ପଦ୍ମପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ।

0 1

19-06-18-n.jpg - 75.56 kB

ପଦ୍ମପୁର/Nila Deep -ପଦ୍ମପୁର ଉପଖଣ୍ଡ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ  ସରୋଜ ରଥଙ୍କ  ଆୟବର୍ହିଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ବରଗଡ଼ ଭିଜିଲାନ୍ସ ଡିଏସପି ବିରେନ୍ଦ୍ର କୁମାର ନାୟକଙ୍କ ନେତୄତ୍ବରେ ଆଜି ସକାଳ ୫ଟା୩୦ ମିନିଟ ସମୟରେ ଏକା ଥରରେ ଶ୍ରୀ ରଥଙ୍କ ନିଜ ଘର,ଅଫିସ, ଶ୍ବଶୁର ଘର,ଭଉଣୀଘର ଉପରେ ଭିଜିଲାନ୍ସ ଚଢ଼ଉ କରିଥିଲେ ।ମିଳିତ ସୂଚନା ଅନୁଯାୟୀ ଚଢ଼ଉ ଦ୍ବାରା ଶ୍ରୀ ରଥଙ୍କ ପଦ୍ମପୁର ସହରରେ ଚାରିଗୋଟି କୋଠା,ପାଞ୍ଚ ଗୋଟି ଦୁଇ ଚକିଆ ଯାନ,ଦୁଇଟି ଚାରି ଚକିଆ ଯାନ,ଗୋଟିଏ ଟ୍ରାକ୍ଟର ଥିବା ସହ ଟଙ୍କା ଓ ସୁନାଗହଣାର ହିସାବ ଚାଲିଥିବାର ଭିଜିଲାନ୍ସ ଟିମ ପକ୍ଷରୁ ଜଣାପଡିଛି ।

Leave A Reply

Your email address will not be published.