Browsing Category

ଅଘଟଣ

ପିଲାମାନଙ୍କୁ ମୋବାଇଲ ଦେଉଛନ୍ତି କି ? ଘାତକ ହୋଇପାରେ …|  

ମୋବାଇଲ ଫାଟି ଶିଶୁ ଗୁରୁତର ବରଗଡ଼/ଗୌରାଙ୍ଗ ଚରଣ ଦାଶ :- ବରଗଡ଼ ଜିଲ୍ଲା ପଇକମାଲ ବ୍ଲକ ଅନ୍ତର୍ଗତ ଛୀଂଦେଇକେଲା ପଞ୍ଚାୟତର ପତ୍ରାଗୁଡା ଗ୍ରାମର ଭୀମସେନ ବହିଦାର ଙ୍କର 11 ବର୍ଷୀୟ ପୁତ୍ର ଶୁଭମ ବାପାଙ୍କର ମୋବାଇଲ ଖେଳୁ ଥିବା ସମୟରେ ମୋବାଇଲଟି ଫାଟି ଯିବାରୁ ଶୁଭମ  ଗୁରୁତର ଭାବରେ ଆହତ…

ବଜ୍ରାଘାତରେ ସିଆରପିଏଫ ଜବାନଙ୍କ ସମେତ ଦୁଇ ମୃତ, ୪ ଗୁରୁତର

ଟିଟିଲାଗଡ଼/ସୁନୀଲ ବେହେରା - ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଥନପଲା ଗ୍ରାମକୁ ଭୋଜି ଖାଇବାକୁ ଆସିଥିବା ଦୁଇ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ  ଘଟିଥିବା ଜଣାଯାଇଛି । ମୃତକ କଲାହାଣ୍ଡି ଜିଲା ରାମପୁରର ସିଆରପିଏଫ ଜବାନ ମନ ମହାକୁଡ (୪୩) ଏବଂ ନିମାଇଁ ସାହୁ (୩୫) ବୋଲି ଜଣାଯାଇଛି । ପ୍ରାୟ ୧୦ ଜଣ…

ଚିକିତ୍ସା ଅବହେଲା ନେଇ ଡାକ୍ରରଖାନାରେ ପ୍ରସୂତୀଙ୍କ ମୃତ୍ୟୁ  ଅଭିଯୋଗ

ଟିଟିଲାଗଡ଼/ସୁନୀଲ ବେହେରା :  ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାନ ସରକାରି ଡାକ୍ରରଖାନାରେ ଜଣେ ପ୍ରସୁତି ମହିଳାଙ୍କ ଚିକିତ୍ସାଭାବରୁ ମୃତୁ୍ୟ ଘଟିଥିବା ଭଲି ଅଭାବନୀୟ ଘଟଣା ଆଲୋଡନ ସୃଷ୍ଟି କରିଛି । ସୁଚନା ଯେ  ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୌଡତୁଲା ଗ୍ରାମର ପ୍ରସୁତି ମହିଳା ଦୁତିକା…

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ 

ଗାଇସିଲେଟ/ଶାସକ ପ୍ରଶାସକ--ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତର ଖୁଣ୍ଟପାଲି ଗ୍ରାମରେ ବଜ୍ରପାତରେ ଜ୍ଞାନବତୀ ଭଏନା (ପିଙ୍କି-୨୨)ଙ୍କ ମୃତ୍ୟୁ ଘଟିଛି। ଜ୍ଞାନବତୀ ଅନ୍ୟ ଏକ ମହିଳା ଙ୍କ ସହ ବିଲରୁ ଘାସ ଓପାଡୁଥିବା ସମୟରେ ପ୍ରାୟ   ୪-୪.୩୦ ସମୟରେ ବଜ୍ରପାତ ହୋଇଥିଲା। ଦିଜଣ…

ସାପକାମୁଡ଼ାରେ ବାଳିକା ମୃତ

ଯାଜପୁରରୁ ଜୟଶଙ୍କର ଦାଶ : କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତର ବେଗନା ଗ୍ରାମର ସୁନାକର ଜେନାଙ୍କ ଝିଅ ମାନସୀ ଜେନା(୧୦) ରାତିରେ ଘରେ ଶୋଇଥିବାବେଳେ ଏକ ରଣା ସାପ ମସୁରୀ ଭିତରେ ପଶି ମାନସୀକୁ କାମୁଡ଼ି ଦେଇଥିଲା । ସକାଳୁ ପରିବାର ଲୋକେ ଦେଖି ମାନସୀକୁ କୋରେଇ ମେଡିକାଲକୁ ନେଇ…

ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ :ସଂଘବଦ୍ଧ ହତ୍ୟା ଆଶଙ୍କା

ସନ୍ଦେହରେ ପୋଲିସ କିଛି ଯୁବକଙ୍କୁ ଅଟକ ରଖି ପୋଲିସ କରୁଛି ପଚରାଉଚରା ବରଗଡ/Gouranga charana Dash  :-  ବରଗଡ ଜିଲ୍ଲା ପାଇକମାଳ ବ୍ଲକ ମଲଦା ଗ୍ରାମର ଅଭିମନ୍ୟୁ ଛତର ନାମକ ଜଣେ ଯୁବକ ସକାଳୁ ନିଜ ବିଲକୁ ଘାସ କାଟିବା ପାଇଁ ଯାଇଥିଲା । ବହୁ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ…

ବଡ଼ବିଲରେ ପୋଲିସକୁ ମସ୍ତବଡ଼ ସଫଳତା, ଗ୍ୟାଙ୍ଗୱାର ସମୟରେ ୯ କୁଖ୍ୟାତ  ଗିରଫ 

ବଡ଼ବିଲ :କେନ୍ଦୁଝର ଜିଲ୍ଲା ବଡ଼ବିଲରେ ୨ ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି।  ଏମାନଙ୍କ ନିକଟରୁ ୨ଟି ବୋମା, ସ୍କୋର୍ପିଓ, ୪ଟି ବାଇକ, ୯ଟି ମୋବାଇଲ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି। ଗିରଫମାନଙ୍କ ମଧ୍ୟରେ ସୁନୀଲ ପାତ୍ର ଓରଫ ଟିଟୁ  ଗ୍ୟାଙ୍ଗର ୭ ଜଣ ଓ…

ଜୋର ରୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣା :  ନ୍ୟାୟ ନ ମିଳିଲେ ସମସ୍ତେ ଆତ୍ମାହୁତି  ଧମକ

ଯାଜପୁର /Jayashankar Dash : ବରୀ ଜୋରରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର ଘଟଣା ରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ପୋଲିସ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ।ଆସନ୍ତା ତିନି ଦିନ ଭିତରେ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବେ ବୋଲି ଏକ ସାମ୍ବାଦିକ ସମିଳନୀ  ପିତା ଅଭିରାମ ଧଳ ଚେତାବନୀ…

୨୦କୋଟି ଅର୍ଥ ଲାଗି ପାଲା ଚାଲିଛି: ବାପା ସମ୍ପତ୍ତି ପାଲଟିଛି ଆଇଆଇପିଏମ, ନିର୍ଦ୍ଦେଶକଙ୍କ ମନମାନୀ 

ସରକାର ଗାଲେଇଯାଇଛନ୍ତି :ଛାତ୍ରଛାତ୍ରୀ ଥମିବା ନା ଧରୁନି   ରାଉରକେଲା,- କାଂଶବାହାଲ ଠାରେ ଥିବା ଆଇ ଆଇପିଏମ ଶିକ୍ଷାନୁଷ୍ଠାନରେ ଲାଗିରହିଥିବା ଛାତ୍ର ଅଶାନ୍ତି ନୁଆ ମୋଡ ନେଇଛି । ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିବା ପରିବର୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଠାଇଲେ, ସେ ଦେଇଥିବା…

ଭାଗ୍ୟ ବି କିନ୍ନରଙ୍କ ସାଥିରେ ନାହିଁ

ଯାଜପୁର: ଯାଜପୁର ଷ୍ଟେସନ୍ ରେ ଟ୍ରେନ୍ ରେ ଗୋଡ କଟି ଆହତ ହୋଇଥିବା କିନ୍ନରଙ୍କୁ କଟକ ସ୍ଥାନାନ୍ତର ବେଳେ ସାହାପୁର ବ୍ରିଜ୍ ପାଖରେ ଆମ୍ବୁଲାନ୍ସ ଖରାପ .. ଦୀର୍ଘ ୩ ଘଣ୍ଟା ପରେ ଆସିଲା ଆଉ ଏକ ଆମ୍ବୁଲାନ୍ସ । ଯାଜପୁର ରୋଡ଼ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ ରୁ ଖସି ପଡି ଜଣେ କିନ୍ନର ଗୁରୁତର…