Browsing Category

ଅଘଟଣ

କଣ ଚାଲିଛି  ଏସବୁ,କାହାକୁ ଦାୟୀ କରିବା !!

ନାବାଳିକା ଛାତ୍ରୀକୁ ନାବାଳକ ଛାତ୍ରର ଦୁଷ୍କର୍ମ ଅଭିଯୋଗ ବାରିପଦା(ଦିଲ୍ଲୀପ ମହାନ୍ତି )- ଅଧ୍ୟୟନଓ ବିଦ୍ୟାଭ୍ୟାସ ମାଧ୍ୟମରେ ଜ୍ଞାନ ଅର୍ଜନ କରିବା ଛାତ୍ରୀଜୀବନର ପ୍ରଧାନ ଲକ୍ଷ୍ୟ ହୋଇଥାଏ । ଏହି ଅଧ୍ୟୟନ ଓ ବିଦ୍ୟାଭ୍ୟାସ ଶୃଙ୍ଖଳାର ସୁଦୃଢ଼ ଭିତ୍ତି ଉପରେ ଦଣ୍ଡାୟମାନ ହେବା ଆବଶ୍ୟକ ।…

ଟ୍ରକ ଓ ବାଇକ ମୁହାଁ ମୁହିଁ,ଜଣକ ମୃତ୍ୟୁ !

ଝାରସୁଗୁଡା/ ବିକ୍ରମ କେଶରୀ ମହାପାତ୍ର :  ଝାରସୁଗୁଡା ଜିଲ୍ଳା କୋଲାବିରା ଥାନା ଅନ୍ତର୍ଗତ ସିରିଆପାଲି ଠାରେ ଏକ ଟ୍ରକ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି।ଘଟଣା ସ୍ଥଳରେ ବାଇକ ଆରୋହି ର ମୃତ୍ୟୁ ବରଣ ହୋଇଛି।ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ର ନାମ ସନ୍ତୋଷ କେଉଁଟ(୨୫) ସେ ଝାରସୁଗୁଡା ଜିଲ୍ଲା…

ପୁଣି ଜଣଙ୍କୁ ତଂଟି କାଟି ମାଇଲେ ମାଓବାଦୀ 

ନବରଙ୍ଗପୁରରୁ ଦକ୍ଷିଣାଂଚଳ ବ୍ୟୁରୋଚିଫ ସଂଜୀବ ସୁବୁଦ୍ଧି  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଲଦି ପଞ୍ଚାୟତ ଭେନୋସ ଗ୍ରାମର ଗରିବ ଆଦିବାସୀ ଟୁନୁ ଗଣ୍ଡଙ୍କୁ ଗତ ରାତିରେ ନକ୍ସଲମାନେ ତଣ୍ଟି କାଟି ହତ୍ୟା କରିଛନ୍ତି । ଘରରୁ ଡାକିଆଣି ଭେନସ ଗ୍ରାମର ଅଗଂନଵାଡି ବାରଣ୍ଡାରେ ତାଙ୍କୁ ହତ୍ୟା…

ଅଗ୍ରୀଆ ସମାଜ ପକ୍ଷରୁ ରାଜପଥ ଅବରୋଧ:-୫୨ଜଣ କର୍ମଚାରୀଙ୍କୁ ବହିଷ୍କାର ଏବଂ ଅଗ୍ରୀଆ ସମାଜ ପ୍ରତି ଆପେକ୍ଷର ପ୍ରତିବାଦ

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :  ସୁନ୍ଦରଗଡ଼ କିରାଇ ସ୍ଥିତ ସୁନ୍ଦରଗଡ଼ ଇଂଜିନିୟରିଂ ସ୍କୁଲ ଆଇଆଇଟି ପକ୍ଷରୁ୫୨ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯିବା ସହ ଅଗ୍ରୀଆ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ଆଜି ସକାଳ ୯ ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଖିଳ ଭାରତୀୟ ଅଗ୍ରୀଆ ସମାଜ ଓଡ଼ିଶା…

 ସରକାରୀ ପ୍ରତିଶୃତି ସପନ ହୋଇ ରହିଗଲା, ମୃତ୍ୟୁ କିନ୍ତୁ ସାଜିଲା ବାସ୍ତବତା 

  ନୂଆପଡା/ପ୍ରିୟବ୍ରତ ପଣ୍ଡା : ଦୁଃଖ ଆସେ ଏମିତି ଲୁହ ପୋଛିବା କୁ ନ ଥାନ୍ତି କେହି । ବିଜୟ କୁମାର ପଣ୍ଡା ରୁଣ୍ଡି ହାଇସ୍କୁଲର ପ୍ରଧାନ ଶିକ୍ଷକ କାଲି ରାତିରେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଶେଷ ନିଶ୍ୱାସ ତ୍ୟାଗକଲେ । କାହାଣୀ ସାରିଯାଇନି ଏଇଠି ବରଂ ଏକ ଆରମ୍ଭ ଏକ ସଂଘର୍ଷମୟ ଜୀବନର, ପୁଅ…

ନିଆଁରେ ପୋଡି ବାଳକ ଗୁରୁତର |

ଝାରସୁଗୁଡା(ବିକ୍ରମ ମହାପାତ୍ର ) ଝାରସୁଗୁଡା ସହରାଂଚଳ ଚି଼ଠୁଆପଡା ରେ ଜଣେ ୧୨ ବର୍ଷ ବୟସର ନାବାଳକ ପୋଡି ଗୁରୁତର ଭାବେ ଆହତ ହୋଇଛି | ଆହତ ବାଳକ କୁ ପ୍ରଥମେ ସ୍ଥାନୀୟ ଡାକ୍ତର ଖାନା ଓ ପରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି |ଆହତ ବାଳକ ଚି଼ଠୁଆପଡା ର ଅକ୍ଷୟ ଓରାମ (୧୨) ଓ…

   ମେସ ରେ ଖାଦ୍ୟ ଖାଇ ୧୯ ଜଣ ଛାତ୍ରୀ ଅସୁସ୍ଥ |

ଝାରସୁଗୁଡା (ବିକ୍ରମ ମହାପାତ୍ର) ସହରର ଉପକଣ୍ଠ ବକ୍ସି ଛକଠାରେ ଥିବା ଏକ ମେସ ରେ ଖାଦ୍ୟ ଖାଇ ୧୯ ଜଣ ଛାତ୍ରୀ ଅସୁସ୍ଥ ହୋଇ ଜିଲ୍ଲା ସଦର ହାସପାତାଲ ରେ ଚିକିତ୍ସିତ ହେଉଛନ୍ତି |ତେବେ ସେମାନେ ବିପଦ ମୁକ୍ତ ଥିବା ଜଣାପଡିଛି |ବକ୍ସିଛକ ଠାରେ ଥିବା ମେସ ରେ ଏକ ଘରୋଇ ମାର୍କେଟିଙ୍ଗ ସଂସ୍ଥାରେ…

 ସୁପର୍ନ୍ନୋ ଶତପଥୀଙ୍କ ଘର ଉପରେ ଆକ୍ରମଣ 

BHUBANESWAR : ସମାଜସେବୀ,  ଯୁବ ନେତା ତଥା ଶ୍ରୀମତୀ  ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ନ୍ନୋ ଶତପଥୀଙ୍କ ଘର ଉପରେ ଆକ୍ରମଣ | କେହି ଦୁର୍ବୃତ୍ତ ତାଙ୍କ ବାସଭବାନ୍ତ ନାମ ଫଳକକୁ ଭାଙ୍ଗି ଦେଇଛି | ସୂଚନାଯୋଗ୍ୟଯେ ସୁପର୍ନ୍ନୋଙ୍କ ବାସ ଭବନ  ଉପରେ ପୂର୍ବରୁ ଆକ୍ରମଣ…

ବାଇକ ଧକକା ରେ ଯୁବକ ର ମୃତ୍ୟୁ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଉଦଳା ରାଜ୍ୟ ରାଜପଥର ପୁରୁଣାପାଣି ଛକ ନିକଟରେ ଗତକାଲି ରାତ୍ରୀ ରେ ଏକ ରାସ୍ତା ଦୂର୍ଘ୍ରଟଣାରେ ଜଣେ ଯୁବକରେ ମୃତ୍ୟୁୁ ଘଟିଅଛି । ମୃତକ ଯୁବକ ଜଣକ ହେଲେ ଉକ୍ତ ଥାନା ଅନ୍ତର୍ଗତ ଜାମହଦ ଗ୍ରାମର ସନ୍ୟାସୀ ବଗାଳ ଙ୍କ ପୁଅ ଦିଲୀପ ବଗାଳ (୨୧) । ଗତକାଲି…

୭ ବର୍ଷିୟ ଶିଶୁକୁ ୩୧ ଚେଙ୍

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ  ୭ ବର୍ଷିୟ ଶିଶୁ ପୁତ୍ରକୁ ଗୁଣି ଗାରେଡି ଚିକିତ୍ସା କରି ଗୁଣିଆ ୩୧ଟି ଚେଙ୍କ ଦେବା ପରେ ସେ ଗୁରୁତର ହୋଇପଡିଥିଲା  । ପରିବାର ଲୋକେ ତାକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରିଛନ୍ତି  । ସମ୍ପ୍ରତି ସେ ଚିକିତ୍ସାଧିନ ରହିଛି  । ତା’ର…