Browsing Category

ଅଘଟଣ

ହତ୍ୟା ମାମଲାରେ ଅଭିଯୁକ୍ତକୁ ଜେଲ ଓ ଜୋରିମାନା 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ସେସନ ଜଜ୍ ପ୍ରମୋଦ କୁମାର ଜେନା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ୭୦ ବର୍ଷର ବୃଦ୍ଧକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୦୪(୧୧) ଅନୁସାରେ ୫ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ…

ମରଣ ଡାକିଲେ କିଏ ବା ରଖେ !!!!

 ଶବ ଦାୟ କରିବାକୁ ଯାଇ ଶବ ହୋଇ ଫେରିଲେ – ବାରିପଦା/Dillip Mohanty - ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଛଚିନା ଗ୍ରାମର ଦୁର୍ଗା ମାର୍ଣ୍ଡି ନାମକ ଏକ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ  ଆତ୍ମୀୟସ୍ୱଜନ ଓ ସାଇପଡ଼ିଶାର କିଛି ଲୋକ ଦୁର୍ଗା ମାର୍ଣ୍ଡିଙ୍କ …

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ବଡବିଲ(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ବଳିତା ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳିତା ତଳସାହିର ସାବିତ୍ରୀ ନାଏକ(୪୫)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ବଳିତା ଗ୍ରାମରେ ସୋନୁ ମୁଣ୍ଡା ନାମକ ବ୍ୟକ୍ତିଙ୍କ ଗୃହ ନିର୍ମାଣ କାର୍ଯ୍ୟ…

ଜାଲ ସାର୍ଟିଫିକେଟ ଦାଖଲ କରି ସରପଞ୍ଚ ହେବା ମହଙ୍ଗା ପଡ଼ିଲା

ବାରିପଦାରୁ ଦିଲ୍ଲୀପ ମହାନ୍ତି- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଏକ ସନ୍ତାନମାନଙ୍କ ଜାଲ ଜନ୍ମ ସାର୍ଟିଫିକେଟ ଦାଖଲ କରି ଖାସିବେଢ଼ା ପଞ୍ଚାୟତରେ ସରପଞ୍ଚ ହେବା ସହିତ ପୂର୍ବତନ ସରପଞ୍ଚ ସୁଦାମ ହେମ୍ବ୍ରମଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ତାଙ୍କ…

ଜନସେବା କେନ୍ଦ୍ର ମାଲିକଙ୍କ ଆତ୍ମହତ୍ୟା

  ବାରିପଦା(Dillip Mohanty )- ବାରିପଦା ସହରର ତକତପୁରସ୍ଥିତ ଏକ ଜନସେବା କେନ୍ଦ୍ର ସହିତ କୋଚିଂ ସେଣ୍ଟରର ମାଲିକ ତଥା ଉକ୍ତ ଅଞ୍ଚଳରେ ଘରଭଡ଼ା ନେଇ ପରିବାର ସହିତ ବସବାସ କରିଆସୁଥିବା ୪୦ ବର୍ଷର ଯୁବକ ସନ୍ତୋଷ କୁମାର ପାଢ଼ୀ ମାର୍ଚ୍ଚ ୨୫ ରବିବାର ସକାଳ ସମୟରେ ଜନସେବା କେନ୍ଦ୍ରରେ ବେକରେ…

କେତେ ହେଲେ ଚେତିବେ !!!!

ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡ଼ିଓ ଭାଇଲର କୁ ନେଇ ଚର୍ଚ୍ଚାକୁ ଆସିଲା କେନ୍ଦ୍ରାପଡା ଜିଲ୍ଲା । ଛାତ୍ରୀଙ୍କ  ଅଶ୍ଳିଳ ଭିଡ଼ିଓ ଭାଇରାଲ୍ ଘଟଣାରେ ଥାନାରେ ମାମଲା,୨ ଯୁବକ ଗିରଫ କେନ୍ଦ୍ରାପଡା/ ପ୍ରଫୁଲ୍ଲ ମଲ୍ଲ  :  କେତେ ଅଘଟଣ ଘଟିଲେ ଚେତିବେ ଏ ଝିଅ ମାନେ !!!!  ଭଲ ପାଇବା ଖରାପ ନୁହେଁ…

କଲେଜରେ ଆଦୌ ରାଗିଂ ହୋଇନି କି ଶ୍ରେୟାଂଶୁକ କେହି ମାରଧର ବି କରିନାହାନ୍ତି       

ଶ୍ରୀ ଚୈତନ୍ୟ ଅନୁଷ୍ଠାନର ସ୍ପଷ୍ଟୀକରଣ  ଭୁବନେଶ୍ୱର : କଲେଜରେ ଆଦୌ ରାଗିଂ ହୋଇନି କି ଶ୍ରେୟାଂଶୁକ କେହି ମାରଧର ବି କରିନାହାନ୍ତି ବୋଲି ବିବାଦୀୟ ତଥା ଅଦ୍ୟାବଧି ଅସମାହିତ ଶ୍ରେୟାଂଶୁ କେଶରୱାନୀ ମୃତୁ୍ର୍ୟ ଘଟଣାରେ ଅନୁଷ୍ଠାନ  ତରଫରୁ ସ୍ପଷ୍ଟିକରଣ ରଖି କହିଛନ୍ତି ଶ୍ରେୟାଂଶୁ ପଢୁଥିବା…

ନିଖୋଜ ହୋଇଥିବା ଏମ୍ସର କଶ୍ମୀରୀ ଛାତ୍ର ମାମଲା,  ତଦନ୍ତ ନାମରେ ଭୁଆଁ ବୁଲାଉଛି କମିଶନରେଟ ପୋଲିସ

   ପୋଲିସ ଏମ୍ସ କର୍ତୃପକ୍ଷ ଓ ନିଖୋଜ ଛାତ୍ରଙ୍କ ପିତା ଓ ସମ୍ପର୍କୀୟଙ୍କ ସହିତ ସହପାଠୀ ମାନଙ୍କ ସହ କଲା  ଆଲୋଚନା ବିଜେପି ଯୁବ ମୋର୍ଚାର ପ୍ରତିନିଧି ଦଳ ଭୁବନେଶ୍ୱର,  : ନିଖୋଜ ହୋଇଥିବା  ଏମ୍ସର କଶ୍ମୀରୀ ଛାତ୍ର ସୋହେଲ ଆଇଜାଜକୁ ଖୋଜିବା ମାମଲାରେ କମିଶନରେଟ ପୋଲିସ ଭୁଆଁ ବୁଲାଉଛି…

ପାର୍ସଲ ବୋମା ପଛରେ ପ୍ରେମପ୍ରସଙ୍ଗ ଖୋଳତାଡ କରୁଛି ପୋଲିସ

ସୌମ୍ୟଙ୍କ ବାପା କହିଲେ "ଧମକ ଆସିଥିଲା ପୁଅକୁ' ବଲାଙ୍ଗୀରରୁ ଜିଲ୍ଲା ପ୍ରତିନିଧି ନିରୋଜ ମିଶ୍ର  : ପାଟଣାଗଡ ପାର୍ସଲ ବୋମାକୁ ନେଇ ଏବେ ପରିସ୍ଥିତି ସୃଷ୍ଟି ହୋଇଛି । କେତେବେଳେ ପ୍ରେମ ତ କେତେବେଳେ ଆଉ କିଛି । କାରଣ ଯଦିଓ ଏ ଯାଏ ଅସ୍ପଷ୍ଟ ତଥାପି ପ୍ରେମଦିଗକୁ ନେଇ ଓ ବାରମ୍ବାର ଫେସବୁକ୍…

୫ ହଜାର ଟଙ୍କା ଲାଞ୍ଚ :ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଗଲେ ଲାଞ୍ଚୁଆ ବାରିପଦା ଟାଉନ ଥାନା ଏସଆଇ

ବାରିପଦାରୁ ଦିଲ୍ଲୀପ ମହାନ୍ତି :  ଅଭିଯୁକ୍ତ ବିଶ୍ୱଜିତ୍ ଶିଖର ବିରୁଦ୍ଧରେ ବାରିପଦା ଟାଉନ ଥାନା ପକ୍ଷରୁ ଲାଗୁ କରାଯାଇଥିବା ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୭କୁ ବାଦ ଦେବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ସେଲ ଟିମ ଦ୍ୱାରା ଟ୍ରାପରେ ଧରାପଡ଼ି ଜେଲ…