ଘଟିଲା ଅଘଟଣ, ଚାଲିଗଲା ପ୍ରାଣ 

0 1

ଘୁ . ଉଦୟଗିରି/ ଗଗନ କୁମାର ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ଘୁ  ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ କାନବଗିରି ଠାରେ ଏକ ଅଜଣା ଗାଡି ଚଡି ଯାଇ କୋତୋଡଗାଣ୍ଡା ଗ୍ରାମର ବିଘ୍ନରାଜ ପ୍ରଧାନ(40) ନାମକ ବ୍ୟକ୍ତିଙ୍କ  ମୃତ୍ୟୁ ଘଟିଛି .| ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା  ଦେଖାଦେଇଛି | ଘୁ ଉଦୟଗିରି ଏବଂ ବାଲିଗୁଡା ରାସ୍ତାରେ ଯାନବାହାନ ଚଳାଚଳ  ବନ୍ଦ ହୋଇଛି |. ଖବର ପାଇ ଘୁ ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଞ୍ଚଳବାସୀଙ୍କୁ ବୁଝାସୁଝା କରୁଛନ୍ତି | ଘଟଣାକୁ ନେଇ ପୁଲିସ ୩୩/ ୨୦୨୯  ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା  ସୂଚନା ମିଳିଛି |

Leave A Reply

Your email address will not be published.