Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଘଟଣା : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ରିଭଲଭର ଜବତ
ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ବାଗଦୋର ପଞ୍ଚାୟତ ସମିତି ସଭ୍ୟା ବନୀତା ବିଶ୍ଵାଳଙ୍କ ସ୍ଵାମୀ ଲୋକନାଥ ବିଶ୍ଵାଳଙ୍କୁ ଗୁଳି କରି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସମିତି ସଭ୍ୟା ବନୀତା ବିଶ୍ଵାଳଙ୍କ…
୪ ଆନ୍ତରାଜ୍ୟ ଟ୍ରକ୍ ଲୁଟେରା ଗିରଫ୍
ବଡ଼ବିଲ (ଶାସକ ପ୍ରଶାସକ):ବଡ଼ବିଲ ପୋଲିସକୁ ବଡ଼ ସଫଳତା ମିଳିଛି। ୪ ଆନ୍ତରାଜ୍ୟ ଟ୍ରକ୍ ଲୁଟେରାଙ୍କୁ ଗିରଫ୍ କରିବା ସହ ଲୁଟ୍ ହୋଇଥିବା ୧୨ ଚକିଆ ହାଇଭା ଟ୍ରକକୁ ଝାଡଖଣ୍ଡରୁ ଉଦ୍ଧାର କରିଛି ପୋଲିସ୍। ଗିରଫ୍ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଖଣ୍ଡା ଓ ଭୁଜାଲୀ ଜବତ୍ ହୋଇଥିବାର ବଡ଼ବିଲ…
ଇଟାରେ ଛେଚି ମହିଳାଙ୍କୁ ନିର୍ମମ ହତ୍ୟା।
ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) : ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ପଦନଦାସପୁର ଗ୍ରାମରେ। ଘରୋଇ କଳିକୁ ନେଇ ପଦନଦାସପୁର ଗ୍ରାମର ମନୋରମା ସାହୁଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ନିଜର ପୁତୁରା ସନ୍ତୋଷ ସାହୁ। ସନ୍ତୋଷକୁ ପୋଲିସ ଥାନାରେ ଅଟକରଖିଛି। ଘଟଣା ସ୍ଥଳରେ ପୋଲିସ ଓ…
ରାଉରକେଲା ବନ୍ଧମୁଣ୍ଡା ରେଳବାଇ ଇନଷ୍ଟିଚ୍ୟୁଟ ନିକଟ ବିଦ୍ୟୁତ ସବ୍ ଷ୍ଟେସନ ରେ ଅଗ୍ନିକାଣ୍ଡ
ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡି ନଷ୍ଟ।
ରାଉରକେଲା,,(ବସନ୍ତ କୁମାର ଜେନା); ରାଉରକେଲା ବନ୍ଧମୁଣ୍ଡା ଥାନା ସି ସେକ୍ଟର ରେଳବାଇ ଇନଷ୍ଟିଚ୍ୟୁଟ ନିକଟ ଇଲେକ୍ଟ୍ରିକ ସବ ଷ୍ଟେସନ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି।ଏହି ରୁମ ରେ ଥିବା ୪୦ କେବି…
ଭାଲୁ ଆକ୍ରମଣ ରେ ମହିଳା ଗୁରୁତର
କେନ୍ଦୁଝର:ସାହରପଡ଼ା ବ୍ଲକ ଅନ୍ତର୍ଗତ କୁମୁଡ଼ା ବହାଳି (ଦମାହୁଦା ପଂଚାୟତ) ଗ୍ରାମରେ ଭାଲୁ ଆକ୍ରମଣ ରେ ଜଣେ ମହିଳା ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସିତ ଅଛନ୍ତି। ଆଜି ସକାଳେ ଶୌଚ କରିବାକୁ ପାଖ ପଡିଆ କୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ ।ତାଙ୍କର କାନ୍ଧ ର…
ମହୁଲ ଗୋଟାଇ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଲା ସେକ୍ସନ ଖଣ୍ଡଧୁଁଆ ଗ୍ରାମରେ ଜଙ୍ଗଲକୁ ମହୁଲ ଗୋଟାଇ ଯାଇଥିବା ବେଳେ ମହିଳାଙ୍କୁ ଦଲିଦେଲା ହାତୀ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ପଦ୍ମଲାଭ ପ୍ରଧାନ ଙ୍କ…
ବମ୍ବେ ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ।
ସିମୁଳିଆ (ଅକ୍ଷୟ କୁମାର ଜେନା)- ମଇତା ପୁର ଅଂଚଳ ର ବେଣୁଧର ମୁଦୁଲିଙ୍କ ସାନ ମଝିଆ ପୁଅ ପ୍ରଭାକର ମୁଦୁଲି ପେଟ ଯନ୍ତ୍ରଣା ଅସହ୍ୟ ହେବାରୁ ଚିକିତ୍ସାଧିନ ଅବସ୍ଥାରେ ମୁମ୍ବାଇରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୨୮ ବର୍ଷ ହୋଇଥିଲା, ଆଗାମୀ ରଜ ରେ ବିଭାଘର ହୋଇଥାନ୍ତା ବୋଲି ଘର ଲୋକ କୁହନ୍ତି।…
ସଡ଼କ ଦୁର୍ଘଟଣା: ଜଣେ ମୃତ ଜଣେ ଗୁରୁତର।
ବାସୁଦେବପୁର(ପ୍ରତାପ ପାଢ଼ୀ): ବାସୁଦେବପୁର ରେ ଆଜି ଭୋର ସମୟରେ ଏକ ସଡ଼କ ଦୁର୍ଘଟଣାରେ ବିପିନ୍ କୁମାର ବେହେରା ନାମକ ଜଣେ ଯୁବକଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଥିବା ଜଣାଯାଇଛି। ସୂଚନା ଅନୁସାରେ ଜମୁଝାଡି ଧାମରା ରାସ୍ତା ଦେଇ କୌଣସି କାମ ସାରି ବିପିନ ଓ ଅନ୍ୟ…
କଫସିରଫ ବିକ୍ରେତା ସହ ନିଶା ଔଷଧ ଜବତ ।
ପଦ୍ମପୁର(ଶାସକପ୍ରଶାସକ)- ସ୍ଥାନୀୟ ହନୁମାନ ପତାରେ ବେଆଇନ ବିକ୍ରୟ ହେଉଥିବା କଫ୍ ସିରପ୍ ଓ ନିଶା ବଟିକାକୁ ପୁଲିସ୍ ଜବତ କରିଛି। ପୁଲିସ୍ ଏଥିରେ ସଂପୃକ୍ତ ଥିବା ଉକ୍ତ ପଡ଼ାର ସଫରାଜ ଖାନ (ଟିଙ୍କୁ)କୁ ଗିରଫ କରିଛି । କିଛି ଦିନ ହେଲା ଟିଙ୍କୁ ନିଶା ପାଇଁ ବ୍ୟବହୃତ କରପ୍ ଓ ନିଶା ବଟିକା…
ଟ୍ରେନ ଧକ୍କାରେ ବାପ ଝିଅଙ୍କ ମୃତ୍ୟୁ
କଳୁଙ୍ଗା ରେଳ ଫାଟକ ନିକଟରେ ସ୍କୁଟି ରେ ପାର ହେଉଥିବା ବେଳେ ଟ୍ରେନ ମାଡିଗଲା।
ରାଉରକେଲା,(ବସନ୍ତ କୁମାର ଜେନା): ସାମାନ୍ୟ ଭୁଲ ଏବଂ ଅସାବଧାନତା ଯୋଗୁଁ ଅକାଳରେ ଚାଲିଗଲା ବାପ , ଝିଅ ଦୁଇଜଣଙ୍କ ଅମୂଲ୍ୟ ଜୀବନ। ଏହି ଘଟଣା ଘଟିଛି ରାଉରକେଲା ନିକଟ କଳୁଙ୍ଗା ରେଳ ଫାଟକ ନିକଟରେ। ଟ୍ରେନ…