Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
କାର ପୋଡ଼ି ଅଭିଯୋଗ,୫ ଯୁବକଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ
ପଣ୍ଡକିମାଲ ଗ୍ରାମରେ ଚୋରି ଆତଙ୍କ,ଉତ୍ତେଜନା
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ପଣ୍ଡକିମାଲ ଗ୍ରାମରେ ଶୁକ୍ରବାର ରାତିରେ ଏକ ଫୋର୍ଡ କାର କୁ ପୋଡ଼ି ଦେବା ନେଇ ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି l…
ରାୟଗଡ଼ା ପୋଲିସକୁ ଲଗାତାର ସଫଳତା: ଔଷଧ ଦୋକାନୀ ଠାରୁ ୯ ଲକ୍ଷ ଟଙ୍କା ଲୁଟ ଘଟଣାର ଫର୍ଦାଫାସ
ରାୟଗଡାରୁ ସରୋଜ କୁମାର ସାହୁ : ଗତ ୦୪/୦୧/୨୦୧୯ ତାରିଖ ଦିନ ରାୟଗଡା ସହରର ଔଷଧ ବ୍ୟବସାୟୀ ଶ୍ରୀ ରାମ ଗନ୍ତାୟତଙ୍କ ଠାରୁ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ 9 ଲକ୍ଷ ଟଙ୍କା ଲୁଟ ଘଟଣାରେ ରାୟଗଡା ପୋଲିସକୁ ଏକ ବଡ ସଫଳତା ମିଳିଛି । ଏହି ଘଟଣାର ତଦନ୍ତ କରି ରାୟଗଡ଼ା ପୋଲିସ ବ୍ରହ୍ମପୁର ଅଞ୍ଚଳରୁ…
ଏହି ବେନିୟମ କରତ କଲ ଓ ଟ୍ରାକ୍ଟର ମାଲିକ କିଏ
ଗାଡି ଜବତ : କାଠ ମାଫିଆ ଫେରାର
ବଲାଙ୍ଗୀର/ନିରୋଜ ମିଶ୍ର :- ସବୁଜ ବନାନୀ ମଧ୍ୟରେ ବଲାଙ୍ଗୀର ସହର ଅବସ୍ତିତ । କାଠ ମାଫିଆ ଙ୍କ ଦାଉରୁ ଜଙ୍ଗଲ କୁ ରକ୍ଷା କରିବା ପାଇଁ ଜଙ୍ଗଲ ସିପାହୀ ମାନେ ଆପ୍ରାଣ ଚେଷ୍ଟା ଚଳାଇଥିବା ବେଳେ ଉପରିସ୍ଥ ଅଫିସର୍ ମାନଙ୍କ ବଳିଷ୍ଠ ପଦକ୍ଷେପ ଜଙ୍ଗଲ କୁ ନୂତନ ଜୀବନ…
ପକ୍କା ଅପରାଧି ପାଲଟି ଯାଇଛି ପୁଞ୍ଜିଲାଲ :ଅପରାଧୀଙ୍କୁ ଫେରାର କରାଇବାକୁ କରୁଛି ମାଷ୍ଟର ପ୍ଲାନ
ବଲାଙ୍ଗିର/Niroj Mishra:ପକ୍କା ଅପରାଧୀ ମାନସିକତା ରଖି ଏଇ ଲୋକଟା କେମିତି ପିଲା ମାନଙ୍କୁ ପାଠ ପଢାଉଥିଲା | ସାମାନ୍ୟ କଥା ପାଇଁ ଦୁଇଟି ଜୀବନ ନେଇଯିବା , ଗୋଟେ ପୁରା ସଂସାରକୁ ଉଜାଡ଼ିଦେବାଭଳି ଜମା କରି ପାରୁଥିବା ଗୋଟେ ଲୋକ କେବେ ଶିକ୍ଷକ ହୋଇପାରେନା | ସେ ଜଣେ ଅପରାଧ ପ୍ରବଣ ବ୍ୟକ୍ତି|…
ହତ୍ୟା ମାମଲା : ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡ
ରାୟଗଡା/ସରୋଜ ସାହୁ :ଗୁଣିଗାରିଡି ସନ୍ଦେହରେ ହତ୍ୟା ଅଭିଯୋଗର ବିଚାରଣ କରି ୧୪ ଜଣ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ପଚିଶି ହଜାର ଟଙ୍କା ଲାଖାଏଁ ଅର୍ଥ ଦଣ୍ଡ ଦେବାକୁ ଶୁଣାଇଛନ୍ତି ରାୟଗଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ ଦାଶ ମହାପାତ୍ର । ଉକ୍ତ ବିଚାରଣରେ ୧୯ ଜଣ ସାକ୍ଷୀଙ୍କ…
ମହିଳାଙ୍କ ଗଳିତ ଶବ ଉଦ୍ଧାର,ହତ୍ୟା ସନେ୍ଦହ
ବାରିପଦା/ଦିଲ୍ଲୀପ ମହାନ୍ତି :, ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅର୍ନ୍ତଗତ ଡୁମୁରିଆ ଗାଁ ନିକଟସ୍ଥ ସୁବର୍ଣ୍ଣରେଖା କେନାଲ କଡରେ ଥିବା ରିଜର୍ଭ ଫେରେଷ୍ଟ ଜଲଙ୍ଗନିକଟରୁ ଗୁରୁବାର ପୁଲିସ ଜଣେ ଅଜଣା ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କରିଛି । ଏନେଇ ପୁଲିସ ଥାନାରେ ୩/୧୯ନମ୍ବରରେ ଏକ ମାମଲା…
ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଗୁରୁତର
ବରଗଡ/ ଗୌରାଙ୍ଗ ଦାସ :- ପଦ୍ମପୁର ଅଂଚଳ ର ବରିଷ୍ଠ ସାମ୍ବାଦିକ ଶ୍ରୀ ରମେଶ ଚନ୍ଦ୍ର ବାରିକ ଆଜି ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହେଇଛନ୍ତି । ତାଙ୍କର ମୁଣ୍ଡରେ ଗଭୀର ଆଘାତ ହେଇଥିବା ନିଜେ ଶ୍ରୀ ବାରିକ ଜଣାଇଛନ୍ତି । ଭେଡେନ ଡାକ୍ତରଖାନାରେ ରେ ପ୍ରାଥମିକ ଚିକିତ୍ସା ତାଙ୍କୁ…
ରେଢ଼ାଖୋଲ ଉପଖଣ୍ଡରୁ ବେଆଇନ୍ ମଦ ବନ୍ଦକୁ ନେଇ ଦାବି : ଫେବୁଆରୀ ୧୪ରେ ବିକାଶ ମଞ୍ଚର ଧାରଣା
ରେଢ଼ାଖୋଲ / ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେ ଦିନକୁ ଦିନ ବେଆଇନ୍ ମଦ କାରବାର ବଢ଼ିବାରେ ଲାଗିଛି l ଏହି ବେଆଇନ୍ କାରବାର ବନ୍ଦ ପାଇଁ ଦୀର୍ଘ ଦିନ ହେଲା ଆନ୍ଦୋଳନ ଓ ବିରୋଧ କରାଯାଉଥିଲେ ମଧ୍ୟ ସରକାର ତଥା ପ୍ରଶାସନିକ ଅପାରଗତା କାରଣରୁ କମିବା…
ବିଜୟଓ୍ୱାଡ଼ାରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଗରଗଡ଼ବାହାଲ ପଞ୍ଚାୟତ କୂଆଖୋଲ ଗାଁ ର କନ୍ଦର୍ପ ପ୍ରଧାନ (୨୫) l ରାଜ୍ୟ ବାହାରକୁ ଶ୍ରମିକ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ବିଜୟଓ୍ୱାଡ଼ାରେ ତାଙ୍କୁ କୌଣସି କାରଣ ରୁ ଲୁହା ରଡ଼୍ ରେ ହତ୍ୟା କରେଯାଇଥିବା ସୂଚନା…
ରାୟଗଡ଼ା ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ସଫଳତା : ନକଲି ନକ୍ସଲ ଗିରଫ
ରାୟଗଡ଼ାରୁ ସରୋଜ କୁମାର ସାହୁ
ରାୟଗଡ଼ା ଜିଲ୍ଲା ପୋଲିସ କୁ ମିଳିଛି ପୁଣି ଏକ ବଡ଼ ସଫଳତା ମାଓବାଦୀ ନାଁ ରେ ବିଭିନ୍ନ ଲୋକଙ୍କୁ ଡରେଈ ଧମକାଇ ଚାନ୍ଦା ଆଦାୟ କରିବାରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ଏହାର ଫର୍ଦାଫାସ କରି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…