Browsing Category

ଅଘଟଣ

ଟ୍ରକ ଆମ୍ବୁଲାନ୍ସ ମୁହାଁମୁହିଁ, ଆମ୍ବୁଲାନ୍ସ ଡ୍ରାଇଭର ଆହତ

 ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) :ଗଞ୍ଜାମ ଜିଲ୍ଲା,ବୁଗୁଡା ଥାନା ଅନ୍ତର୍ଗତ ଶାଳବଣି ନିକଟରେ ଏକ ଟ୍ରକ ସହ ଏକ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛିଯେ ବୁଗୁଡା ଦିଗରୁ ନୟାଗଡ଼ ଦିଗରେ  ଓଡ଼ି୨୫-୦୮୯୫…

 ଅଞ୍ଚଳରେ ଚାଲିଛି ରନ୍ଧା ମଦର କାରବାର : ଦେଶୀ ମଦ ଯୋଗୁ ପ୍ରାଣହାନୀ ଅଭିଯୋଗ 

ଟିଟିଲାଗଡ ରୁ ଗୌରବ ଦର୍ଜି : କରୋନା ମୁକାବିଲା ପାଇଁ ସରକାର ମଦ ବିକ୍ରି ବନ୍ଦ କରିବା ସହ ଅନେକ କାର୍ଯ୍ୟନୁଷ୍ଠାନ ନେବା ପାଇଁ ନିୟମ ରହିଛି କିନ୍ତୁ ସଇଁନ୍ତଳା ଅଞ୍ଚଳ ରେ ବେଧଡକ ଚାଲିଛି ରନ୍ଧା ମଦ କାରବାର। ରନ୍ଧା ମଦ ପିଇ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି  ବଲାଙ୍ଗିର…

ଜମିବାଡ଼ି ବିବାଦ ଯୋଗୁଁ ଡବଲ ମର୍ଡର :  ନିଜ କାକା ଓ କାକିକୁ ହତ୍ୟା କଲା ପୁତୁରା 

ବଲାଙ୍ଗୀର ( ଗୌରବ ଦର୍ଜୀ)- ବଲାଙ୍ଗୀର  ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ କୁଟ୍ରାବେଡା ଗାଁ ରେ ଘଟିଯାଇଛି ଅଭାବନିୟ ଘଟଣା ।  ନୃଶଂସ ଭାବେ ହତ୍ୟା କରିଛି ନିଜ ପୁତୁରା କାକା ଓ କାକି କୁ ଧାରୁଆ ଅସ୍ତ୍ର ରେ ହାଣି କୂଅରେ ଫିଙ୍ଗିଦେଇଛି । ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି…

୨୩ ଗ୍ରାମ ବ୍ରାଉନ ସୁଗାର ଜବତ ; ୨ଗିରଫ କୋର୍ଟ ଚାଲାଣ

ସୋହେଲା(ଶାସକ ପ୍ରଶାସକ)- ବରଗଡ ଜିଲ୍ଲା ସୋହେଲା ପୋଲିସ ରାୟପୁରରୁ ବରଗଡ଼କୁ ଏକ  ବାଇକରେ ବ୍ରାଉନ ସୁଗାର ଚୋରା ଚାଲଣ କରୁଥିବା ଅଭିଯୋଗରେ ୨ ଜଣକୁ ପୋଲିସ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବରଗଡ ଥାନା ଖଜୁରଟିକିରାର ଅରସଦ ଓରଫ ରାଜା ଖାନ(୩୨) ଓ ସୋହେଲା ଥାନା ବିନ୍ଧନପାଲି…

ଶୁଣିବା ପରେ ଲଜ୍ୟାରେ ଲୋକଙ୍କ ମୁଣ୍ଡ ନଇଁଯାଉଛି, ପ୍ରଶାସନକୁ ଲାଜ ଲାଗୁଛି କି ନାହିଁ କେଜାଣି !

 ଧନ୍ୟ ପ୍ରଶାସନର ଶିଶୁ ଓ ବାଳିକା ସୁରକ୍ଷା କାର୍ଯ୍ୟକ୍ରମ   ସଦର ଏସଡିପିଓଙ୍କ କାର୍ଯ୍ୟାଳୟ  ପଛ ପଟେ ନାବାଳିକା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ  ଘଟଣାଟି  ୫ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପାଖରେ ଖବର ନାହିଁ l  ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ଲଜ୍ୟା, ଲଜ୍ୟା, ଲଜ୍ୟା l …

ଏମିତି ଆସେ ମରଣ : ଶ୍ୟାମ ପୂଜା ପାଇଁ  ଯାଉଥିଲେ, ଦୁର୍ଘଟଣା ନେଲା ଜୀବନ 

ଝାରସୁଗୁଡା ବାହାରିଥିବା ବାପ ପୁଅଙ୍କ ଟ୍ରକ ଧକ୍କାରେ ମୃତ୍ୟୁ ଉଜୁଡ଼ିଲା ସୁନାର ସଂସାର, ବାପା ଛେଉଣ୍ଡ ହେଇଗଲା ନିଷ୍ପାପ ଶିଶୁ ୩ ବର୍ଷର   ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ଭୂଷଣ କାରଖାନା ପାଖରେଥିବା ଗଜରାଜ ମୋଟର୍ସ ସମ୍ମୁଖରେ ମଙ୍ଗଳ…

ଚାଲିଗଲେ ଛନ୍ଦା ସାର : ଶୋକରେ ମ୍ରିୟମାଣ ପଦ୍ମପୁର 

ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ଅଞ୍ଚଳରେ ଜଣେ ସର୍ବଜନାଦୃତ ଓ ଛାତ୍ରଛାତ୍ରୀବତ୍ସଳ ଜଣ ଶୁଣା ଆଦର୍ଶ ଶିକ୍ଷକ ଛନ୍ଦାଚରଣ ମହାନ୍ତିଙ୍କ ପରଲୋକ ହୋଇଯାଇଛି  । ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା | ଜଣେ ସରଳ, ନିରାଡ଼ମ୍ବର ଓ ମିଷ୍ଟଭାଷୀ  ପ୍ରକୃତିର ବ୍ୟକ୍ତି ଥିଲେ ସ୍ବର୍ଗତ ମହାନ୍ତି । ତାଙ୍କ…

ଜୀବନ ପାଇଁ ସଂଘର୍ଷରେ ହାରିଲେ ଡାକ୍ତର : ଅଧା ବାଟରେ ଚାଲିଗଲା ପ୍ରାଣବାୟୁ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ି ସୁରାଟରେ କାମକରି ପରିବାର ପ୍ରତିପୋଷଣ କରୁଥିଲେ। ଡାକ୍ତରଙ୍କ ସହ ତାଙ୍କର ସାନ ଦୁଇ ଭାଇ ସୁଶାନ୍ତ ଓ ବସନ୍ତ ମଧ୍ୟ ସୁରାଟରେ କାମ କରୁଥିଲେ। ବସନ୍ତ ଗଞ୍ଜାମ…

ଏମିତି ବି ହୁଏ ଅଘଟଣ : ଆଗ ଚକ ଉଠିଗଲା, ପ୍ରାଣ ଚାଲିଗଲା 

ବରଗଡ :- ବରଗଡ ଜିଲ୍ଲା ପାଇକମାଲରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଟ୍ରାକ୍ଟର ଦୁର୍ଘଟଣା ଘଟି ଯାଇଛି । ସୂଚନା ମୁତାବକ ପାଇକମାଲର ବରିଷ୍ଠ ଅଧିବକ୍ତା ଶ୍ରୀ ମନୋଜ କୁମାର ତ୍ରିବେଦୀଙ୍କର ଘରେ  ଟ୍ରାକ୍ଟର ଦ୍ୱାରା ମାଟି ଫିଲିଙ୍ଗ କାମ ଚାଲୁଥିଲା । ଏହି ସମୟରେ ମାଟି ବୋଝେଇ ଏକ ଟ୍ରାକ୍ଟର…

ବେଆଇନ ଭାବେ କଫ ସିରଫ ବିକ୍ରି ଅଭିଯୋଗ : ଜଣେ ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ ନିରୋଜ ମିଶ୍ର :  ବେଆଇନ ଭାବେ କଫ ସିରଫ ରଖିବା ଓ ବିକ୍ରି କରିବା ଅଭିଯୋଗରେ ପୁଇଁନ୍ତଲା ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ବଲାଙ୍ଗିର ସୁଦପଡା ସହରର ଅଭିଷେକ ଦୋରା ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୯୭ଟି ଠିପି…