Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ବେଆଇନ ଗାଡି ପାର୍କିଂ ନେଉଛି ଜୀବନ
ଭଦ୍ରାସାହିରେ ସିରିଜ ଦୁର୍ଘଟଣା : ଜଣେ ମୃତ ଜଣେ ଗୁରୁତର ଆହତ
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥର ଟଣ୍ଟ ନିକଟରେ ଏକ ମର୍ମତୁଦ ସଡକ ଦୁର୍ଘଟଣା ଘଟି ଯାଇଛି। ଆଜି ସକାଳ ୯ଟା ସମୟରେ କୋଇଡା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ହାଇୱା ଟ୍ରକର ଆଗ ଚକ…
ବଳାତ୍କାର ପରେ ମହିଳାଙ୍କୁ ହତ୍ୟା ।
ମୟୂରଭଞ୍ଜ ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ : ମୟୁରଭଂଜ ଜିଲ୍ଲା ଝାରପୋଖାରିଆ ଥାନା ଅନ୍ତର୍ଗତ ଲହଣ୍ଡାକଚା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମହିଳାଙ୍କୁ ବଳାତ୍କାର କରିବା ପରେ ନୃଶଂସ ଭାବରେ ହତ୍ୟା କରାଯାଇଛି । ସୂଚନା ମୁତାବକ ଲହଣ୍ଡାକଚା ଗ୍ରାମର ଶ୍ରୀ…
ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ପଂଚାୟତ ସିଆରିମାଳ ଗ୍ରାମର ଜଣେ ମହିଳା ବେକରେ ଚାଦର ଲଗାଇ ନିଜ ବାପା ଘର ଡେଙ୍ଗାପଦର ଗ୍ରାମରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି I ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ହେଉଛନ୍ତି ସିଆରିମାଳ ଗ୍ରାମର ମନୋଜ ନାଇକଙ୍କ…
ମୋଟର ସାଇକେଲ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ l
ବାଣପୁର (ସେକ କୌସର ): ଆଜି ପୂର୍ବାହ୍ନରେ ବାଣପୁର କଲେଜ ଛକ ନିକଟରେ ଥିବା ୟୁକୋବ୍ୟାଙ୍କ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବରରୁ ଜଣାଯାଇଛି ଯେ, କୁମାରାଙ୍ଗ ଗ୍ରାମର ଶିବ ମହାରଣା ଘରୁ ସାଇକେଲ ଯୋଗେ ବାଣପୁର ବଜାରକୁ ଆସୁଥିଲେ। ଏହି ସମୟରେ ଏକ କେଟିଏମ ମୋଟରସାଇକେଲ ଆରୋହୀ…
ସ୍କୁଟି ସହ ବୋଲେରୋ ପିକଅପ୍ ଧକ୍କା ; ଜଣେ ମୃତ, ଜଣେ ଗୁରୁତର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଓ କେଶରାପଲ୍ଲୀ ଛକ ମଧ୍ୟରେ ସ୍କୁଟି ସହ ବୋଲେରୋ ପିକଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ସ୍କୁଟିରେ ବସିଥିବା ଆଉ ଜଣେ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ…
ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପେଟ୍ରୋଲ ଢାଳି ଜାଳିବା ଉଦ୍ୟମ : ଯୁବକ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) : କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌର କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ ସମୟରେ ଅଭିଷେକ ଗୁପ୍ତା ନାମକ ଯୁବକ ନିଜ ଘର ସମ୍ମୁଖ ରେ ଥିବା ସରକାରୀ ଜମିରେ ଥିବା ଦୋକାନ ଘର ଉଛେଦ ନ ହେବାରୁ ଅସନ୍ତୋଷ…
ଟ୍ରାକ୍ଟରରେ ବେଟେରୀ ସଂଯୋଗ ବେଳେ ଟ୍ରାକ୍ଟର ଧକାରେ ଡ୍ରାଇଭରଙ୍କ ମୃତ୍ୟୁ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ଟ୍ରାକ୍ଟରରେ ବେଟେରୀ ସଂଯୋଗ ବେଳେ ଟ୍ରାକ୍ଟର ଚଢିଯିବାରୁ ଡ୍ରାଇଭରର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ପ୍ରକାରେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ନିକଟସ୍ଥ ଗୁଣ୍ଠପଲ୍ଲବା ଗ୍ରାମର ଗୌର ଚନ୍ଦ୍ର ଗୌଡ଼(୫୫), ବୁଧବାର ଅପରାହ୍ନ ୩ ଘଣ୍ଟା .୪୦ ମିନଟ ସମୟରେ…
ପାଣିରେ ବୁଡି ଯୁବକ ମୃତ
ଜମନକିରା,୩/୧:(ଲିପନ ନାଏକ ) ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ କୋଲପାଳ ଗ୍ରାମରେ ପାଣିରେ ବୁଡି ଜଣେ ବ୍ୟକ୍ତିର ମୃତ ଘଟିଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।ପୋଲିସର ସୂଚନା ଅନୁଯାୟୀ,…
ବାଲୁଗାଁ ହରିକୁଣ୍ଡ ବରଡ଼ି ନିକଟରେ ଓଲଟିଲା ବୋଲେରୋ, 10 ଗୁରୁତର lll
ବାଲୁଗାଁ( ସେକ କୌସର ): ଆଜି ସକାଳେ ବାଲୁଗାଁ ହରିକୁଣ୍ଡ ବରଡ଼ି ନିକଟରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗାଡି ଓଲଟି ପଡିଥିବାର ଜଣାପଡିଛି। ଏଥିରେ 8 ଆଶା କର୍ମୀଙ୍କ ସହ ଜଣେ ନାବାଳିକା ଓ ବୋଲେରୋ ଚାଳକ ଗୁରୁତର ହୋଇଥିବାର ଜଣାପଡିଛି।ଖବର ପାଇ ଘଟଣା ସ୍ଥଳରେ ଚିଲିକା ଅଗ୍ନିଶମ ବାହିନୀ ପହଞ୍ଚି…
ସୁରଟ୍ ରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ଓଡ଼ିଆ ଦାଦନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦିନକୁ ଦିନ ବଳି ପଡୁଛି ଓଡ଼ିଆ ଦାଦନଙ୍କ ସମସ୍ୟା I ପ୍ରତିଦିନ କେହି ନା କେହି ଓଡ଼ିଆ ଦାଦନ କୌଣସି କାରଣରୁ ମଧ୍ୟ ମୃତ୍ୟୁ ବରଣ କରୁ୍ଥିବା ଖବର ଶୁଣିବାକୁ ମିଳୁଛି I ଏହି ଭଳି ଦୁଇ ଦାଦନ ଟଳି ପଡିଛନ୍ତି ମୋଟରସାଇକେଲ୍ ଦୁର୍ଘଟଣାରେ I ସୂଚନା ପ୍ରକାରେ…