ବସ -ଟ୍ରକ ମୁହାଁ ମୁହିଁ, 7 ଆହତ On Dec 14, 2018 10 Share ନୂଆପଡା/ପ୍ରିୟବ୍ରତ ପଣ୍ଡା ,ନୂଆପଡା ରୁ ଭୁବନେଶ୍ବର ଯାଉଥିବା ବେଳେ ମଣିବାବା ବସ ଆଉ ଟ୍ରକ ମଧ୍ୟ ରେ ଧକ୍କା ହେଇ ୭ଜଣ ଗୁରୁତର ଆହତ ହୋଇ କଟକ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି ।କଟକ ଆଠଗଡ଼ ପାଖରେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି । 10 Share FacebookTwitterGoogle+ReddItWhatsAppPinterestEmail