Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ନିଖୋଜ ୨ ନାବାଳିକା ଉଦ୍ଧାର, ପରିବାର ଲୋକଙ୍କୁ ହସ୍ତାନ୍ତର
ଓଡ଼ଗାଁ, ୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ନିଖୋଜ ହୋଇଥିବା ୨ ଜଣ ନାବାଳିକାଙ୍କୁ ପୋଲିସ ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରିଛି। ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଉଭୟଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଜିମା!-->…
ସାମାନ୍ୟ ଦୁର୍ଘଟଣା ବଚସାରୁ ତୁମୁଳକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମାନ୍ୟ ଏକ ଦୁର୍ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ୬ବର୍ଷୀୟ ନାବାଳକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ତାଙ୍କ ପରିବାରବର୍ଗଙ୍କ ସହ ଅସଦବ୍ୟବହାର କରିବା ସହ ଜୀବନରେ ମାରିଦେବା ଧମକ ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି!-->…
ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ
ବେଲଗୁଣ୍ଠା,୨୭/୦୭-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ଦିଗି ଗ୍ରାମରେ ପୋଖରୀରେ ବୁଡ଼ିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବରଣ ଘଟଣା ସାରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦିଗି ଗ୍ରାମର ଯୋଗୀନ୍ଦ୍ର ସେଠୀ(୫୯)। ଏନେଇ ଯୋଗୀନ୍ଦ୍ରଙ୍କ ଝିଅ ମନିଷା!-->…
ଯୁବକ କୁ ମାରଣାନ୍ତକ ଆକ୍ରମଣ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ମୁଖ୍ୟ ରାସ୍ତା କାଳୀ ମନ୍ଦିର ଛକ ଏକ ମୋଟରସାଇକେଲ ଗେରେଜ୍ ନିକଟରେ ବଣ୍ଟି ବାରିକ ନାମକ ଜଣେ ଯୁବକ କୁ ୩ ଜଣ ଯୁବକ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁରୁତର ଆହତ ବଣ୍ଟି!-->…
ଡ୍ୟାନ୍ସ ଗ୍ରୁପ୍ ଆଳରେ ଦେହ ବ୍ୟବସାୟ ଅଭିଯୋଗ, ଯୁବତୀଙ୍କ ସହ ଧରାପଡ଼ିଲେ ୨ ଯୁବକ ।
କେନ୍ଦ୍ରାପଡା:୨୫/୭(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଖମଳ ପଞ୍ଚାୟତ ଅଞ୍ଚଳରେ ଡ୍ୟାନ୍ସ ଗ୍ରୁପ୍ ଚଳାଇବା ଆଳରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାରେ ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ଜଣେ ଯୁବତୀଙ୍କ!-->!-->!-->…
ହଳଦିପଡା ନିକଟ NH-16 ରେ ଓଲଟିଲା ବିଲାତି ବୋଝେଇ ଟ୍ରକ
ବାଲେଶ୍ବର ( ): ବାଲେଶ୍ୱର ଜିଲ୍ଲାର ହଳଦିପଡା ନିକଟସ୍ଥ ଜାତୀୟ ରାଜପଥ-୧୬ରେ ଏକ ବିଲାତି ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣା ପରେ ଟ୍ରକ୍ରେ ଥିବା ବହୁ ପରିମାଣର ବିଲାତି ରାସ୍ତା କଡ଼ରେ ବିଛାଡ଼ି ହୋଇପଡ଼ିଛି। ଘଟଣାସ୍ଥଳରେ ସ୍ଥାନୀୟ!-->!-->!-->!-->!-->…
ବଲାଙ୍ଗୀର ଜିଲ୍ଲାରେ ଦୁଇଟି ବଡ଼ ଗଞ୍ଜେଇ ଜବତ, ତଦନ୍ତ ଜାରି
ବନ ବିଭାଗ ଓ ପୋଲିସ ମଧ୍ୟରେ ଶ୍ରେୟ ପାଇଁ ଟଣା ଓଟରା
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ତୁଷୁରା ଥାନା ଓ ସଦର ଥାନା ପୋଲିସ ପୃଥକ ପୃଥକ ଅଭିଯାନରେ ବହୁ ପରିମାଣର ଗଞ୍ଜେଇ ଜବତ କରିଛନ୍ତି। ଉଭୟ ଘଟଣାରେ ଅଭିଯୁକ୍ତମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି!-->!-->!-->!-->!-->!-->!-->…
ସ୍ୱାଭିମାନ ଅଞ୍ଚଳରୁ ମାଓ ଡମ୍ପ ଉଦ୍ଧାର,ବହୁ ବିସ୍ଫୋରକ ସାମଗ୍ରୀ ଜବତ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନାଗିରି ତା ୨୫/୦୭ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ଶୁକ୍ରବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଯୋଡାମ୍ବ ପୋଲିସ ଷ୍ଟେସନ ଅନ୍ତର୍ଗତ ଘନବେଡା ଠାରେ ମାଓ ଦମନ ପାଇଁ ମୃତୟନ ହୋଇଥିବା ୧୭୭ ବ୍ୟାଟେଲିଅନ ର!-->…
ମୁଖ୍ୟମନ୍ତ୍ରୀ ବସ ଇଞ୍ଜିନରେ ଲାଗିଲା ନିଆଁ !
ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ୨୦ ଯାତ୍ରୀଙ୍କ ଜୀବନ
ବେଲଗୁଣ୍ଠା:୨୩/୭-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଆଜି ଏକ ବଡ଼ ଧରଣର ବସ ଦୁର୍ଘଟଣା ଟଳିଯାଇଛି। ସୂଚନା ଅନୁଯାୟୀ, ଆଜି ବେଲଗୁଣ୍ଠାରୁ ମଙ୍ଗଳପୁର ପଞ୍ଚାୟତର ମହାସିଙ୍ଗିପଲ୍ଲୀ ଭାୟା ଆମ୍ବପୁଆ!-->!-->!-->!-->!-->…
ବେଲଗୁଣ୍ଠା ମହାଲକ୍ଷ୍ମୀ ମନ୍ଦିରରେ ଅଗ୍ନିକାଣ୍ଡ: ଗ୍ୟାସ୍ ଲିକ୍ରୁ ପୂଜକ ବଳରାମ ପଣ୍ଡା ଆହତ, ଟଳିଗଲା ବଡ଼ ଦୁର୍ଘଟଣା
ବେଲଗୁଣ୍ଠା-୨୧/୭-: (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ଅନ୍ୟତମ ପ୍ରସିଦ୍ଧ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଅଘଟଣରୁ ଅଳ୍ପକେ ବଞ୍ଚିଯାଇଛି ।ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ମନ୍ଦିର ପୂଜାର୍ଚ୍ଚନା ସାରି ପୂଜକ ବଳରାମ ପଣ୍ଡା ମନ୍ଦିର ବନ୍ଦ କରି ଘରକୁ!-->!-->!-->…