ବସରୁ କଏଦୀ ଚମ୍ପଟ

0 1

 

Baripada / Dillip Mohanty : ବୈଶିଙ୍ଗା ଥାନାରେ ଫୌଜଦାରୀ ମାମଲା କେଶ ନମ୍ବର 113/2018ରେ ଅଭିଯୁକ୍ତ ଆସାମୀ ସନ୍ତୋଷ ସାହୁଙ୍କୁ ଗିରଫ କରାଯାଇ ଆଜି ବେତନଟୀ ଏସ ଡ଼ି ଜେଏମ୍ କୋର୍ଟରେ ହାଜର କରାଯିବାପରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା । ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ଏକ ଯାତ୍ରୀବାହୀ ବାସ ଯୋଗେ ବିନା ହାତକଡ଼ି ରେ ପୁଲିସର ହେପାଯତରେ ନିଆଯାଉଥିବାବେଳେ ବାରିପଦା ଏମପିସି କନିଷ୍ଠ ମହାବିଦ୍ୟାଳୟ ସମ୍ମୁଖ ଷ୍ଟପେଜରେ ବସଟି ଛିବୈଶିଙ୍ଗା ଥାନାରେ ଫୌଜଦାରୀ ମାମଲା କେଶ ନମ୍ବର 113/2018ରେ ଅଭିଯୁକ୍ତ ଆସାମୀ ସନ୍ତୋଷ ସାହୁଙ୍କୁ ଗିରଫ କରାଯାଇ ଆଜି ବେତନଟୀ ଏସ ଡ଼ି ଜେଏମ୍ କୋର୍ଟରେ ହାଜର କରାଯିବାପରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା । ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ଏକ ଯାତ୍ରୀବାହୀ ବାସ ଯୋଗେ ବିନା ହାତକଡ଼ି ରେ ପୁଲିସର ହେପାଯତରେ ନିଆଯାଉଥିବାବେଳେ ବାରିପଦା ଏମପିସି କନିଷ୍ଠ ମହାବିଦ୍ୟାଳୟ ସମ୍ମୁଖ ଷ୍ଟପେଜରେ ବସଟି ଛିଡା ହେବା ସମୟରେ ସୁଯୋଗ ଦେଖି ବସର ଝରକା ଡେଇଁ ଫେରାର ହୋଇଯାଇଥିଲା । ଏବିଷୟରେ ବୈଶିଙ୍ଗା ଆଇ ଆଇ ସି ରେଣୁବାଲା ସାହୁ ଆସାମୀ କେଉଁ ପ୍ରକାରର ଫେରାର ହୋଇଗଲା ତା ଉପରେ ତଦନ୍ତ ହେଉଛି  । ରିପୋର୍ଟ ମିଳିବାପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର କୁହନ୍ତି, ଆସାମୀ ଫେରାର ଘଟଣାରେ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିଥିବା କର୍ମଚାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.