Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
“ବିଧାୟକ ସେକ୍ସ ରାକେଟ ସହ ଚଳାଉଛନ୍ତି ବ୍ରୋଥେଲ”
ଜଗତସିଂହପୁର /ସୁମନ୍ତ କୁମାର ଦାସ:ଗତ ମାସରେ ତିର୍ତୋଲ ବିଧାୟକ ଙ୍କ ଗାର୍ଲଫ୍ରେଣ୍ଡ ତଥା ଭାବି ପତ୍ନୀ ସୋମାଲିକା ଦାଶ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ନିର୍ବାଚନ ଖର୍ଚ୍ଚ ଟଙ୍କା ଉଠାଇବା ପାଇଁ ବିଧାୟକ ସେକ୍ସ ରାକେଟ ଚଳାଉ ଥିଲେ l ବିଜୟ ଶଙ୍କର ଜଗତସିଂହପୁର ର ରେଜିଷ୍ଟ୍ରାର ଅଫ୍ ବିବାହ…
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା; ଚାଳକ ମୃତ
ଭଞ୍ଜନଗର : ଭଞ୍ଜନଗର - ସୋରଡା ରାସ୍ତାର ଦୁବୁଲୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଗୁରୁବାର ସନ୍ଧ୍ୟାରେ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଭଞ୍ଜନଗର ଥାନା ଖମାରେଡି ଗ୍ରାମର ବୁଲୁ ଜେନା (୩୫) । ବୁଲୁ ବାଇକ ଯୋଗେ ଶଶୁର ଘର ବଡ଼ବୋରସିଂ…
ଶଙ୍କରଡା ପଞ୍ଚାୟତ ଗୋବିରି ଘାଟିରେ ଝାଡା ବାନ୍ତି
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡ଼ା ପଂଚାୟତର ଗୋବିରୀ ଘାଟିରେ ଗୋଟିଏ ପରିବାରର ମା ଓ ପୁଅ ଝାଡ଼ାବାନ୍ତି ରେ ପୀଡ଼ିତା ହୋଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନା…
ବଡ଼ବାହାଲୀ ଛକ ସଡ଼କ ଦୁର୍ଘଟଣାରେ ୩ ମୃତ, ୩ ଆହତ
ଗଭୀର ଶୋକ ପ୍ରକାଶ ସହ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ବଡ଼ବାହାଲୀ…
ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀ ଙ୍କୁ ନିର୍ଯାତନା
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀ ଙ୍କୁ ରାଗିଂ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ସହ ଗ୍ରହଣ କରିଛି। ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ଅନୁସାରେ ଡେପୁଟି କଲେକ୍ଟର କୈବଲ୍ୟ କିଶୋର କର, ବନମାଳୀ…
ମୃତ ହାତୀ ଦେହରେ ୨ରୁ ଅଧିକ ଗୁଳି ବାଜିଥିବା ସୂଚନା
ଭଞ୍ଜନଗର,. ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଦର୍ପଙ୍ଗିଆ ଜଙ୍ଗଲ ମଧ୍ୟରେ ଶିକାରୀ ଗୁଳିରେ ମୃତ୍ୟୁବରଣ କରିଥିବା ହାତୀର ଶୁକ୍ରବାର ବ୍ୟବଚ୍ଛେଦ କରାଯାଇଛି।ଏହି ସମୟରେ ହାତୀ ଦେହରେ ୨ରୁ ଅଧିକ ଗୁଳି ବାଜିଥିବା କାରଣରୁ ତାର ମୃତ୍ୟୁ ଘଟିଥିବା ଜଣାପଡିଛି।ମୃତ ଅଣ୍ଡିରା ହାତୀଟିର…
ପଂଚାୟତ ଭୋଟ ରାଗ କମିନି : ଏବେ ବି ବାକି ଅଛି ନିର୍ବାଚନୀ ହିଂସା
ଭଦ୍ରକ (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି) ଜିଲ୍ଲା ତିହିଡି ବ୍ଲକ ସ୍ଥିତ ତଳଗୋପବିନ୍ଧା ପଂଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଚଳିତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବେ ଲଢ଼ୁଥିବା ପ୍ରାର୍ଥୀନୀଙ୍କୁ ଭୋଟ ନ ଦେବାରୁ ତାଙ୍କ ସ୍ୱାମୀ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଏକ ଲାଠି…
“ଯୌତୁକ ପାଇଁ ନିର୍ଯାତନା ଦେଇ ଦେଇ ଶେଷରେ ଜାଳି ଦେଲେ”
କିରୋସିନି ଢାଳି ପୋଡି ମାରି ଦେଇଥିବା ବାପଘର ଲୋକେ ଥାନାରେ କଲେ ଅଭିଯୋଗ ।
ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ- ଆଜିର ଏହି ଆଧୁନିକ ସମାଜରେ ମାନବ ସମାଜ ନିଜର ସ୍ୱାର୍ଥ ହାସଲ ପାଇଁ ନିଜ ପରିବାର କୁ ମଧ୍ୟ ମାରିବାକୁ ପଛାଉନାହିଁ । ଯାହାର ଏକ ନଗ୍ନ ନମୁନା ଘଟିଯାଇଛି ବୈବାହିକ ସମ୍ପର୍କ ମଧ୍ୟରେ…
ସାଙ୍ଗର ଜନମ ଦିନରେ ଡାକିନେଲା ମରଣ
ଭଦ୍ରକ: (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି)ସାଙ୍ଗ ର ଜନ୍ମ ଦିନ ପାଳନ ବେଳେ ଚାଲିଗଲା ଜୀବନ | ମୃତକ ଜଣକ ହେଲେ କଟକ ଅଞ୍ଚଳ ର ସୋମ୍ୟ ରଞ୍ଜନ ସେନାପତି | ସେ କାଉପୁରସ୍ଥିତ ସୀତାକୁଣ୍ଡ କୁ ସାଙ୍ଗ ମାନଙ୍କ ସହ ଜନ୍ମ ଦିନ ପାଳନ ପାଈଁ ଗାଧୋଇବାକୁ ଯାଇ ଥିଲେ | ଶେଷ ରେ ସେ ସେଠାରେ ଗାଧୋଇବା…
ବରଗଡ଼ ଜିଲ୍ଲା ରେ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଜାଲ ନୋଟ୍ ଜବତ , ୨ ଗିରଫ
ଅଭ୍ୟାସ ଗତ ଅପରାଧୀ ବଳରାମ ର କଲା କାରନାମା
ବରଗଡ :- ଆଜି ସ୍ୱତନ୍ତ୍ର ପୋଲିସ ସ୍କୋର୍ଡ ଓ ବରପାଲି ପୋଲିସ ବରପାଲି ରେ ୧୪ ଲକ୍ଷ ରୁ ଉର୍ଦ୍ଧ୍ବ ଜାଲ ନୋଟ ଜବତ କରିବା ସହ ବରପାଲି ମହତ୍ତମ୍ ପଡ଼ା ର ପଣ୍ଡାଲୁ ମେହେର ଙ୍କ ପୁଅ ବଳରାମ ମେହେର (୪୫), ଓ ବୁର୍ଲା ଥାନା କଣ୍ଟାପାଲି ସିକିର୍ଡି ଗ୍ରାମ…