Browsing Category

ଅଘଟଣ

ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ମହିଳା ଙ୍କର ଗଳିତ ମୃତଦେହ ଉଦ୍ଧାର: ମୃତକଙ୍କର ପରିଚୟ ଖୋଜୁଛି ପୋଲିସ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଡୁଡୁକିଝରିଆ ଗ୍ରାମ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତ ର ଜଙ୍ଗଲ ଭିତରେ ଗତ କାଲି ଏକ ଶବ ପଡିଥିବା ପାଇକମାଲ ପୋଲିସ ସୂଚନା ପାଇଥିଲା । ସୂଚନା ପାଇବା ମାତ୍ରେ ପାଇକମାଲ ପୋଲିସ ସହିତ ବଲାଙ୍ଗୀର ରୁ ପୋଲିସର ସାଇନଟିଫିକ ଟିମ ଘଟଣା ସ୍ଥଳକୁ…

ହାତୀ ଚଲାପଥରେ ଘର କରିଥିଲେ , ଘର ଭାଙ୍ଗି ଦେଲା ହାତୀ

- ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ରେଞ୍ଜ ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମ ନିକଟରେ ପାହାଡ଼ ତଳେ ଗତ କିଛି ବର୍ଷ ହେବ ,ବନବିଭାଗ ର ଜମିରେ ଏକ ଝୁମ୍ପୁଡି ଘର କରି ରହୁଥିବା ସହଦେଵ ବାଗ ଙ୍କର ଘରକୁ ଗତ ମଧ୍ୟ ରାତିରେ ହାତୀ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏଠାରେ…

ପୁଣି କାଶୀପୁର ରେ ମୁଣ୍ଡ ନେଲା ହଇଜା, ମୃତ୍ୟୁ ସଂଖ୍ୟା 17

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ଦିନକୁ ଦିନ କାଶୀପୁର ବ୍ଳକର ସ୍ଥିତି ଝାଡାବାନ୍ତି ରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି |ଗତ ଦେଢ଼ ମାସ ଭିତରେ 17ଜଣଙ୍କ ଜୀବନ ଝାଡା ବାନ୍ତିରେ ଚାଲି ଯାଇଥିବା ବେଳେ ଏହି ପନ୍ଦରଦିନ ଭିତରେ 4ଜଣଙ୍କ ଜୀବନ ଚାଲି ଯାଇଛି |ରାୟଗଡା ଜିଲ୍ଲା କାଶୀପୁର ବ୍ଲକ…

ଧର୍ମପ୍ରାଣା ମହିଳାଙ୍କ ପରଲୋକ

ପଦ୍ମପୁର: ଗତ ଶୁକ୍ରବାର ରାତ୍ରି ୮ ଘଣ୍ଟା ୨୫ ମିନିଟରେ ପଲସଦା ଗ୍ରାମର ସ୍ଵର୍ଗତଃ ଜଗନ୍ନାଥ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଭଗବତୀ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । ଜଣେ ପରୋପକାରୀ ତଥା ଧର୍ମପ୍ରାଣା ମହିଳା ଭାବରେ ସେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ଶନିବାର ଦିନ ସକାଳୁ ଜୈଷ୍ଠ ପୁତ୍ର…

କାଶୀପୁର ବ୍ଲକ ପୂହୁଣ୍ଡି ଗ୍ରାମରେ ନିଆଁ ଲାଗି ବହୁ ଆସବାବପତ୍ର ନଷ୍ଟ: ଅଳ୍ପକେ ବର୍ତ୍ତୀଲେ ପରିବାର ଲୋକେ

କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ : ଆଜି ରାତ୍ର 10ଘଣ୍ଟା ସମୟରେ କାଶୀପୁର ବ୍ଲକ ପୋଡାପାଡି ପଞ୍ଚାୟତ ଅଧିନସ୍ତ ଶୁକୃ କମାର ଙ୍କ ଘରେ ନିଆଁ ଲାଗି ଘରର ଆସବାବ ପତ୍ର ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ଛ ପ୍ରାଣୀ କୁଟୁମ୍ବ ଜୀବନ ରକ୍ଷା କରି ଘରୁ ବାହାରି ଆସି ପ୍ରାଣ ବଂଚେଇଥିଲେ…

ମାଛ ତରକାରୀ ରାନ୍ଧିଲାନି ବୋଲି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

 ଭଦ୍ରକ: (ସତ୍ୟବ୍ରତ ନାୟକ)ଏଭଳି ଅଭାବନୀୟ ଘଟଣ ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଈଶ୍ବରପୁର ଗାଁରେ,  ଗତ ୧୪ ତାରିଖ ସନ୍ଧ୍ୟାରେ । ମୃତା ଶଶଧର ମଳିକଙ୍କ ସ୍ତ୍ରୀ ସୀତାମଣି ମଳିକ ବୋଲି ଜଣା ଯାଇଛି। ଶଶଧର ବାହାର ରାଜ୍ୟରେ କାମଧନ୍ଦା କରେ। ରବିବାର ଘରକୁ…

କୁଖ୍ୟାତ ଅନ୍ତଃରାଜ୍ୟ ଡକାୟତ ଗିରଫ : ନଗଦ ଟଙ୍କା, ମୋବାଇଲ ଟ୍ୟାବ ଓ ବାଇକ ସହିତ ମାରଣାସ୍ତ୍ର ଜବତ

ଫାଇନାନ୍ସ କର୍ମଚାରୀ ଙ୍କୁ କରୁଥିଲେ ଟାର୍ଗେଟ  ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ: ନୟାଗଡ ଜିଲ୍ଲା ରଣପୁର ପୋଲିସ କୁ ମିଳିଛି ବଡ଼ ସଫଳତା | ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଫାଇନାନ୍ସ କର୍ମଚାରୀ ଓ ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ଲୋକଙ୍କୁ ଟାର୍ଗେଟ କରି ଦିନ ଦ୍ଵିପରେ ମାରଣାସ୍ତ୍ର…

ବାଘ ଶିକାରର ଫଟୋ ଉଠାଇବା ଶିକାରୀ ପାଇଁ ପଡିଲା ମହଙ୍ଗା

୫ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହେଲା ବନବିଭାଗ ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ପଞ୍ଚରିଡା ବନାଞ୍ଚଳରେ ବାଘ ଶିକାର କରି ଫଟୋ ଉଠାଇବା ଶିକାରୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦିର୍ଘ ୫ବର୍ଷର ବ୍ୟବଧାନରେ ଫଟୋକୁ ମାଧ୍ୟମ କରି ବାଘ ଶିକାର…

ବିଜୁ ଜନତା ଦଳ ବରିଷ୍ଠ ମୂରବୀଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ବିଧାୟକ ପ୍ରତାପ ଜେନା ଏବଂ ବିଜୁ ଜନତା ଦଳ ନେତୃବୃନ୍ଦ ।

 (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ର ବରିଷ୍ଠ ବିଜୁ ଜନତା ଦଳ ମୁରବି ବୈଷ୍ଣବଚରଣ ପରିଡା ଙ୍କ ବାରମାଣିଆ ସ୍ଥିତ ବସଭାବନରେ ହୃଦଘାତ ଜନିତ ମୃତ୍ୟୁ ଘଟିଛି । ମୃତ୍ୟ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ସୂଚନାଥାଉକି ସ୍ବର୍ଗତ ପରିଡା (ବଇ ଭାଇ) ବିଜୁ…

ଶାଶୁଘର ଆଗରେ ଧାରଣା ଦେଲେ ବୋହୁ

ଭଦ୍ରକ: (ସତ୍ୟବ୍ରତ ନାୟକ)ପ୍ରେମ ବିବାହ କରି ସ୍ବାମୀ ସ୍ତ୍ରୀକୁ ଘରକୁ ନ ନେବାରୁ ଶାଶୁଘର ଆଗରେ ଧାରଣ ରେ ବସିଲେ ବୋହୁ । "ମୁଁ ତାଙ୍କ ଘରକୁ ଗଲେ ମତେ ଶଶୁର, ଶାଶୁ ଓ ମୋ ସ୍ବାମୀ ବାଡଉଛନ୍ତି। ମତେ ବହୁର ସ୍ୱୀକୃତି ଦେଉ ନଥିବାରୁ ମୁଁ ମୋ ଶାଶୁଘର ଆଗରେ ଧାରଣା ଦେଇଛି। " ବୋଲି କହିଛନ୍ତି…