Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଗାଇସିଲାଟ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ଚାଲିଛି ମଦବିକ୍ରି, କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ…
ପଦ୍ମପୁର(ଶାସକପ୍ରଶାସକ)- କୌଣସି ଜିନିଷ ବିକ୍ରି ପାଇଁ ପ୍ରସ୍ତୁତ ହେଲେ ତାର ମୂଲ୍ୟ ଧାର୍ଯ୍ୟ ହୋଇ ସେହି ଜିନିଷ ବା ବସ୍ତୁ ଉପରେ ଦାମ ଲଗାଯାଇଥାଏ । ଲେଖା ଯାଇଥିବା ଦାମ ବା ତା ଠାରୁ କମ ଦାମରେ ବିକ୍ରି କରାଯାଇଥାଏ ।ଯଦି କେହି ଅଧିକ ଦାମରେ ବିକ୍ରି କରନ୍ତି ତାହେଲେ ତାଙ୍କ ବିରୋଧରେ…
ଜଣେ ବିବାହିତା ମହିଳାଙ୍କୁ ଟାଙ୍ଗିଆ ରେ ହାଣିଦେଲା ଜଣେ ଯୁବକ
ପଦ୍ମପୁର ଉପଖଣ୍ଡ ପଦ୍ମପୁର ଥାନା ଲୋହାରପାଲି ପଂଚାୟତ ଅଧିନସ୍ତ ଗମ୍ଭାରିଡ଼ିହି ଗାଁ ରେ ଜଣେ ମହିଳା ନଳକୂପ କୁ ପାଣି ନେଇ ଯାଇଥିବା ସମୟରେ ସେହି ଗାଁ ର ଜଣେ ଯୁବକ ବିବାହିତା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ! ଏ ପ୍ରଯ୍ୟନ୍ତ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି ତାହା ଜଣା…
ଅବକାରୀ ବିଭାଗର ଚଢ଼ାଉ:୧୮୦୦ ଲିଟର ମହୁଲପୋଚ ସହ ୧୪୦ ଲିଟର ରନ୍ଧାମଦ ଜବତ,ଜଣେ ଗିରଫ ।
ପଦ୍ମପୁର- ପଦ୍ମପୁର ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ ରନ୍ଧା ହେଉଥିବା ଖବର ପାଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ସମାରପାଲି ଓ ଗୁଣ୍ଡିଚାପାଲି ଠାରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ସମାରପାଲି ଠାରେ ୧୮୦୦ ଲିଟର ମହୁଲ ପୋଚ ସହ ୬୦ ଲିଟର ମଦ ଜବତ କରାଯାଇଥିଲା ଏବଂ…
ବିଦ୍ୟୁତ ସ୍ପର୍ଶରେ ଜଣକର ମୃତ୍ୟୁ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସରିଷପଦର ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ରେ ଆସି ଜଣଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ସେମିଳିଗୁଡା ଗ୍ରାମର ଜୟମନ ନାଏକ (୫୦) | ଆଜି ଦିନ ଦ୍ବୀପହର ପ୍ରାୟ 2: 30 ରେ ସେ ନିଜର ଛେଳିର ଖାଦ୍ୟ ସଂଗ୍ରହ…
ଲୁହ ଆଉ କୋହରେ ଭିଜିଲା କୁଞ୍ଜବନ
ଗାଁ ମାଟିରେ ରେ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି l
ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ :ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର କୁଞ୍ଜବନ ଗାଁରେ ପହଞ୍ଚିଲା ସହିଦ ଯବାନ ବୈକୁଣ୍ଠନାଥ ପ୍ରଧାନଙ୍କ ପାର୍ଥିବ ଶରୀର l ତ୍ରିପୁରା ସୀମାରେ BSF ଯବାନ ଭାବେ କାର୍ଯ୍ୟରତ ଥିବାବେଳେ ଗତ 23ତାରିଖଦିନ…
ରାଉରକେଲାର ଚାନ୍ଦିପୋଷ ଠାରେ ପୋଲିସର ଏନକାଉଣ୍ଟର ; ଅପରାଧୀ ଠାରୁ AK-47 ରାଇଫଲ୍ ଜବତ
ରାଉରକେଲା/ବସନ୍ତ ଜେନା : ରାଉରକେଲାରୁ ଏକ ବଡ଼ ଏନକାଉଣ୍ଟରର ଖବର ସାମ୍ନାକୁ ଆସିଛି। ଚାନ୍ଦିପୋଷ ଥାନା ଅନ୍ତର୍ଗତ ଏହି କାଣ୍ଡ ଘଟିଥିବା ସୂଚନା ମିଳିଛି। ପୋଲିସର ଏନକାଉଣ୍ଟରରେ ଜଣେ ଭୟଙ୍କର ଅପରାଧୀ ଆହତ ହୋଇଥିବା ବେଳେ ତାଙ୍କ ନିକଟରୁ ଏକେ -୪୭ ବନ୍ଧୁକ ଜବତ ହୋଇଛି। ରାଉରକେଲା ପୋଲିସ ଅନ୍ୟ ୨…
ତାମିଲନାଡୁ ମାନସିକ ରୋଗୀଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା. ଫେରାର ସାମ୍ବାଦିକ କଲେ ଆତ୍ମସମର୍ପଣ
ଭଦ୍ରକ(ସୀତାକାନ୍ତ ପାଢ଼ୀ)-:ପୀରହାଟ ଥାନା ଅଧିନ ରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା ,ଜଣେ ମାନସିକ ଅନାଗ୍ରସର ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ମାଡ ମରାଯାଉଥିବା ଭିଡ଼ିଓ ଏବେ ଭାଇରଲ ହେଉଛି. ମାନସିକ ରୋଗୀ ଜଣଙ୍କୁ ଅନ୍ୟରାଜ୍ୟରେ ହୋଇଥିବା ବେଳେ କିଛି ଲୋକ ତାଙ୍କୁ ଗଛରେ ବାନ୍ଧିଛନ୍ତି.…
ବିବାଦ ଛାଡ଼ୁନି:ପୁଣିବିବାଦ ଘେରରେ କେନ୍ଦ୍ରାପଟି ଆରଆଇ ।
ଅସ୍ତରଙ୍ଗ(ଦୁଃଶାସନ ନାୟକ)- ବିବାଦରେ କେନ୍ଦ୍ରାପାଟି ରାଜସ୍ୱ ନିରୀକ୍ଷକ ହେଉଛନ୍ତି ଦୀପ୍ତିରଞ୍ଜନ ମହାପାତ୍ର | ଏହି କିଛିମାସ ତଳେ ଅସ୍ତରଙ୍ଗ ଆରଆଇ ସର୍କଲ ରେ ଥିବାବେଳେ ଏହି ବାବୁଜଣକ ଆରଆଇ କାର୍ଯ୍ୟାଳୟ ରେ ଥିବା ଚଉକିରେ ନକଲି ଆରଆଇଙ୍କୁ ବସାଇ ଅର୍ଥ ଆଦାୟ କରୁଥିବା ଅଭିଯୋଗ ସହ ଧରା ପଡିବା…
ମିଳିତ ଅବକାରୀ ଧରପଗଡ଼ ; ୨ ଗିରଫ
ଭଞ୍ଜନଗର : ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଭାରପ୍ରାପ୍ତ ତହସିଲଦାର ନିହାର ରଞ୍ଜନ ବେହେରା ଙ୍କ ନେତୃତ୍ୱରେ ଶୁକ୍ରବାର ଭଞ୍ଜନଗର ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ସହରର ବିଭିନ୍ନ ଦେଶୀ ମଦ ଭାଟିରେ ଚଢ଼ାଉ କରାଯାଇଛି। ଏଥିରେ ୫୦୦ ଲିଟର ରୁ ଉର୍ଦ୍ଧ୍ବ ଗୁଡ଼ ମିଶ୍ରିତ ପୋଚ ନଷ୍ଟ…
ବାଥରୁମ୍ ରେ ଫୁଟିଲା ବୋମା ,ଚିକିତ୍ସାଧୀନ ଯୁବତୀ ଙ୍କୁ ଭେଟିଲେ ସିଙ୍ଗାର ପଲ୍ଲୀ ସରପଞ୍ଚ
ନୂଆଗାଁ/ସୁବ୍ରତ ପରିଡା: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ନୂଆଗାଁ ରେ ୧୮ ବର୍ଷୀୟ ଯୁବତୀ ଗାଧୋଇବାକୁ ଗଲାବେଳେ ବୋମା ଫୁଟିବା ଦ୍ଵାରା ଯୁବତୀ ଜଣଙ୍କ ଗୁରୁତର ହୋଇଥିଲେ।ସୂଚନା ଅନୁଯାୟୀ ଦୀନବନ୍ଧୁ ଦଳ ବେହେରା ଙ୍କ ଝିଅ ଅଶାନ୍ତି ଦଳ ବେହେରା ବାଥ୍ ରୁମ୍ କୁ…