନ ଘଟଣା । ଆଜି କିନ୍ତୁ ଝାରବନ୍ଧ ପୋଲିସର…
100 ଲିଟର ଦେଶୀମଦ ଜବତ : ସ୍କୁଟି ସହ ଦୁଇ ଗିରଫ।
ଭଦ୍ରକ ବ୍ଲକ୍ ,(ସୀତାକାନ୍ତ ପାଢ଼ୀ ):ପ୍ରତେକ ଦିନକୁ ଦିନ ଚୋରାମଦ ବିକ୍ରି ହେବାର ଲାଗିଛି |ଆଜି ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଟିମ ଆଜି ସକାଳେ 11 ଘଟିକା ସମୟରେ…
ଭଦ୍ରକ ଧୁସୁରି ଅଞ୍ଚଳରେ ଚୋରା କୋଇଲା ଚାଲାଣ ମାମଲା ; କୋଇଲା ମାଫିଆ ସମେତ ୩ ଗିରଫ
ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) ; ଭଦ୍ରକ ଜିଲ୍ଲାରେ ପୁଣି କୋଇଲା ମାଫିଆ ସକ୍ରିୟ ହେଲେଣି । ପୁରୁଣା ଚେର ପୁଣି ଲମ୍ବିବାକୁ ଲାଗିଲାଣି । ଏବେ ଖୋଲମଖୁଲା ଚାଲାଣ ହେଉଛି ଚୋରା କୋଇଲା । ଏପଟେ ପୋଲିସର ଇଙ୍ଗିତ ରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଫିଆ…
ବାଇକ୍ ଚୋର ଗିରଫ
ପଦ୍ମପୁର(ଶାସକପ୍ରଶାସକ) - ଗୋଟିଏ ବାଇକ୍ ଚୋର କୁ ଧରିବାରେ ଝାରବନ୍ଧ ପୋଲିସ ସଫଳ ହୋଇଛି ଏବଂ ବାଇକ୍ ଜବତ କରିବା ସହିତ ଦୁଇଜଣ ଚୋର କୁ କୋର୍ଟ ଚାଲାଣ କରାଯାଇଛି। ଝାରବନ୍ଧ ଥାନା ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ପ୍ରଧାନ ଙ୍କ ସୂଚନା ଅନୁସାରେ ବଣ୍ଡା ମୁଣ୍ଡା ଗ୍ରାମ ର ଅଶୋକ ପଟେଲ ନାମକ…
ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ମାଆ-ପୁଅ
ରେଢ଼ାଖୋଲ: ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ମାଆଙ୍କୁ ବଞ୍ଚାଇବାକୁ ଆସିଥିଲେ ଭିନ୍ନକ୍ଷମ ପୁଅ। ସମ୍ଭବ ହେଲା ନାହିଁ। ଦୁହେଁ ହାତ ଧରାଧରି ହୋଇ ଚାଲିଗଲେ। ଆଜି ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ବ୍ଲକ ଅଞ୍ଚଳରେ।
ଆଜି ସନ୍ଧ୍ୟା ବେଳେ ରେଢ଼ାଖୋଲ ବ୍ଲକ ବାରବାଙ୍କ ଗାଁ ଯଶୋଦା…
କକାକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପୁତୁରା
ମୁଖ୍ୟ ଅଭିଯୁକ୍ତ ଫେରାର , ହତ୍ୟାରେ ସଂପୃକ୍ତ ଅନ୍ୟ ସଦସ୍ୟଙ୍କୁ ଥାନାରେ ଅଟକ
ରେଢ଼ାଖୋଲ (ଶାସକ ପ୍ରଶାସକ): ଗାଁ ଦାଣ୍ଡରେ କକାକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆ ଓ ଠେଙ୍ଗାରେ ହାଣିଲା ପୁତୁରା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଘଟଣା ଘଟିଛି ରେଢ଼ାଖୋଲ ଥାନା ଅନ୍ତର୍ଗତ ତଣ୍ଡାବିରା ଗାଁରେ। ଜମି…
ବଜ୍ରପାତ ରେ କପାଚାଷୀ ମୃତ
ବରଗଡ :-ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଲାସପୁର ଗ୍ରାମର ହଳଧର ବାଗ (୩୦) ନିଜ କ୍ଷେତରେ କପା ଚାଷ କରିଥିଲେ । ଆଜି ଅନ୍ୟ ଚାଷୀମାନଂକ ସହ କ୍ଷେତକୁ ଯାଇଥିଲେ ନିଜ ଫସଲର ଦେଖାଶୁଣା କରିବା ପାଇଁ । ଆଜି ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ହେବା ସହିତ ବିଜୁଳି ମାରିବାରୁ ହଳଧର ବିଲ ପାଖରେ ଥିବା…
ବଜ୍ରପାତ ରେ ଚାରି ବଳଦ ମୃତ
ବରଗଡ ;- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଶାଖାଡୁଙ୍ଗୁରି ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ବଜ୍ରପାତ ରେ ଚାରିଗୋଟି ବଳଦର ମୃତ୍ୟୁ ହୋଇଯାଇଥିବା ଜଣା ପଡ଼ିଛି । ହସ୍ତଗତ ହୋଇଥିବା ସୂଚନା ମୁତାବକ ସେହି ଗ୍ରାମର କ୍ଷୀର ସାଗର ବାଗ ଙ୍କର ଗୋଟିଏ ଓ ଜଗଦୀଶ ବାଗ ଙ୍କର ତିନିଗୋଟି ବଳଦ…
ଫେକ ଫେସବୁକ ଆଇଡିରେ ଆପତ୍ତିଜନକ ପୋଷ୍ଟ କରି ଜେଲ ଗଲେ ଯୁବକ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଗୋଟିଏ ଗ୍ରାମର ଜଣେ ଯୁବତୀ ଟିକଟକ ରେ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓ ଟି ଦେଖି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରଗଡିପଡାର ଜଣେ ସୁଗମ କେସରି ନାୟକ ( ୨୬ ) ନାମକ ଯୁବକ ଭିଡିଓ ଟିକୁ ଲାଇକ କରିବା ପରେ ଯୁବତୀ ଜଣକୁ…
ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡାରେ ଆକ୍ରମଣ, ୬ ଆହତ
ବାରିପଦା(ଦିଲ୍ଲୀପ ମହାନ୍ତି )- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୭ ଭିଆଇପି କଲୋନୀ ଅଞ୍ଚଳରେ ସଂଗଠିତ ଗଣ୍ଡଗୋଳରେ ଛଅ ଜଣ ଆହତ ହୋଇଥିବା ବେଳେ ପୁଲିସ ଗୁରୁତର ଦୁଇଜଣଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡିଛି ।
ତେବେ ପ୍ରାୟ…