Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଚାଷୀଙ୍କ ଠାରୁ ବନ୍ଧୁକ ମୁନରେ ଲକ୍ଷେ ଟଙ୍କା ଲୁଟିବା ସହ ଭୁଜାଲିରେ ହାଣିଲେ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନ ଅନ୍ତର୍ଗତ ସମରଖାଇ ଗ୍ରାମ ନିକଟସ୍ଥ ୪୯ନମ୍ବର ଜାତୀୟ ରାଜପଥ ରେ ସ୍ପଷ୍ଟ ଦିବାଲୋକରେ ଜଣେ ଚାଷୀଙ୍କ ଠାରୁ ୩ଜଣ ଦୁର୍ବୃତ୍ତ ୧ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି। ଚାଷୀ ଜଣକ ହେଲେ ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନ ଅନ୍ତର୍ଗତ କେନ୍ଦ୍ରୀକଳା…
କଫ ସିରପ ବ୍ୟବସାୟ ମହଙ୍ଗା ପଡିଲା
କଫ ସିରପ ମେକ୍ସ ଦୁର୍ଘଟଣା, ବ୍ୟବସାୟୀ ଗୁରୁତର
ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅଧିନସ୍ଥ ଚଣ୍ତିଭଟା ଗ୍ରାମର ଗୁରୁଦେବ ସେଟ ଦୀର୍ଘ ଦିନରୁ କଫ ସିରଫ ବିକ୍ରି କରୁଥିଲେ-। ପ୍ରତିଦିନ ଉକ୍ତ ଗ୍ରାମରେ ସନ୍ଧ୍ୟାରେ ଗ୍ରାହକଙ୍କ ଭିଡ ଜମି ଥାଏ । ୨୮ ତାରିଖ ଗୁରୁଦେବ ନିଜର ମେକ୍ସ ଗାଡି ସିଜି…
ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର
ସୁବର୍ଣ୍ଣ ପୁର (ପ୍ରକାଶ ହାତୀ)- ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନ ଲାଛିପୁର ଫାଣ୍ଡି ଶିଆଳି ଛକ ନିକଟରେ ବାଇକ ଦୁର୍ଘଟଣା ରେ ଜଣେ ମୃତ୍ୟୁ ଓ ଜଣେ ଗୁରୁତର। ମୃତକ ଜଣକ ହେଲେ ମହଦା ଗ୍ରାମର ପିତବସ ନାଏକ ବୋଲି ଜଣାଯାଏ।ସୂଚନା ଅନୁସାରେ ବିନିକା ବ୍ଲକ ମହଦା ଗ୍ରାମର ପୀତବାସ ନାଏକ ଓ ପଲସ୍ତି…
ଟ୍ରକ୍ ଧକ୍କାରେ ଡିପ୍ଲୋମା ଛାତ୍ର ମୃତ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନା ଅନ୍ତର୍ଗତ ଗାଡପାଳ ଗ୍ରାମ ନିକଟରେ ରାଞ୍ଚି ବିଜୟୱାର୍ଡା ଜାତୀୟ ରାଜପଥରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି। ମୃତ ଜନକ ହେଲେ ନୂଆଗାଁ ଗ୍ରାମର ପଞ୍ଚାନନ କିସାନ। ସେ ଜଣେ ଉଚ୍ଚ ଶିକ୍ଷିତ ମେଧାବୀ ଛାତ୍ର ହୋଇ ଥିବାବେଳେ…
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ; ପୋଲିସ ର ତଦନ୍ତ ଆରମ୍ଭ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ପଞ୍ଚାୟତ ମହାଜନପୁର ୯ନଂ ୱାର୍ଡ ର ଜଣେ ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଛି । ସୂଚନାଯୋଗ୍ୟ କି ଘଟଣା ଘଟିଛି ମାଉସୀ ପୁଅ, ଶଳା ଓ ଭିଣେଇ ମଧ୍ୟରେ । ନିଶ୍ଚିନ୍ତକୋଇଲି ଥାନା ଓ ତହସିଲ ନିକଟସ୍ତ, ମହାଜନପୁର ର…
ବିଷାକ୍ତ ଜନ୍ତୁ କାମୁଡା ରେ ଯୁବକର ମୃତ୍ୟୁ
ଭଞ୍ଜନଗର : ରାତିରେ ଖାଇପିଇ ଶୋଇଥିବା ସମୟରେ ଘର ଭିତରେ କୌଣସି ବିଷାକ୍ତ ଜନ୍ତୁ କାମୁଡ଼ିବା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ବୁଢାପଦର ଗ୍ରାମର ଦ୍ବିତୀକୃଷ୍ଣ କହଁରଙ୍କ ପୁଅ ପ୍ରକାଶ କହଁର(୨୩)। ପ୍ରକାଶ ଗତକାଲି ରାତିରେ ଖାଇସାରି…
ଛେଳି ପାଇଁ ଡାଳ କାଟିବାକୁ ଆସି ଯୁବକର ମୃତ୍ୟୁ
ବରଗଡ :- ଆଜି ଦିପହର ପ୍ରାୟ ସାଢ଼େ ବାରଟା ସମୟରେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଲଉଡମାଲ ଗ୍ରାମ ରେ ସେହି ଗ୍ରାମର ଲକ୍ଷ୍ମଣ ଭୁଏ (22)ନାମକ ଜଣେ ଯୁବକର ମୃତଦେହ ଏକ ଗଛରେ ଝୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏହି ଖବର ଗାଁ ରେ ପ୍ରଚାର ହେବା ପରେ ବହୁ ଲୋକ ଘଟଣା ସ୍ଥଳରେ…
ତମ୍ବା ତାର ଚୋରି ଅଭିଯୋଗ ରେ ଜଣେ ଗିରଫ
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ଜଗଦଲପୁର ଥାନା ଅଧିନସ୍ତ ସରେଇକେଲା ଗ୍ରାମ ର ଗୋବିନ୍ଦ ବାରିକ ଙ୍କ ଗଭୀର ନଳକୂପ ଟ୍ରାନ୍ସଫର୍ମର ରୁ ତମ୍ବାତାର କଏଲ ଚୋରି କରୁଥିବା ବେଳେ ଉକ୍ତ ଗ୍ରାମର ମହେଶ ଷଣ୍ଢ ଙ୍କୁ କିଛି ଜଣ ଗ୍ରାମବାସୀ ଅଟକ ରଖି ଜଗଦଲପୁର ଥାନା କୁ ଖବର ଦେଇଥିଲେ।ଥାନା ଅଧିକାରୀ…
ସଡକ ଦୁର୍ଘଟଣାରେ ସାମ୍ବାଦିକ ତଥା ଆଇନୀଜୀବୀ ବିକାଶ ନାୟକଙ୍କ ଦେହାନ୍ତ
ଚିଲିକା :(ସେକ କୌଶର )ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଆଙ୍କୁଲା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣେ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି l ମୃତକ ବାଲୁଗାଁ ଅଞ୍ଚଳର ଆଇନଜୀବୀ ତଥା ସାମ୍ବାଦିକ ବିକାଶ ନାୟକ ବୋଲି ଜଣା ପଡିଛି ।…
ପାର୍ଥିବ ଶରୀରକୁ ଜନ୍ମମାଟିକୁ ପଠାଇବାପାଇଁ ସହାୟତା ଯୋଗାଇଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର- ମୟୂରଭଞ୍ଜ ଜିଲ୍ଲାର ଜସିପୁର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ୩୬ ବର୍ଷିୟ କ୍ଷିତୀଶ ନାଏକ ବେଙ୍ଗାଲୁରୁ ରେ ରହି ଦିନ ମରୁଜିଆ ଭାବେ କାମ କରି ଆସୁଥିଲେ । ଗତ ୨୩ ତାରିଖରେ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କର ମୃତ ଶରୀରକୁ ବିମାନ…