Browsing Category

ଅଘଟଣ

ଭିଜିଲାନ୍ସ ଜାଲରେ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶ

ପଦ୍ମପୁର(ଶାସକପ୍ରଶାସକ)-ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘର ଓ ଝାରବନ୍ଧ ଅଫିସ ରେ ଏକକାଳୀନ ଭାବରେ ଭିଜିଲାନ୍ସର ଦୁଇଟି ଟିମ ଚଢା କରିଥିଲେ । ବରଗଡ଼ ଭିଜିଲାନ୍ସ ଡିଏସପି ଦାଶରଥି ସେଠୀଙ୍କ…

ଦେବେନ୍ଦ୍ର ମହାପାତ୍ରଙ୍କ ବିୟୋଗ ସମାଜ ପାଇଁ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି : ସମୀର ମହାନ୍ତି

ରାଜ୍ୟ ବିଜେପିର ପ୍ରଥମ ସାଧାରଣ ସଂପାଦକ (ସଂଗଠନ) ତଥା ଉତ୍କଳ ପ୍ରାନ୍ତର ପୂର୍ବତନ ସହ କାର୍ଯ୍ୟବାହ ଦେେବେନ୍ଦ୍ର ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ଭୁବନେଶ୍ୱର,:ରାଜ୍ୟ ବିଜେପିର ପ୍ରଥମ ସାଧାରଣ ସଂପାଦକ (ସଂଗଠନ) ତଥା ଉକ୍ରଳ ପ୍ରାନ୍ତର ପୂର୍ବତନ ସହ କାର୍ଯ୍ୟବାହ ଶ୍ରୀ…

ଆମ୍ବୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା – ୪ମୃତ ୨ ଗୁରୁତର

ରାୟଗଡା (ସରୋଜ ସାହୁ ) – ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଆମ୍ବାଦଳା ନିକଟସ୍ଥ ମଂଜୁରକୁପା ଠାରେ ସଡକ ଦୁର୍ଘଟଣା ଘଟିିଛି । ଏକ ଘରୋଇ ଆମ୍ବୁଲାନ୍ସ ଓ ଟ୍ୟାଙ୍କ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତରଙ୍କୁ…

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟିଲା କାର , ୪ ଆହତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ମାଣ୍ଡିମେରା ନିକଟରେ ଏକ ସ୍ୱିପଟ କାର କୋରାପୁଟ ଅଞ୍ଚଳରୁ ଭୁବନେଶ୍ବରକୁ ଶୁକ୍ରବାର ଭୋର ସମୟରେ ଯାଉଥିବା ବେଳେ ହଠାତ କୌଣସି କାରଣରୁ ଭାରସାମ୍ୟ ହରାଇ ବୁଲାଣି ରାସ୍ତାରେ  ଓଲଟି ପଡିଥିଲା। ଯାହା ଫଳରେ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଶ୍ୱଶୁର ଘର ଲୋକେ ନିସ୍ତୁକ ମାଡ଼ମାରି ହତ୍ୟା କରିଥିବା ଅଭିଯୋଗ ।

ମୃତକଙ୍କ କକାପୁଅ ଭାଇକୁ ମଧ୍ୟ ପ୍ରବଳ ମାଡ଼ ଅଭିଯୋଗ । ବଡ଼ବିଲ/ଯୋଡ଼ା (ଶାସକ ପ୍ରଶାସକ)-ଯୋଡ଼ା ଥାନା କୁଦାପି ଗାଁ ନିକଟ ରାସ୍ତାକଡ଼ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ, ବଡ଼ବିଲ ମହାନ୍ତ ବସ୍ତି ଅଂଚଳର ବିଜୟ ମହାନ୍ତ ଓରଫ୍ ୟାକୁ ବୋଲି ପରିଚୟ ମିଳିଛି।…

ଟିକିରା ନଦୀରେ ଗାଧୋଉଥିବା ବେଳେ ଯୁବକ ମୃତ୍ୟୁ

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ଆଜି ଭୋରରୁ ବାଟଗାଁ ନିକଟସ୍ଥ ଟିକିରା ନଦୀରେ ସ୍ନାନ କରୁଥିବା ବେଳେ ଜଣେ ଯୁବକ ମୃତ୍ୟୁବରଣ କରଥିବା ଜଣା ପଡିଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର ଝସକେତନ ଦେହୁରୀ (୩୦) ନାମକ ଯୁବକ କୁଞାମୁରା ଶିବ ମନ୍ଦିର ରେ ମନସ୍କାମନା ପୂରଣ ପାଇଁ…

ଟ୍ରାନ୍ସଫର୍ମରକୁ ଚଢି ଉଚ୍ଚଶିକ୍ଷିତ ଯୁବକଙ୍କ ଆତ୍ମହତ୍ୟା।

ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଦେବଦର୍ହା ନିକଟସ୍ଥ ମାଳିଡିହି ଗ୍ରାମ ଠାରେ ଆଜି ସକାଳେ ବିଜୁଳି ଖମ୍ବ କୁ ଚଢି ଟ୍ରାନ୍ସଫର୍ମର କୁ ଧରି ଏକ ୨୫ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ନେଇ ଉକ୍ତ ଗ୍ରାମବାସୀ ଜଗଦଲପୁର ଥାନା କୁ ସୂଚନା…

ଭିଜିଲାନ୍ସ ଖାପଚରେ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ

ପଦ୍ମପୁର : ମହଙ୍ଗା ପଡିଲା ଆୟବର୍ହିଭୁତ ସମ୍ପତ୍ତି ଠୁଳ । ଭିଜିଲାନ୍ସ ଖାପଚରେ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁ । ଆୟବର୍ହିଭୁତ ସମ୍ପତ୍ତି ଠୁଲ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ କଲଙ୍ଗାପାଲି ସ୍ଥିତ ବାସଭବନ ଓ…

କୂଅରେ ବୁଡି ଯୁବ ଚାଷୀଙ୍କ ମୃତ୍ୟୁ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ତ୍ରିବଣୀପୁର ପଞ୍ଚାୟତ ଅନ୍ତର୍ଗତ ଗଡାଖୋଳ ଗ୍ରାମରେ ରବିବାର ସକାଳ ପ୍ରାୟ ୧୦ଟା ବେଳେ କୂଅରେ ବୁଡି ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଗଡାଖୋଳ ଗ୍ରାମର ଦେବେନ୍ଦ୍ର ଦେହୁରୀ(୩୦)। ମୃତ ଯୁବକ ଜଣକ…

ଫରେଷ୍ଟରଙ୍କ ପରିବାର ଉପରେ ଆକ୍ରମଣ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ବାଲିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅଭାବନୀୟ ଘଟଣା ଘଟିଛି I ବାଲିଗୁଡାରେ କାର୍ଯ୍ୟରତ ଫରେଷ୍ଟର ଟିକେଶ୍ୱର ବେହେରା ସମେତ ତାଙ୍କ ସ୍ତ୍ରୀ ତପସ୍ୱିନୀ ବେହେରା ମାଁ ମାୟାବତୀ ବେହେରାଙ୍କୁ ଗତ ରାତିରେ ନୁଆସାହିର ବିଜୟ ଆମୟତଙ୍କ…