Browsing Category

ଅଘଟଣ

କୋମନାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କୋମନା/ଭାଗିରଥି ଭୋଇ- ନୂଆପଡା ଜିଲ୍ଲା କୋମନା ସହର ରେ ଜାମ୍ମୁ କାଶ୍ମୀର ପୁଳଓ୍ଵାମା ରେ ସହୀଦ ହୋଇଥିବା ଯବାନମାନଙ୍କୁ ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ପୁରୁଣା ବ୍ଲକ କାର୍ଯ୍ୟଳୟରୁ ଏକ ମହମବତୀ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ବସ ଷ୍ଟାଣ୍ଡ ପାଖରେ…

 ସନ୍ଦେହ ଘେରରେ ଯୁବକଙ୍କ ମୃତୁ ଘଟଣା: ତ୍ୱରିତ ଘଟଣାର ଖୁଲାସା ପାଇଁ ଦାବୀ କଲେ ଗ୍ରାମବାସୀ

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ପୁଲିସ ସନିବାର ଭୋରରୁ ଖବର ପାଇ ବାଟର୍ତେମା ସ୍କୁଲ ସମ୍ମୁଖ ରାଜ ରାସ୍ତା ଉପରୁ ଏକ ଖପୁରି ବିହୀନ ଶବ ସହ ଏକ ବାଇକ ଜବତ କରିଥିଲା । ବାଇକଟିକୁ ଶବଠାରୁ ୧୦୦ ମିଟର ଦୁରରେ ଠାବ କରିଥିଲା । ଖୋଜ ଖବର କରିବାରୁ ଶବଟି ଏହି ଥାନା ଅର୍ନ୍ତଗତ ର୍କେମେଲି…

ବଡ଼ବିଲ: ଚୋରି ବଲେରୋକୁ କାଟି ବିକି ଦେଇଥିଲେ  ଦୁର୍ବୁତ୍ତ

  ପିକଅପ ଭ୍ୟାନ ଓ ସ୍କୁଟି ସହ ବଲେରୋ ଭଗ୍ନାଂଶକୁ ଜବତ କଲା ବଡ଼ବିଲ ପୋଲିସ ବଡ଼ବିଲ (ଚିତ୍ତରଞ୍ଜନ କର): ଗତକାଲି ବଡ଼ବିଲ ମେନ ରୋଡ଼ ସ୍ଥିତ ଆଲହାବାଦ ବ୍ୟାଙ୍କରୁ ଡକାୟତି ଉଦ୍ୟମ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଏକ ବଲେରୋ ଚୋରି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ଘଟଣାରୁ…

ଭାରସାମ୍ୟ ହରାଇ ଗଛରେ ପିଟି ହୋଇଗଲା ବାଇକ : ୩ ଆହତ 

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଧାରାକୁଟ ପଂଚାୟତର କାଡିଙ୍ଗା ମଲିକ ଓ ଅନ୍ୟ ଦୁଇଜଣ ଏକ ମରଣ ଘରକୁ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇ ଯାଇଥିଲା | ତିନିଜଣ ଯାକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ କୋଟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…

ଦୁର୍ଘଟଣାରେ ଓଡଗାଁ କଲେଜର କର୍ମଚାରୀଙ୍କ ମୃତ୍ୟୁ

ଓଡଗାଁ( ଶ୍ରୀକାନ୍ତ କୁମାର ମିଶ୍ର ) ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀ ରବିନ୍ଦ୍ରନାଥ ରାଉତ(୫୭)ଙ୍କର ଦୁର୍ଘଟଣା ଯୋଗୁ ମୃତ୍ୟୁ ଘଟିଥିବାରୁ କଲେଜରେ କିଛି ସମୟ ପାଇଁ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକଙ୍କ ସହିତ ସମସ୍ତ…

ଜନପ୍ରତିନିଧି କେବଳ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି : ରାଜୁ ଘିବେଲା 

ଧୂମାଭଟା ଛକ ଠାରେ ହିସାବ ମାଗୁଛି ଜନତା କାର୍ଯ୍ୟକ୍ରମ ବରଗଡ଼/ନୀଳ ଦୀପ : ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତା ମାନେ ନିଜର ସମର୍ଥକ ମାନଙ୍କୁ ନେଇ ନିଜ ନିଜ ନିର୍ବାଚନ ମଣ୍ଡଳିରେ ବିଭିନ୍ନ କର୍ମୀ ସମ୍ମିଳନୀ ତଥା ଜନସମ୍ପର୍କ ମାନ କରୁଛନ୍ତି  । ସେହିକ୍ରମରେ ପଦ୍ମପୁର…

ଟ୍ରେନ ଲାଇନ ଦୋହରୀକରଣ, ବ୍ଲାଷ୍ଟିଂ ପଥର ଛିଟକାରେ ଜଣେ ଗୁରୁତର

ନୂଆପଡ଼ା(ଅମିତ କୁମାର ପୁରୋହିତ) : ନୂଆପଡ଼ା ଜିଲ୍ଲା ଲଖନା ଥାନା ମୁରଲିବାହାଲି ଗାଁ ନିକଟରେ ଟ୍ରେନ ଲାଇନ ଦୋହରୀ କରଣରେ ବ୍ଲାଷ୍ଟିଂ ପଥରରେ ଜଣ ବାଟୋଇ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ହେଲେ ଲଖନାର ଅବଦୁଲ୍ଲା ହୁସେନ(୩୬) ।    ଆଜି ଅପରାହ୍ନରେ ଅବଦୁଲ୍ଲା ନିଜ ମୋଟର ସାଇକେଲରେ…

ବନ୍ଧା ହୋଇ ଜେଲ ଗଲେ ଅଭିଯୁକ୍ତ ସରପଞ୍ଚ

ରାଉରକେଲାର ଏକ ହୋଟେଲରୁ କାବୁ କଲା ପାଇକମାଲ ପୋଲିସ ବରଗଡ :- ପାଇକମାଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଧବଳେଶ୍ବର ସାହୁଙ୍କର ନାମରେ ଗତ କିଛି ଦିନ ତଳେ ଜଣେ ମହିଳା ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ। ଏ ନେଇ ପାଇକମାଲ ଥାନାରେ କେଶ ନ 19/2019 ରୁଜୁ ହେବା ପରେ ଅଭିଯୁକ୍ତ ସରପଞ୍ଚ ପାଇକମାଲ…

ରାୟଗଡା ପୋଲିସ ଖାପଚରେ ଚାରି ଜଣିଆ ଲୁଟେରା ଗ୍ୟାଙ୍ଗ  

ରାୟଗଡାରୁ ସରୋଜ କୁମାର ସାହୁ:  ୪ଜଣିଆ ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ରାୟଗଡ଼ା ପୋଲିସ । ଏହି ଲୁଟେରା ଗ୍ୟାଙ୍ଗରେ ୨ଜଣ ମହିଳା ଓ ୨ଜଣ ପୁରୁଷ ରହିଥିବା ବେଳେ ଏମାନଙ୍କ ଲୁଟ କରିବାର ତରିକା ଅଲଗା । ଏହି ଲୁଟ ଗ୍ୟାଙ୍ଗର ମହିଳାମାନେ ଲୋକଙ୍କୁ ବିଭିନ୍ନ ଶାରିରୀକ…

ସି.ଆର.ପି.ଏଫ ର ଜୋରଦାର କମ୍ବିଂ : ପୁଣି ଏକ ମାଓ କ୍ୟାମ୍ପ ଧ୍ୱଂସ  ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା(ଅମିତ କୁମାର ପୁରୋହିତ)  ଜିଲ୍ଲା ସଦର ମହକୁମା ଠାରୁ ୨୦ କି.ମି  ଦୂରରେ ଧରମବନ୍ଧା ଥାନା ଅନ୍ତର୍ଗତ ଓଡିଶା-ଛତିଶଗଡ ସୀମାନ୍ତବର୍ତୀ -ବାଞିପାଣି-ପଣ୍ଡରୀପାଣି ଓ ସନ୍ତୋଷ ପଡା ନିକଟସ୍ଥ ଜଙ୍ଗଲରେ ଏକ ମାଓକ୍ୟାମ୍ପ ଠାବ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି…