Browsing Category

ଅଘଟଣ

ଓ.ଏସ.ଆର.ଟି.ସି.ରୁ ବେଆଇନ ସାମଗ୍ରୀ ବିକ୍ରୟକୁ ନେଇ ପୋଲିସରେ ଏତଲା ଦେଲେ କର୍ମଚାରୀ

ପଦ୍ମପୁର/ ନୀଳ ଦୀପ - ବରଗଡ ଜିଲ୍ଲା ପଦ୍ମପୁର ଓ.ଏସ.ଆର.ଟି.ସି.କାର୍ୟ୍ୟାଳୟରେ କିଛିଦିନ ପୂର୍ବରୁ ହୋଇଥିବା ମରାମତି ପରେ ବହୁ ପୁରୁଣାକବାଟ , ପଟା, ଲୁହାନାଳ, ଆଜବେଷ୍ଟସଁ ସିଟ ଆଦି ବହୁ ଜିନିଷ  ବାହାରିଥିଲା।ଯାହାକୁ କି ସରକାରୀ ନିୟମାନୁଯାୟୀ ନିଲାମରେ ବିକ୍ରି କରିବା କଥା ।ଏହାର ଆନୁମାନିକ…

ନୟାଗଡ଼ : ବନ୍ଧୁକ ବିକ୍ରି ଅଭିଯୋଗରେ  ଅଟୋ ଡ୍ରାଇଭର ଗିରଫ 

ନୟାଗଡ଼/Biswajit Nayak ‐ବନ୍ଧୁକ ବିକ୍ରି ଅଭିଯୋଗରେ ନୟାଗଡ଼ ସହରରେ ରହୁଥିବା ଜଣେ ଅଟୋ ଡ୍ରାଇଭରଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ନୟାଗଡ଼ ଏନ୍‌ଏସି ଯଦୁମଣି ନଗରର ଦୀପକ କୁମାର ବସନ୍ତରାୟ। ମିଳିଥିବା ସୂଚନା ଅନୁସାରେ, ଦୀପକ କେନ୍ଦ୍ରାପଡ଼ାରୁ ବନ୍ଧୁକ ଆଣି…

ବୋମା ଫୁଟିବାର ଥିଲା ଫୁଟିଗଲା ; ଭୋଟ ବାତିଲ

ଆନନ୍ଦପୁର:ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପ୍ରାୟ ଅଧିକାଂଶ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିବା ବେଳେ ଆଜି ଆନନ୍ଦପୁର  ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ  ମଧ୍ୟ ବାତିଲ କରାଯାଇଛି । ଖବର ନେବାରୁ ଜଣାଯାଏଯେ  ଗତ ମଙ୍ଗଳବାର ଦିନ  ମଧ୍ୟ ରାତ୍ରୀରେ କଲେଜ ପରିଷରେରେ…

ଇଏ ଚୋର ଧରିବେ କଣ, ନିଜେ ବା ଚୋରି କରୁଛନ୍ତି

ଲାଞ୍ଚୁଆ ଥାନା ଅଧିକାରୀ ସହିତ ଓଏପିଏଫ ଭିଜିଲାନ୍ସ ଟ୍ରାପରେ ଗିରଫ ବାରିପଦା(ଦିଲ୍ଲୀପ ମହାନ୍ତି )- ଇଏ ଚୋର ଧରିବେ କଣ, ନିଜେ ବା  ଚୋରି କରୁଛନ୍ତି | ଆହୋ...ବାଡ଼ ଯଦି ଫସଲ ଖାଇବ.....କଣ ହେବ !!!!ପୋଲିସ୍ର କାମ ଚୋର ଧରିବା.....ହେଲେ ଦେଖୁନାହାନ୍ତି,....ଏ ପୋଲିସ ଅଫିସର ନିଜେ ଚୋରିକରି…

ଅଚିହ୍ନା ଯୁବକର ଶବ ଉଦ୍ଧାର : ହତ୍ୟା ସନ୍ଦେହ 

ବାରିପଦା /ଦିଲ୍ଲୀପ ମହାନ୍ତି  ମୟୁରଭଞ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନାକିଚୁଆ ପଞ୍ଚାୟତର ରାଇଶୋଳ ଗ୍ରାମର ଏକ ପୋଖରୀରେ ଏକ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଅଞ୍ଚଳବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବରପାଇ ଆସି ଶବକୁ ଜବତ କରିବାସହ ବ୍ୟବଛେଦ ନିମନ୍ତେ ପଠାଇଛି । ମୃତ…

ଇଏ କି ନିଷ୍ଠୁରତା :  ଶିକ୍ଷୟିତ୍ରୀ ମାଇଲେ ଏମିତି ମାଡ, ଭାଙ୍ଗି ପକେଇଲେ ପଞ୍ଜରା ହାଡ ! 

  ଶିକ୍ଷୟତ୍ରୀଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରର ପଞ୍ଜରା ହାଡ଼ ଭାଙ୍ଗିଲା : ଅଭିଭାବକଙ୍କ ଥାନାରେ ଅଭିଯୋଗ ଯୋଡ଼ା(chittaranjan Kar) : କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଥିବା ସେଣ୍ଟ ଟେରେସା ସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ସ୍ୱାତୀ ବିଶ୍ୱାସଙ୍କ ନାମରେ ଏପରି ଅଭିଯୋଗ ଆଣିଛନ୍ତି ପୀଡିତ…

ପୋଲିସ ଅପାରଗ ନା ଯୁଆଡ଼ିଙ୍କୁ ଘଣ୍ଟ ଘୋଡ଼ାଉଛି  !!!!

ଜୁଆଖେଳ ପ୍ରବଳ : ନାବାଳକ ବି ପାଲଟି ଯାଉଛନ୍ତି ଯୁଆଡ଼ି  ଜି ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଠାରେ ଦିନକୁ ଦିନ ଜୁଆ  ଖେଳ ବୃଦ୍ଧି ପାଉଥିବାର ଦେଖାଇଦେଇଛି |.ଜିଲ୍ଲା ବାହାରୁ ବହୁ  ଅପରାଧୀ ଯୁଆଡ଼ି ଏଠାକୁ  ଆସି ଜୁଆ ଖେଳ ବଢାଇବାକୁ ଉଦ୍ୟମ କରୁଛନ୍ତି ବୋଲି…

ଦଫା ରଫା ପାଇଁ ଚାପ ପଡୁଛି, ଦେଖାଯାଉ ପୋଲିସ କଣ କରୁଛି !!!

ମୋବାଇଲ୍ ବିତରକ ସଂସ୍ଥା କର୍ମଚାରୀଙ୍କୁ ଧମକ, ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହେଲେ ତଳିଆ କର୍ମଚାରୀ ବଲାଙ୍ଗିର(ନିରୋଜ ମିଶ୍ର)  – ବଲାଙ୍ଗିର ର ଏକ ଘରୋଇ ମୋବାଇଲ୍ ବିତରକ ଓ ରିପିୟାରିଙ୍ଗ୍ ସଂସ୍ଥାର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଧମକ । ଏପରିକି କଥା ନମାନିଲେ ହାତରୁ…

ବନ ବିଭାଗର ଚଢ଼ାଉରେ କାଠ ପଟା ଜବତ

ରେଢ଼ାଖୋଲରୁ ରିପୋର୍ଟ ଯଶୋବନ୍ତ ସାହୁ: ରେଢ଼ାଖୋଲ ରେଞ୍ଜ ପକ୍ଷରୁ  ମଙ୍ଗଳବାର ସନ୍ଧ୍ୟାରେ ଚଢ଼ାଉ କରଯାଇ ବୁର୍ଡା ଗାଁ ସ୍କୁଲ ନିକଟରୁ 75 ଖଣ୍ଡ କାଠ ପଟା ଜବତ କରାଯାଇଛି l ଏହି ଚଢ଼ାଉରେ ରେଞ୍ଜ ଅଧିକାରି ପ୍ରଦିପ ସେଠି,ଫରେଷ୍ଟର ପ୍ରିୟଦର୍ଶୀନି ପ୍ରଧାନ, ନାରାୟଣ ନାୟକ, ପୂର୍ଣ୍ଣଚନ୍ଦ୍ର…

ମହଙ୍ଗା ପଡିଲା ଥାନା ଘେରାଓ , ଜେଲ ଗଲେ ୭ ମହିଳା ସମେତ ସମୁଦାୟ ୧୭ ଗ୍ରାମବାସୀ : ଗାଁ ରେ କୋକୁଆ ଭୟ

ପଦ୍ମପୁର,(ନୀଳ ଦୀପ) – ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ପଂ•ୟତ ମୁର୍ହାପାଲି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଘଟି ଉଭୟ ଗୋଷ୍ଠୀ  ପଦ୍ମପୁର ଥାନାର ଦ୍ୱାରସ୍ଥ ହୋଇଥିବା ସହ ନିଖୋଜ ଥିବା ଛାତ୍ର ବାଲକୃଷ୍ଣ ବାଗକୁ ପୋଲିସ ବରଗଡ…