ଦେଶୀ ବନ୍ଧୁକ ଜବତ,ଜଣେ ଗିରଫ

0

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ଚାରମାଳ ପୋଲିସ ମଙ୍ଗଳବାର ସଂନ୍ଧ୍ୟାରେ କିସିଣ୍ଡା ଗ୍ରାମରେ ଚଢ଼ାଉ କରି ଏକ ଚୋରା ଦେଶୀ ବନ୍ଧୁକ ଜବତ କରିଛି l ବନ୍ଧୁକ ରଖି ଥିବା ମହମ୍ମଦ ବେହେରା (୨୨)ଙ୍କୁ ପୋଲିସ ଗିରଫ କରିଛି l ଏ ନେଇ ପୋଲିସ ଦଫା ୨୫(୧)(ଖ) ରେ ଏକ ମାମଲା (ନଂ ୨୮)ରୁଜୁ କରି ତଦନ୍ତ ଚଳାଇଛି l ମହମ୍ମଦଙ୍କୁ କୋର୍ଟଚାଲାଣ କରାଯାଇଥିବା  ଥାନା ଅଧିକାରୀ ବସନ୍ତ କୁମାର ଦଳାଇ କହିଛନ୍ତି |

Leave A Reply

Your email address will not be published.