Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଚିର ନିଦ୍ରାରେ ଦରଦୀ ବନ୍ଧୁ ଖ୍ରୀଷ୍ଟିଆୟ ମିଶନାରୀ ଆଚାର୍ଯ୍ୟ ବ୍ରାଉନ ନାୟକ
ଆମେରିକା ସ୍ଥିତ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗକଲେ ଖ୍ରୀଷ୍ଟିୟାନ ଟେଲିଭିଜନ ପ୍ରଚାରକ, ପାଳକ ଏବଂ ମିଶନାରୀ ଆଚାର୍ଯ୍ୟ ବ୍ରାଉନ ନାୟକ
ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ: ଚିର ନିଦ୍ରାରେ ଦରଦୀ ବନ୍ଧୁ ଆଚାର୍ଯ୍ୟ ବ୍ରାଉନ ନାୟକ I ସେ ଥିଲେ ଏକା ଧାରାରେ ଜଣେ ଶିକ୍ଷକ, ଖ୍ରୀଷ୍ଟିଆନ…
18ରୁ 24ପର୍ଯ୍ୟନ୍ତ ମାଓ ସହିଦ ଦିବସ ପାଳନ କରିବାକୁ ଲାଲ ବାହିନୀର ଆହ୍ୱାନ
ଘୁ.ଉଦୟଗିରି: ପୁଣି ଲାଲ ବାହିନୀର ତାଣ୍ଡବ I ଯାହା କି କନ୍ଧମାଳ ଜିଲ୍ଲାରେ ଦୀର୍ଘ ଦିନର ନୀରବତା ପରେ ପୁଣି ମାଓସ୍ଥିତି ଜାହିର କଲେ ମାଓବାଦୀ I ଗତକାଲି ବାଲିଗୁଡା ଉପଖଣ୍ଡ ଥାନା ଅଞ୍ଚଳର କଂଜାମେଣ୍ଡି ଛକ ନିକଟ NH5ମୁଖ୍ୟ ରାସ୍ତାରେ ମାଓ ବ୍ୟାନର ମାରିବା ସହ ସନ୍ଧ୍ୟାରେ ବାଲିଗୁଡା ଥାନା ର…
ଝାରସୁଗୁଡ଼ା ପୋଲିସ ହାତରେ ଗଞ୍ଜେଇ ଚୋରାଚାଲାଣକାରୀ
ଝାରସୁଗୁଡ଼ା :(ସୁଭାଷ ସହାରେ) ଗତକାଲି ଝାରସୁଗୁଡ଼ା ପୋଲିସ ହାତରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ଜଣେ ଧରାପଡ଼ିଛି। ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନାର ମାଲତିଗୋଛାପଡାର ନିବାସୀ କୁଶ କହଁର ପି: ସ୍ବ: ରାମ କହଁର OD 15 A 3154 ନମ୍ବରର ଏକ ଆପାଚେ ମୋଟର ସାଇକେଲରେ ଆଠ କିଲୋଗ୍ରାମ…
ଗାର୍ଲଫ୍ରେଣ୍ଡ ସହ ତିକ୍ତତାରୁ ଆତ୍ମହତ୍ୟା
ଝାରସୁଗୁଡ଼ା ଜିଲ୍ଲାର ରାମପୁର ଆଉଟପୋଷ୍ଟ ଅନ୍ତର୍ଗତ ବୁନ୍ଦିଆ ଅଞ୍ଚଳରେ ଏକ ୨୦ ବର୍ଷର ନବଯୁବକ ନିଜ ଘରେ ସିଲିଂ ଫ୍ୟାନରେ ଆତ୍ମହତ୍ୟା କରିଥିବା ଖବର ଆସିଛି। ନୀତିଶ କୁମାର ନାମକ ଏହି ଯୁବକ ନିଜର ଏକ ଝିଅ ସାଙ୍ଗ ସହ ସଂପର୍କ ତିକ୍ତ ହୋଇଯାଇଥିବା ଯୋଗୁଁ ଭିଡିଓ କଲ କରିବା ସମୟରେ ଏହି ଦୁଃଖଦ…
ଅର୍ଥ ହେର୍ଫେର୍ ମାମଲା : ବ୍ଲକ୍ ଶିକ୍ଷା ଅଧିକାରୀ ନିଲମ୍ବିତ
ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ବ୍ଲକ୍ ଶିକ୍ଷା ଅଧିକାରୀ ରିଚ୍ପାଲ୍ ସାଗର ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୧୪ ଅଗଷ୍ଟ ରାଜ୍ୟ ସରକାରଙ୍କ ତରଫରୁ ଏକ ପତ୍ର ଜରିଆରେ ରିଚ୍ପାଲ୍ ସାଗରଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ସୁଦ୍ଧା…
ଅଭିନବ ଢଙ୍ଗରେ ଗଂଜେଇ ଚାଲାଣ ବେଳେ ଧଇଲା ପୋଲିସ
ବାରିପଦା/ ଦିଲ୍ଲୀପ ମହାନ୍ତି : ଅଭିନଵ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ଆନ୍ତଃରାଜ୍ୟ ରାକେଟକୁ ମାଡିବସିଲା ବେତନଟୀ ପୁଲିସ । ୪୪୭ କିଲୋଗ୍ରାମ ଓଜନ ଗଞ୍ଜେଇ ସହ ପିକଅପଭ୍ୟାନ ଜବତ । ୨ ଅଭିଯୁକ୍ତ ଗିରଫ । ବେତନଟୀ ଥାନା ଆଇଆଇସି, ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ…
ଟ୍ରାକ୍ଟର ଓଲଟି ୨ମୃତ ଜଣେ ଗୁରୁତର
ବାରିପଦା(ଦିଲ୍ଲୀପ ମହାନ୍ତି):-ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ମୃତ ୧ଗୁରୁତର। ମୋରଡ଼ା ଥାନା ଅନ୍ତର୍ଗତ ୬୧ନଂ ରାଜ୍ୟ ରାଜପଥ ବାରିପଦା-ଅମର୍ଦ୍ଦା ମୁଖ୍ୟ ରାସ୍ତାର ଝିଙ୍କିରିଆ ଛକ ନିକଟରେ ଘଟିଛି ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ଇନିଂସ ସାରି ବାହୁଡ଼ିଗଲେ ଭେଟେରାନ କ୍ରିକେଟର ଚେତନ ଚୌହାନ
ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଭେଟେରାନ୍ କ୍ରିକେଟ୍ ପ୍ରଶାସକ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଚେତନ ଚୌହାନଙ୍କର 73 ବର୍ଷ ବୟସରେ ଦେହାନ୍ତ ହୋଇଛି। କୋଭିଡ -19 କାରଣରୁ ଜଟିଳତା ହେତୁ ଦେହାନ୍ତ ହୋଇଛି। ତାଙ୍କୁ 73 ବର୍ଷ ହୋଇଥିଲା। ତାଙ୍କର ଦେହାନ୍ତ ଖବର ଭାଇ ପୁଷ୍ପେନ୍ଦ୍ର…
ଓଡିଶାରେ ପ୍ରଥମ : ସମ୍ବଲପୁରରେ କରୋନା ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ଜଣେ ଡାକ୍ତର ମୃତ୍ୟୁବରଣ କରିବା ପରି ଦୁଃଖଦ ପ୍ରଥମ ଘଟଣା ସମ୍ବଲପୁର ଜିଲ୍ଲା ରେ ଘଟିଛି l ଜ଼ିଲ୍ଲା ର ହୀରାକୁଦ ଇଏସ୍ଆଇ ମେଡିକାଲରେ କାର୍ଯ୍ୟରତ ଡାକ୍ତର କୁଳମଣି ସୁନା (୪୭)ଙ୍କ କରୋନାରେ ଗୁରୁବାର ମୃତ୍ୟୁ ଘଟିଛି।…
ଜଣାଶୁଣା ବିଜେଡି କର୍ମୀ ଓ ସମାଜସେବୀ ଶ୍ରୀ ଶଙ୍କର ଲାଲ ଶର୍ମାଙ୍କର ଦେହାନ୍ତ
ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ା ଅଞ୍ଚଳର ଜଣାଶୁଣା ବିଜେଡି କର୍ମୀ ଓ ସମାଜସେବୀ ଶ୍ରୀ ଶଙ୍କର ଲାଲ ଶର୍ମାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। | ଶ୍ରୀ ଶର୍ମା ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। ତାଙ୍କର ଚିକିତ୍ସା ଭୁବନେଶ୍ବରର କୌଣସି ଏକ…