Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ସ୍କୁଲ ପିଲାଙ୍କୁ ନେଇ ଆସୁଥିବା ବେଳେ ଘଟିଲା ଦୁର୍ଘଟଣା : ୯ ମୃତ
ପାଲକ୍କଡ : ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହେବ ଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଛି | ପୋଲିସର କହିବା ଅନୁଯାୟୀ, କେରଳର ପାଲକ୍କଡ ଜିଲ୍ଲାର ଭାଡାକକେଞ୍ଚିରୀରେ ଏକ ଘରୋଇ ପର୍ଯ୍ୟଟନ ବସ୍ ଏବଂ କେରଳ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍…
ହଜାରିବାଗ ତୀର୍ଥ ଯାତ୍ରୀ ଵସ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ
ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା
ଆହତ ଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦେଶ
ଭୁବନେଶ୍ୱର: ମୟୁରଭଞ୍ଜ ରୁ ବାରଣାସୀ କୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡ ର ହଜାରିବାଗ ର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ…
ଅଗ୍ନିକାଣ୍ଡ ରେ ଦୁଇ ବଖରା ଘର ପୋଡ଼ି ନଷ୍ଟ।
ରେଢାଖୋଲ / ଶ୍ରୀୟାସ୍ମିତା ସାମଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଂଶାଜାଲ ଗ୍ରାମ ପଞ୍ଚାୟତ ହେଲେଇ ଗ୍ରାମରେ ଶୁକ୍ରବାର ଦିନ ଭୋର ସକାଳୁ ଅଗ୍ନିକାଣ୍ଡ ରେ ଏକ ପରିବାର ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ହେଲେଇ ଗ୍ରାମର ଆର୍ତ୍ତତ୍ରାଣ ବେହେରା…
ବାଇକ ପୋଡ଼ିଲେ ଦୁର୍ବୁତ୍ତ
ଭଞ୍ଜନଗର, : ଭଞ୍ଜନଗର ଥାନା ଅଧିନ ଲଣ୍ଡେଇ ସାହି ୟୁନିଟ-୪ରେ ରହୁଥିବା ରାଜୀବ ବ୍ରହ୍ମା ଗତ ୫ମାସ ପୂର୍ବେ କିଣିଥିବା ହୋଣ୍ଡା ବାଇକ ନଂ ଓଡ଼ି ୩୨-ଜି ୯୧୧୭ଟିକୁ ଘର ଆଗରେ ରଖିଥିଲେ।ହେଲେ ମଧ୍ୟରାତ୍ରୀରେ କେହି ଦୁର୍ବୁତ୍ତ ଆସି ବାଇକ ଟିକୁ ନିଆଁ ଲଗେଇ ଦେଇଥିଲେ। ଭୋର ସମୟରେ ପଡୋଶୀ ଆସି…
ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା, ଜଣେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ
ସିମୁଳିଆ (ଅକ୍ଷୟ କୁମାର ଜେନା): ସିମୁଳିଆ ଥାନା ଜାତୀୟ ରାଜପଥ 16 ମଇତାପୁର ଠାରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ରେ ଜଣେ ଗାଡି ଚାଳକ ଗୁରୁତର ଅବସ୍ଥାରେ ଥିବା ଜଣାପଡିଛି । ଜାତୀୟ ରାଜପଥ 16 ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବଡ ବଡ ଗାଡ଼ ,ଡାଇଭରସନ, ସିଙ୍ଗଲ…
ବିଧବା ମହିଳାଙ୍କୁ ହୋମ ଗାର୍ଡ ଙ୍କ ବଳାତ୍କାର ଉଦ୍ୟମ: ଥାନାର ଦ୍ୱାରସ୍ଥ ହେଲେ ମହିଳା
ଖଇରା (ବୁଲୁ ଲେଙ୍କା ): ଖାକିରେ ଲାଗିଲା କଳଙ୍କ ର ଦାଗ,ରକ୍ଷକ ହୋଇ ଭକ୍ଷକ ସାଜିଲା ପୋଲିସ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ।ଖଇରା ଥାନା ଅଧିନ କଇଥଗଢିଆ ପତଡ଼ା ସାହିର ୪୪ ବର୍ଷୀୟ ବିଧବା ମହିଳା ମାଳତୀ ମଲ୍ଲିକ ଏକୁଟିଆ ଘରେ ଥିବାବେଳେ ଖଇରା ଥାନାରେ…
ବଡ ଆଜ୍ଞାଙ୍କ ପରଲୋକ , ଅଞ୍ଚଳରେ ଶୋକର ଛାୟା ।
ପଦ୍ମପୁର(ଶାସକପ୍ରଶାସକ)- ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀତାକାନ୍ତ ଭୋଇଙ୍କ ଗତକାଲି ରବିବାର ଦିନ ନିଜ କନସିଂହା ସ୍ଥିତ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୭୦ ବର୍ଷ ବୟସ ହେଉଥିବା ବେଳେ ସେ ଅସୁସ୍ଥତା କାରଣରୁ ଦୀର୍ଘ ଦିନ ହେଲା…
ନିଖୋଜ ବ୍ୟକ୍ତି ର ସନ୍ଧାନ ରେ ଅଗ୍ନିଶମ ଓ ପୋଲିସ ବିଭାଗ
୨୪ ଘଣ୍ଟା ପରେ ବି କୋଣସି ସନ୍ଧାନ ମିଳି ନାହିଁ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ ଗ୍ରାମ କଣ୍ଟାପଡା ନିବାସୀ ମହମ୍ମଦ ମୁସ୍ତାକ ନାମକ ଜଣେ ବ୍ୟକ୍ତି ଗତ କାଲି ଦିପହର ଦୁଇ ଘଣ୍ଟା ସମୟରୁ ଘରୁ ନିକଟସ୍ଥ ଖଣ୍ଡିଝରଣ ଡେମ କୁ ମାଛ ଧରିବା ପାଇଁ ଯାଇଥିଲେ । ସନ୍ଧ୍ୟା ଆଠଟା…
ଜେନିଥ ଲାୟନ୍ସ ଗୁରୁକୂଳ ସ୍କୁଲ ବସ ଦୁର୍ଘଟଣା: ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ
ପଦ୍ମପୁର: ସ୍କୁଲ ବସ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ । ପଦ୍ମପୁର ସହରର ଘରୋଇ ସ୍କୁଲ ଜେନିଥ ଲାୟନ୍ସ ଗୁରୁକୂଳ ର ଏକ ବସ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ। ଡ୍ରାଇଭର ର ବେପରୁଆ ଗାଡି ଚାଳନା ଯୋଗୁଁ ବିପଦ ମୁଖରେ ତିରିଶ ରୁ ଅଧିକ ଛାତ୍ରଛାତ୍ରୀ…
ବରଗଡ ଜିଲ୍ଲା ପଦ୍ମପୁର ଠାରେ ଓଲଟିଲା ଟ୍ରକ ।
ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଠାରେ ଡ୍ରାଇଭର ର ଆଖି ଲାଗି ଯିବାରୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ । ପଦ୍ମପୁର ନେହେରୁଗଲି କାଳୀମନ୍ଦିର ପାଖରେ ଭାରସାମ୍ୟ ହରାଇ ରାସ୍ତାରେ କଡରେ ଥିବା ଘରଉପରେ ଚଢ଼ିଗଲା ଗାଡି ,ଭାଗ୍ୟ ବସତ କାହାର କିଛି କ୍ଷୟକ୍ଷତି ହେଇନାହିଁ ଘରରେ ଥିବା ଲୋକ ଡ୍ରାଇଭର ଓ…