Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ…
ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ରହି ବିଧାନସଭା ବଜେଟ୍ ଅଧିବେଶନରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହେଲେ ଚିନ୍ତାଜନକ
ବିଧାନସଭାର ପରମ୍ପରା ଓ ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା
ଗଣତନ୍ତ୍ରକୁ ସମ୍ମାନ ଦେଇ…
ଘୁ.ଉଦୟଗିରି ପୁଲିସ ଦ୍ୱାରା ଦୁଇଟି ମୃତ ଦେହ ଜବତ, ମୃତ୍ୟର କାରଣ ଅସ୍ପଷ୍ଟ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ-୪ ଶ୍ରୀରାମପଦା ଠାରେ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଜବତ କରିଛି I ମୃତ ଯୁବକ ଜଣକ ଟିକାବାଲି ଥାନା ଅଧିନସ୍ଥ ପାଣିଙ୍ଗିଆ ଗ୍ରାମ କଲୋନୀ ସାହିର ନରେଶ ଦିଗାଳ…
ଦୁର୍ଘଟଣା: ଜଣେ ଯୁବକ ମୃତ ,ଆଉ ଜଣେ ଗୁରୁତର ଭାବେ ଆହତ ।
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) :ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ନାହାଳପୁର ତାରିଣୀଗଡା ନିକଟରେ । ଗତକାଲି ବିଳମ୍ୱିତ ରାତ୍ର ସମୟରେ ଦୁଇ ଯୁବକ କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ କୌଣସି କାରଣ ରୁ ଭାରସାମ୍ୟ ହରାଇ ବାଇକ ସହ ଯୁବକ…
ଘର ଆଗରେ ଥିବା ବାଇକ ପୋଡି ଦେଲେ ଦୁର୍ବୃତ୍ତ
ଭଞ୍ଜନଗର/ନିଲୁ ବିଷୋୟୀ : ଘର ଆଗରେ ଏକ ବାଇକ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ ।ଗାଙ୍ଗପୁର ଥାନା ଅଧୀନ ନେଟେଙ୍ଗା ଗ୍ରାମରେ ଘଟିଛି ଏହି ଘଟଣା । ନେଟେଙ୍ଗା ଗ୍ରାମର ବୁଲୁ ଲେଙ୍କା ସବୁ ଦିନ ପରି ଘର ପିଣ୍ଡାରେ ତାଙ୍କର ବାଇକ ଟି ରଖିଥିଲେ। ହେଲେ ବିଳମ୍ବିତ ରାତ୍ରରେ କେହି…
ଧର୍ମ ପରାୟଣ ସ୍ବର୍ଗତା ଶାନ୍ତି ସୁଦ୍ଧା ସ୍ୱାଇଁ ଙ୍କ ସ୍ମୃତିଚାରଣ ସଭା
ଜଗତସିଂହପୁର/ସୁମନ୍ତ କୁମାର ଦାସ: -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ରାଜସ୍ୱ ଗ୍ରାମର କନିମୁଳ ଗ୍ରାମର ଧର୍ମପରାୟଣ ମହିଳା ଶାନ୍ତି ସୁଦ୍ଧା ସ୍ୱାଇଁ ଙ୍କ ନିଜ ବାସଭବନ ରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି.ହିମାଂଶୁ ସ୍ବାଇଁ, ସଂଗ୍ରାମ କେଶରି ସ୍ବାଇଁ, ସୁଧାଂଶୁ…
ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା ଙ୍କ ଅକାଳ ବିୟୋଗ
ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ତରଫରୁ ସ୍ମୃତି ଚାରଣ ସହ ନିରବ ପ୍ରାର୍ଥନା ସଭା
ସୁବର୍ଣ୍ଣ ପୁର (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ଅକାଳ ବିୟୋଗରେ ଆଜି ସକାଳେ ଏକ ସ୍ମୃତି…
ରାଇସ ମିଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଭଞ୍ଜନଗର/ନିଲୁ ବିଷୋୟୀ: ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଗ୍ରାମର ଚକାଡୋଳା ରାଇସ ମିଲ ନିକଟ ଜମିରେ ସୋମବାର ସକାଳ ସମୟରେ ଜଣେ ଅଜଣା ବୟସ୍କ ବ୍ୟକ୍ତି ମୁହଁ ମାଡ଼ି ତଳେ ପଡିଥିବା କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ।ଏହି ଘଟଣାକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପୋଲିସ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ମୃତ, ୪ଗୁରୁତର
କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ତବଲାକଟା ଠାରେ ତେଲ ଟ୍ୟାଙ୍କର ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l କୁଚିଣ୍ଡା ପଟୁ ଦ୍ରୁତ ଗତିରେ ଆସୁଥିବା ତେଲ ଟ୍ୟାଙ୍କରଟି ଅଟୋ କୁ ଧକ୍କା ଦେବା ଫଳର ଯାତ୍ରୀମାନେ ଅଟୋରୁ ତେଲ…
ଘୁ. ଉଦୟଗିରି ଥାନାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକଙ୍କୁ ଅସଦ ବ୍ୟବହାର ଅଭିଯୋଗ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଥାନାରେ ଲେଖା ହୋଇଛି ଆମେ ସମସ୍ତଙ୍କୁ ସମାଦରରେ କଥା ହେବୁ I କିନ୍ତୁ ଘୁ.ଉଦୟଗିରି ପୁଲିସ କାହା ସହିତ ମଧ୍ୟ ସମାଦରରେ କଥା ହେଉ ନାହିଁ I ସମାଦରରେ କଥା ହେବା ବଦଳରେ ଅସଦ ବ୍ୟବହାର କରୁ ଛନ୍ତି I ଏହା ଅନ୍ୟ କେହି ନୁହେଁ କନ୍ଧମାଳ ଜିଲ୍ଲାର ଜିଲ୍ଲା ପରିଷଦ…
ଗୋଟିଏ ଦଉଡ଼ିରେ ଆତ୍ମହତ୍ୟା କଲେ ପ୍ରେମିଯୁଗଲ ।
ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ସାପଲହର ଗ୍ରାମ ରେ ଏକ ପ୍ରେମୀ ଯୁଗଳ ଗୋଟିଏ ଦଉଡ଼ି ରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି l ପତିପତ୍ନୀ ଭାବେ ଶିବରାତ୍ରି ଦିନ ଠାରୁ ଦୁହେଁ ରହି ଆସୁଥିଲେ l ଏହି ପ୍ରେମିଯୁଗଳ ଙ୍କ ହଠାତ…