Browsing Category

ଅଘଟଣ

ବିଜେଡି କର୍ମୀ କୃଷ୍ଣଚନ୍ଦ୍ର ଙ୍କ ଜଣ୍ଡିସ ନେଲା ଜୀବନ, କେବେ ଚେଇଁବ ପ୍ରଶାସନ !

କେବେ ସୁଦ୍ଧା ବଦଳିବ ପୁରୁଣା ପାଣି ପାଇପ ବଦଳ କାମ  ସହରରେ ଅନେକ ଅଂଚଳରେ ପୁରୁଣା ପାଇପ ଫାଟି ମିଶୁଛି ଦୂଷିତ ଜଳ   ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ସହରରେ ପୁଣି ଫେରିଛି କାମଳ ବା ଜଣ୍ଡିସ l ୨୦୧୪ ମସିହାରେ ଏହି ମହାମାରୀ କବଳରେ ସହର ର  ଶତାଧିକ ଲୋକଙ୍କ ଜୀବନ ଯାଇଥିଲା l…

ବଲାଗିଂର ସଦର ବ୍ଲକ ବଡତେଲେନପାଲି ଗାଁ ରେ ଅଘଟଣ : ୩ ମୃତ ।

ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ବଜ୍ରାଘାତରେ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଗାଁ ର ଚବିନ ଧରୁଆଙ୍କ ଚାଷ ଜମିରେ ଧାନଗଛ ପହ୍ଲାରୁଆ କାମ ଚାଲିଥିଲା । ପ୍ରାୟ ୧୮ ଜଣ ମହିଳା ଓ ପୁରୁଷ କାମରେ ନିୟୋଜିତ ଥିଲେ । ହଠାତ ବଜ୍ରାଘାତ ହେବାରୁ ଜଣେ ମହିଳା ଚାଷ…

ଆଲବମ କୁଇନ ଦୀପା ସାହୁ ଆଉ ନାହାନ୍ତି

ଭୁବନେଶ୍ୱର : ବିଗତ ଦିନର ଆଲବମ କୁଇନ ଦୀପା ସାହୁ ଆଉ ନାହାନ୍ତି | କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଜି ସେ ଆଖି ବୁଜି ଦେଇଛନ୍ତି ଦୀପା | କର୍କଟ ରୋଗରେ ପୀଡିତ ଥିବା ଦିପା ମାସେ ହେଲା ସିରିଆସ ଥିଲେ |  ଶେଷ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ…

ଭାରତର ପ୍ରଥମ ଗାନ୍ଧୀ ମନ୍ଦିରର ପ୍ରତିଷ୍ଠାତା ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ଦେହାନ୍ତ 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ମହାନ ଗାନ୍ଧୀବାଦୀ ନେତା ଅଭିମନ୍ୟୁ କୁମାରଙ୍କ ମଠପାଲି,ଭତରା  ସ୍ଥିତ ବାସ ଭବନରେ ଆଜି ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲ। ଶ୍ରୀ କୁମାର ଭାରତୀୟ ଜାତୀୟ…

ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) : ୧୦ ନମ୍ବରର ରାଜ୍ୟ ରାଜପଥକ (ବିଜୁ ଏକ୍ସପ୍ରେସ ୱେ) ଶାସନ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ବ ଡିଭାଇଡରରେ ପଡି ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ହେଲ୍ଟେଡ ମେଡ ପିନ୍ଧି ଥିଲେ ମଧ୍ୟ  ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣା ସ୍ଥଳରେ…

ପୋଖରୀରେ ବୁଡି ମହିଳା ଚାଷୀ ମୃତ ! 

ଝାରସୁଗୁଡା (ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଡୁଙ୍ଗ ମୌଜାର ମକରଧ୍ବଜ ମୁଣ୍ଡାଙ୍କ ସ୍ତ୍ରୀ ବାସନ୍ତି ମୁଣ୍ଡା ବୟସ (୪୯) । ସେ ଗତକାଲି କ୍ଷେତକୁ ଚାଷ କାର୍ଯ୍ୟରେ ଯାଇଥିଲେ । ମିଳିଥିବା ଖବର ଅନୁଯାୟୀ ଗତକାଲି କ୍ଷେତକୁ ଯାଇଥିବା…

ଆଜି ମାଓ-ଯବାନ ମୁକାବିଲା : ଦୁଇଜଣ ମାଓବାଦୀ ନିହତ   

ଘୁ. ଉଦୟଗିରି: ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ନାକୁଦୁପଡା ନିକଟ ଜଙ୍ଗଲରେ ପୁଣି ଗତକାଲି ପୁଲିସ ମାଓବାଦୀ ଗୁଳି ବିନିମୟ ହୋଇ ଦୁଇ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି। ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଗତ କିଛିଦିନ ପୂର୍ବେ…

କୋରୋନା ରୋଗୀଙ୍କ ମୃତ୍ୟୁ! 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ରଘୁନାଥପାଲିସ୍ଥିତ ନିଷିଦ୍ଧାଞ୍ଚଳର ଏକ ୭୪ ବର୍ଷ ବୟସ୍କ ରାଉରକେଲା ସ୍ଥିତ ହାଇ-ଟେକ୍ କୋଭିଡ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ଝାରସୁଗୁଡ଼ା ଏଡିଏମ ସ୍ପଷ୍ଟ କରିଛନ୍ତି। ୧୨ ଜୁଲାଇରୁ ରଘୁନାଥପାଲି ଟିଏମସିରେ…

କାହାର କି କ୍ଷତି କରିଥିଲା ଏ ନିଷ୍ପାପ ଝିଅଟା 

 ନୟାଗଡ (ବିଶ୍ୱଜିତ ନାୟକ) - ନୟାଗଡ ଉପକଣ୍ଠ ସଦର ଥାନା  ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚୟତ ଯଦୁପୁର ଗ୍ରାମରେ ଘଟିଯାଇଚି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ଅଶୋକ କୁମାର ସାହୁଙ୍କ ଝିଅ (ବୟସ- 5 ବର୍ଷ 6ମାସ )ଆଜକୁ ପ୍ରାୟ 10ଦିନ ତଳେ 14.7.2020 ତାରିଖରୁ ନିଖୋଜ ଥିବାର ସଦର ଥାନାରେ …

ବଲାଙ୍ଗୀରରେ ଗାୟତ୍ରୀ ପୂଜନର ପ୍ରତିଷ୍ଠାତା ସମ୍ଭୁପ୍ରସାଦ ଆଚାର୍ଯ୍ୟଙ୍କ ପରଲୋକ।

ବଲାଙ୍ଗୀର (ନିରୋଜ ମିଶ୍ର) : ବଲାଙ୍ଗୀରରେ ଗାୟତ୍ରୀ ପୂଜନର ପ୍ରତିଷ୍ଠାତା ସମ୍ଭୁପ୍ରସାଦ ଆଚାର୍ଯ୍ୟଙ୍କ ଆଜି ଅପରାହ୍ନ ୩:ଟା ୩୦ ମିନିଟ ସମୟରେ  ରାମେଶ୍ୱର ନଗର ସ୍ଥିତ ବାସ ଭବନରେ  ୯୫ ବର୍ଷ ବୟସରେ ବିୟୋଗ ହୋଇଛି। ଯେଉଁଥିରେ ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ତେବେ ସେ ତାଙ୍କ ଜୀବନୀ କାଳରେ…