ଆଠ ଗୋଟି ଚୋରି ବାଇକ ସହ ଛଅ ଜଣ ଚୋରକୁ ଗିରଫ କଲା  ପଦ୍ମପୁର ପୋଲିସ ।

0

ପଦ୍ମପୁର/ନିଳ ଦୀପ

ପଦ୍ମପୁର ପୋଲିସ କୁ ଏକ ବଡ଼ଧରଣର ସଫଲତା ମିଲିଛି। ବିଗତ ଦିନରେ ପଦ୍ମପୁର ଅଞ୍ଚଳରେ ହେଉଥିବା ବାଇକଚୋରୀର ପର୍ଦାଫାଶ କରିଛି ପଦ୍ମପୁର ପୋଲିସ ,ଏ ନେଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଲକ୍ଷ୍ମୀନାରାୟଣ ପଣ୍ଡା ଏକ ସମ୍ବାଦିକ ସମ୍ମିଲନୀ ଜରିଆରେ ଆଠଟି ବାଇକ ଓ ଚୋରିରେ ସମ୍ପୄକ୍ତ ଥିବା ଛଅଜଣକୁ ଗିରଫ କରି କୋର୍ଟ ଚାଲାଣ କରିବାର ସୂଚନା ଦେଇଛନ୍ତି । ଏକ ବିଶିଷ୍ଟ ସୂତ୍ରରୁ ସୂଚନା ପାଇ ପଦ୍ମପୁରର ରାଜେନ୍ଦ୍ର ପ୍ରଧାନ,ଲୋହାରପାଲିର ଚନ୍ଦ୍ରଭାନୁ ଧରୁଆ,ସିଂହନପୁରର ମିକୁ ମେହେର,ଚାରପାଲିର ରାଜୁ ଲୋହାର,ରାଇସଲପଦରର ଶଙ୍କର ନନ୍ଦଙ୍କୁ ଧରିବାରେ ସଫଲ ହୋଇଥିଲେ ।

Leave A Reply

Your email address will not be published.