ପହିଲି ରଜରେ ଅଘଟଣ, ପୋଲ ତଳକୁ ଖସି ଗଲା ୩ ଜୀବନ 

0

ବାରିପଦା(ଦିଲ୍ଲୀପ ମହାନ୍ତି  )- ପହିଲି ରଜରେ ଅଘଟଣ ଘଟି ସମ୍ପର୍କୀୟ ଭାଇ ସହିତ ଦୁଇ ଭଉଣୀର ଜୀବନ ଗଲା ।୧୪ ତାରିଖ  ଅପରାହ୍ନ  ୫ଟା ସମୟରେ  ସମ୍ପର୍କୀୟ ଭାଇ ସୋମନାଥ ସିଂ ଭଉଣୀ ପୂଜା ସିଂ ଓ ବରତା ସିଂଙ୍କୁ ବାଇକରେ ବସାଇ ଖିରପଦାରୁ ନିଜ ଗ୍ରାମ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରାକୁ ଫେରୁ ଥିବା ସମୟରେ ବଡ଼ସାହି ଥାନା ଅନ୍ତର୍ଗତ ଆରପଟା ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ବାଇକ ସହିତ ତିନିଜଣ ଖସିପଡ଼ି ଥିଲେ । ଏଥିରେ ଭାଇ ସୋମନାଥ ସହିତ ପୂଜା ଓ ବରତାଙ୍କର ମୃତ୍ୟୁ  ହୋଇଥିଲା । 

 

 

Leave A Reply

Your email address will not be published.