Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
୩ ଭାଲୁଙ୍କ ଆକ୍ରମଣରେ ଜଣେ ଗୁରୁତର ଆହତ
ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ପଂଚାୟତର ସାକୁସିଙ୍ଗା ଗ୍ରାମରେ ଶନିବାର ବଡି ସକାଳୁ ଶୌଚ ପାଇଁ ଯାଇଥିବା ଜଣେ ବ୍ୟକ୍ତି ଭାଲୁ ହାବୁଡରେ ପଡି ସେମାନଙ୍କର ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରି ପୁରୁଣାକଟକ…
ସତରେ କଣ ଏ ଡାକ୍ତର ଅମଣିଷ, ଚିକିତ୍ସା ଅବହେଳାରୁ ପ୍ରସୂତୀର ମୃତ୍ୟୁ ଅଭିଯୋଗ
କ୍ଷତିପୂରଣ ଓ ଡ଼ାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାସ୍ତା ଅବରୋଧ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସ୍ୱେସ୍ଥ୍ୟ ସେବା ବ୍ୟବସ୍ଥା ଭୂଷୁଡ଼ି ପଡ଼ିଛି । ଜିଲ୍ଲାର ସଦର ମହକୁମାସ୍ଥିତ ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ସହିତ…
ସୁନ୍ଦରଗଡ଼ ପୋଲିସକୁ ମିଳିଛି ବଡ ସଫଳତା, ଧରା ହେଲେ ୧୩ ଡକାୟତ
ସୁନ୍ଦରଗଡ଼ରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେହୁରୀଆ : ସୁନ୍ଦରଗଡ଼ ପୋଲିସକୁ ମିଳିଛି ମସ୍ତବଡ ସଫଳତା | ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତଥା ପଡୋଶୀ ଜିଲ୍ଲାରେ ଡକାୟତି କରୁଥିବା ଅଭିଯୋଗରେ ଶନିବାର ସୁନ୍ଦରଗଡ଼ ପୁଲିସ୍ ଏକ ୧୩ ଜଣିଅା କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ପୁଲିସ୍…
ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଓ ରରୁଆଁ ଥାନା ଅନ୍ତର୍ଗତ ଜାମୁତି ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଉକ୍ତ ଗ୍ରାମର ଶର୍ମିଷ୍ଠା ମହାନ୍ତ(୪୦) ନାମକ ଏକ ମହିଳାର ମୃତୁ୍ୟ ହୋଇଛି । ଅଗଷ୍ଟ ୨୨ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଶର୍ମିଷ୍ଠା ପଡେ଼ାଶୀ ଘରୁ…
ସର୍ପାଘାତରେ ଯୁବ ବିଜେଡି ନେତାଙ୍କ ଦେହାନ୍ତ :ଶୋକଵ୍ୟକ୍ତ ସହ ସମବେଦନା ଜଣାଇଲେ ବିଜେଡି ଯୁବ ସଭାପତି
ଭୁବନେଶ୍ୱର : ଗୁରୁବାର ପୂର୍ବାହ୍ନରେ ଭଦ୍ରକଜିଲ୍ଲାରବିଜୁ ଯୁବଜନତା ଦଳର ଉପସଭାପତି ଜୟଦେବ ସାହୁଙ୍କୁ ଏକ ବିଶାକ୍ତ ସର୍ପ ଦଂଶନ କରିବାରୁ ସେ ମୃତୁ୍ୟବରଣ କରିଛନ୍ତି । ତାଙ୍କରଏହି ଅକାଳ ବିୟୋଗରେ ବିଜୁଜନତା ଦଳର ଏକ ଅପୂରଣୀୟ କ୍ଷତି ଘଟିଛି ।ସେ ଜଣେ ଦୃଢ ଯୁବ ସଂଗଠକ ଭାବେ ଧାମନଗର ତଥା…
ବିଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର :ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କେଉଟିପାଲି ଗ୍ରାମର ଏକ ଧାନ ବିଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଖବର ନେବାରୁ ଜଣାଯାଏ ଯେ ମନମୁଣ୍ଡା ଥାନା ଅନ୍ତର୍ଗତ ଗୋଚ୍ଛାପଡା ଗ୍ରାମର ମିନକେତନ ପଟେଲ ଗତକାଲି ରାତିରେ ଘରୁ ବାହାରି ନିଜ…
ତେଲ ନଦୀରୁ ବୃଦ୍ଧା ଉଦ୍ଧାର
ବୌଦ୍ଧ(ସିମୁନ୍ ନାଏକ) ; ତେଲ ନଦୀ ପୋଲ ତଳରୁ ଖସି ଜଳସ୍ରୋତରେ ଭାସିଯାଉଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ଜୈନିକା ବୃଦ୍ଧା ଜଣକ ବୁଧୁବାର ସନ୍ଧ୍ୟାରେ ମନମୁଣ୍ଡା ରୁୁ ସୋନପୁର ଯାଉଥିବା ବେଳେ କୌଣସି କାରଣରୁ ତେଲନଦୀ ପୋଲରୁ ତଳକୁ ଖସିପଡିଥିଲେ ।…
ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ର ମୃତ୍ୟୁ
ପାଇକମାଲ/ଗୌରାଙ୍ଗ ଦାଶ :- ଏକ ଅଭାବନୀୟ ଘଟଣା କ୍ରମରେ ବୁଧବାର ପାଇକମାଲ ବ୍ଲକ ର କେଛୋଦାଦାର ଗ୍ରାମର ଦିବାକର ଲୁହାର ଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହେଇ ଯାଇଥିଲା। ଆଜି ଦୀପହର ପ୍ରାୟ 2ଘଣ୍ଟା ସମୟରେ ହୀରାପୁର ନିକଟସ୍ଥ ଏକ ବିଲରେ କାମ କରୁଥିବା ସମୟରେ ଗୋଟେ ଟ୍ରାକ୍ଟର ଫସି…
ଗଂଜେଇ ଓ କଫ୍ ସିରପ୍ ଜବତ : ୧ ଗିରଫ
ପଦ୍ମପୁର/ନୀଳ ଦୀପ - ମଙ୍ଗଲବାର ଦିନ ସକାଳ ପ୍ରାୟ ୭ଟା ସମୟରେ ପଦ୍ମପୁର ପୋଲିସ ଛତିଶଗଡରୁ ·ଲାଣ ହେଉଥିବା ସମୟରେ ଗଂଜେଇ ଓ କଫ ସିରପ୍ ସହ ଜଣେ ଅପରାଧିକୁ ଗିରଫ କରିଛି । ଛତିଶଗଡ ସରାଇପାଲିରୁ ଏକ ବୋଲେରୋ ଯୋଗେ ନିଶା ସାମଗ୍ରୀ ·ଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପଦ୍ମପୁର ପୋଲିସ…
ବସ୍ ଓଲଟି 5 ଗୁରୁତର , 6 ଆହତ
ବୌଦ୍ଧ(ସିମୁନ୍ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ ସଙ୍କୁରି ଆରଡ଼ି ରୋଡ଼ ରେ ଏକ ବସ ଓଲଟି ପଡ଼ିଥିବା ଜଣାପଡ଼ିଛି l ପ୍ରାପ୍ତସୂଚନାନୁଯାୟୀ ବୌଦ୍ଧ ରୁ ଯାବର ଅଭିମୁଖେ ଯାଉଥିବା ଓଁକାର ନାମକ ଯାତ୍ରୀବାହୀ ବସ କୁଶଙ୍ଗ ପଞ୍ଚାୟତ ସଙ୍କୁରି ନିକଟରେ ଭାରସାମ୍ୟ…