Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଦୁର୍ନୀତି ଖବର ପ୍ରକାଶ କରିବାରୁ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ।
ଗୁଣପୁର - ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ତ ସିରିଝୋଲି ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ବୋଷି ମିନା ରାଓ ସେହି ଗ୍ରାମପଞ୍ଚାୟତ ରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାମରେ ଦୁର୍ନୀତି କରିଥିବା ଏବଂ ସହଯୋଗୀ ଥିବା ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କେତେକ ଗଣ ମାଧ୍ୟମରେ ଖବର…
ପାଞ୍ଚଦିନ ବିତିଗଲାଣି ନାବାଳିକା ଗାଏବ ଘଟଣା: ପୋଲିସ ପାଉନି ଟେର, ଭଗବାନ ଭରସାରେ ତଦନ୍ତ !
ସୁନ୍ଦରଗଡ :- ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନବଢ଼ି ଚାଲିଛି ଅସାଧୁ ବ୍ୟକ୍ତିଙ୍କ ଆତଙ୍ଗରାଜ ଜିଲ୍ଲାର ଜନସାଧାରଣ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି କହିଲେ ଭୂଲ ହେବନାହିଁ ଏମିତି ଦିନନାହିଁ ଯେ ଯେଉଁଦିନ ସହର ସମେତ ଆଖପାଖ ଅଞ୍ଚଳରେ ଲୁଟପାଟ ଚୋରୀ ଡକାୟତି ହେଉନାହିଁ | ହେଲେ ତାହାର ପ୍ରମୁଖ…
ନୃଶଂସ ଭାବେ ମହିଳା ଙ୍କୁ ହତ୍ୟା
ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ) : ଧାରୁଆ ମାରଣାସ୍ତ୍ର ରେ ମହିଳା ଙ୍କୁ ପିଟି ପିଟି ହତ୍ୟା, କୁରାଢ଼ୀ ସାହାଯ୍ୟରେ ଅତି ନୃଶଂସ ଭାବେ ମହିଳା ଙ୍କ ମୁଣ୍ଡ କୁ ଛେଚି ହତ୍ୟା. ମୃତ ମହିଳା ଜଣଙ୍କ ହେଲେ ଛବିଲତା ସାହୁ. ପର କିୟା ପ୍ରୀତି ସନ୍ଦେହ ରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀ କୁ…
ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଶବ ଉଦ୍ଧାର।
ଟିଟିଲାଗଡ, (ଗୌରବ ଦର୍ଜୀ)- ସନ୍ଦେହ ଜନକ ଅବସ୍ଥା ରେ ମହିଳାଙ୍କ ମୃତ୍ୟୁ। ରାତିରେ ଶେଯ ଉପରେ ଶୋଇଥିବା ଅବସ୍ଥା ରେ ହିଁ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଛି। ଯାହା କୁ ନେଇ ଏକ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ ଘର ମାଲିକ କରିଛନ୍ତି। ଗତ ଚାରି ବର୍ଷ ଧରି ଟିଟିଲାଗଡ…
କଲ୍ୟାଣୀ ଗାଁରେ ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟ
ଭଦ୍ରକ, ବ୍ଲକ,(ସୀତାକାନ୍ତ ପାଢ଼ୀ):ଭଦ୍ରକ ଧାମନଗର ଥାନା କଲ୍ୟାଣୀ ଗାଁ ବ୍ରାହ୍ମଣ ଶାସନରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲ୍ୟାଣୀ ଶାସନରେ ଥିବା ପ୍ରସନ୍ନ ପଣ୍ଡାଙ୍କ ସ୍ତ୍ରୀ ଶାନ୍ତିଲତା ପଣ୍ଡାଙ୍କ ମୃତ ଦେହ ଘରପାଖରେ ଥିବା ପୋଖରୀରୁ ମିଳିଛି । ଯାହାକୁ ନେଇ କଲ୍ୟାଣୀ…
ମିନି ଟ୍ରକ୍ରୁ ୨୩୦ କେଜି ଗଞ୍ଜେଇ ଜବତ: ଡ୍ରାଇଭର ସହ ୩ ଗିରଫ
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ପୋଲିସ୍ ପୁରୁଣାଗଡ ଛକ ଠାରେ ଗାଡି ଚେକିଙ୍ଗ ଓ ନାକା ଡ୍ୟୁଟି କରୁଥିବା ସମୟରେ ୨ ଟି ଗାଡିରୁ ୨୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ରେଢାଖୋଲ ସହର ନିକଟସ୍ଥ…
ଦୁଇବାଇକ ମୁହାଁମୁହିଁ ଧକ୍କା : ୧ ମୃତ,୨ଆହତ
ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ :-ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା ଥାନା ଅନ୍ତର୍ଗତ ଛଟେନପାଲି ଏବଂ ଝରିଆପାଳି ମଝିରେ ଦେଇ ଅବବାହିତ ହୋଇ ଯାଇଥିବା ଇଚ୍ଛାନଦୀ ବ୍ରିଜ ପାଖାପାଖି ଆଜି ସକାଲ ପ୍ରାୟ ସାଢ଼େ ସାତଟାରେ ଦୁଇଜଣ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଦୁର୍ଘଟଣା…
ତାଳଜୁରୀରେ କଙ୍ଗାରୁକୋର୍ଟ,ପୋଲିସ ନିଦା ବିଷ୍ଣୁ !
ନ୍ୟାୟ ଆଶାରେ ପରିବାର ହତାଶ,ସତ୍ୟତା ତଦନ୍ତ କରି ବିହିତ ପଦକ୍ଷେପ ନେବେ କି ଜିଲ୍ଲା ପୋଲିସ ମୁଖିଆ !!!
ପାଟଣାଗଡ଼(ସ୍ୱତନ୍ତ୍ର ପ୍ରତିନିଧି ଯତୀନ୍ଦ୍ର ନନ୍ଦ ): ପୋଲିସର କାମ ହେଲା ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା !ହେଲେ ଆମ ଅଖଣ୍ଡ ଭାରତ ବର୍ଷ ସ୍ୱାଧୀନ…
ନିଆଁରେ ପୋଡି ବଧୂହତ୍ୟା ଅଭିଯୋଗ: ସ୍ବାମୀ, ଶ୍ବଶୁର, ଶାଶୁ ଓ ଦିଅର ଥାନାରେ ଅଟକ ।
ପଦ୍ମପୁର (ଶାସକ ପ୍ରଶାସକ)-ବରଗଡ଼ ଜିଲା ପଦ୍ମପୁର ଥାନା ଅଧିନସ୍ଥ ସିଂହନପୁର ଗ୍ରାମରେ ଜଣେ ବିବାହିତ ମହିଳାଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ମୃତ ମହିଳାଙ୍କ ସ୍ଵାମୀ, ଶାଶୁ, ଶ୍ୱଶୂର ଓ ଦିଅରଙ୍କୁ ଅଟକ ରଖିଛି ପଦ୍ମପୁର ପୋଲିସ । ବୁଡ଼େନ ଥାନା ଅଧିନସ୍ଥ…
ଛେଳି ଉଦ୍ଧାର କରିବାକୁ ଯାଇ ନିଜେ ଫସିଗଲେ
ବାରିପଦା(ଦିଲ୍ଲୀପ ମହାନ୍ତି) : କୂଅରେ ଗଲିପଡ଼ିଥିବା ଏକ ଛେଳିକୁ ଉଦ୍ଧାର କରିବାକୁ ଯାଇ ଫସିଲେ ଯୁବକ। ଗଭୀର କୂଅରୁ ବାହାରି ନପାରିବା ଫଳରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହେଲେ। ଏପରି ଘଟଣା ଘଟିଛି ବାରିପଦା ଟାଉନଥାନା ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୧୮, ଯମୁନାଦେଇପୁର…