Browsing Category

ଅଘଟଣ

ଟିଟିଲାଗଡ଼ ପୋଲିସକୁ ବଡ଼ ସଫଳତା: ଚୋର ଗ୍ୟାଙ୍ଗକୁ କାବୁ କଲା ପୋଲିସ

20 ବାଇକ,10 ମୋବାଇଲ ସହ ସୁନା ଲକେଟ ଉଦ୍ଧାର ଦୁଇଜଣ ନିଜ ବାଇକ ଫେରିପାଇ ପୋଲିସ କୁ ଦେଲେ ଧନ୍ୟବାଦ ଟିଟିଲାଗଡ଼/ରଶ୍ମିରେଖା ମହାପାତ୍ର: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏକ ଘଟଣା ଟିଟିଲାଗଡ଼ ଅଞ୍ଚଳ ରେ ଦେଖିବାକୁ ମିଳିଛି l ଏକ ଲୁଟ କରୁଥିବା ଘଟଣା ର ଭିଡିଓ କୁ…

ଟ୍ରକ ଓ ବାଇକ ଧକ୍କା ଜଣେ ଗୁରୁତର ଆହତ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାର ଉପରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଜଣେ ବାଇକ ଆରୋହି ଯାହାର ଗାଡି ନଂ OD-o5 AA9859 ହିରୋ ଗ୍ଲାମରକୁ ଏକ ଟ୍ରକ ଯାହାର ନଂ OR 09 D 8659 ଧକ୍କା…

କାଳ ବୈଶାଖୀ ର ତାଣ୍ଡବ ରେ ଗରିବ ଗୌଡ଼ ପରିବାର ଙ୍କୁ ହୋଇ ଗଲା କାଳ, ୨୮ ଛେଳି ସହ ଏକ ବାଛୁରୀ ର ଗଲା ଜୀବନ।

 କଲ୍ୟାଣପୁର/ପ୍ରଦୀପ ଦଲାଇ -କାଳ ବୈଶାଖୀ ଦାଉ ସାଧିଛି ଗରିବ ଗୌଡ଼ ପରିବାର ଉପରେ କେତେ ଆଶା କେତେ ଭରସା ନେଇ ଛେଳି ପାଳନ କରି ନିଜ ଘରର ଗୁଜୁରାଣ ମେଣ୍ଟାଉ ଥିବା ସହ କିଛି ଦିନ ପରେ ଝିଅକୁ ଶାଶୁ ଘରକୁ ପଠାଇବା ପାଇଁ ଆସା ରଖିଥିଲେ।କିନ୍ତୁ କାଳ ବୈଶାଖୀ ର ତାଣ୍ଡବ କରିଦେଲା କାଳ, ଏହି ଭଳି ଏକ…

ଘର ଛପର କରିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଯୁବକ ମୃତ, ତିନି ଶିଶୁ ଅସହାୟ

ଉମରକୋଟ / ଜିତେନ୍ଦ୍ର ମହାନ୍ତି : ଉମରକୋଟ ବ୍ଲକ ବଡ଼ କୁମାରୀ ପଞ୍ଚାୟତ ର କଇଲାରି ଗୁଡା ରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଚାଳ ଛପର ଘରେ ପାଣି ଗଳୁଥିବାରୁ ସଜାଡିବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ଯୁବକ ର ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ବଡ଼ କୁମାରୀ ପଞ୍ଚାୟତର କୋଇଲାରିଗୁଡା ର ‌କୁଶ…

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର : ଅନ୍ୟ ଦୁଇ ସାମାନ୍ୟ ଆହତ ।

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମଙ୍କଡ଼ଝୋଲା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣା ରେ ଉକ୍ତ ଗ୍ରାମର ଗୋଟିଏ ପରିବାରର ୪ ଜଣ ସଦସ୍ୟ ବଜ୍ରପାତ ର ଶିକାର ହେଇଥିବାବେଳେ ଘଟଣା ସ୍ଥଳରେ ଆମରି ମାଝିଙ୍କର ପୁତ୍ର ଆକାଶ…

ମାଳଦା ଛକରୁ ୪କେଜି ଗଞ୍ଜାଇ ଜବତ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଅସ୍ତରଙ୍ଗ କଲେଜ ନିକଟରେ ଥିବା ମାଳଦା ଛକ ଠାରେ ଜଣେ ବ୍ୟକ୍ତି ତାର ଦୋକାନରେ ରଖି ଦୀର୍ଘ ଦିନ ଧରି ଚୋରାରେ ଗଞ୍ଜାଇ ବିକ୍ରି କରୁଥିବାର ଅଭିଯୋଗ ହୋଇ ଆସୁଥିଲା । ହେଲେ,କୌଣସି ସୂତ୍ରରୁ ଖବର ପାଇ ନିମାପଡା ଅବକାରୀ ବିଭାଗର ଏ ଏସ ଆଇ…

ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ…

ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ରହି ବିଧାନସଭା ବଜେଟ୍ ଅଧିବେଶନରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହେଲେ ଚିନ୍ତାଜନକ ବିଧାନସଭାର ପରମ୍ପରା ଓ ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା ଗଣତନ୍ତ୍ରକୁ ସମ୍ମାନ ଦେଇ…

ଘୁ.ଉଦୟଗିରି ପୁଲିସ ଦ୍ୱାରା ଦୁଇଟି ମୃତ ଦେହ ଜବତ, ମୃତ୍ୟର କାରଣ ଅସ୍ପଷ୍ଟ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ-୪ ଶ୍ରୀରାମପଦା ଠାରେ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଜବତ କରିଛି I ମୃତ ଯୁବକ ଜଣକ ଟିକାବାଲି ଥାନା ଅଧିନସ୍ଥ ପାଣିଙ୍ଗିଆ ଗ୍ରାମ କଲୋନୀ ସାହିର ନରେଶ ଦିଗାଳ…

ଦୁର୍ଘଟଣା: ଜଣେ ଯୁବକ ମୃତ ,ଆଉ ଜଣେ ଗୁରୁତର ଭାବେ ଆହତ ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) :ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ନାହାଳପୁର ତାରିଣୀଗଡା ନିକଟରେ । ଗତକାଲି ବିଳମ୍ୱିତ ରାତ୍ର ସମୟରେ ଦୁଇ ଯୁବକ କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ କୌଣସି କାରଣ ରୁ ଭାରସାମ୍ୟ ହରାଇ ବାଇକ ସହ ଯୁବକ…

ଘର ଆଗରେ ଥିବା ବାଇକ ପୋଡି ଦେଲେ ଦୁର୍ବୃତ୍ତ

ଭଞ୍ଜନଗର/ନିଲୁ ବିଷୋୟୀ : ଘର ଆଗରେ ଏକ ବାଇକ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ ।ଗାଙ୍ଗପୁର ଥାନା ଅଧୀନ ନେଟେଙ୍ଗା ଗ୍ରାମରେ ଘଟିଛି ଏହି ଘଟଣା । ନେଟେଙ୍ଗା ଗ୍ରାମର ବୁଲୁ ଲେଙ୍କା ସବୁ ଦିନ ପରି ଘର ପିଣ୍ଡାରେ ତାଙ୍କର ବାଇକ ଟି ରଖିଥିଲେ। ହେଲେ ବିଳମ୍ବିତ ରାତ୍ରରେ କେହି…