Browsing Category

ଅଘଟଣ

ପଥର ମାଡରେ ଅଭିଯୋଗକାରୀ ଆହତ: ଥାନାରେ ମାମଲା ରୁଜୁ

ମେଲଛାମୁଣ୍ଡା,(ଶାସକପ୍ରଶାସକ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସମାରପାଲିରେ ଏକ ଗଣ୍ଡଗୋଲ ଘଟି ଗୌରିଶଙ୍କର ସାହୁ ନାମକ ଜଣେ ବ୍ୟକ୍ତି ଆହତ ହେବା ସହ ମେଲଛାମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ ମେଲଛାମୁଣ୍ଡା ଥାନାରେ ୧୪୩/୨୦ ଦଫା ୩୪୧,୩୨୩,୨୯୪, ୩୨୫, ୪୨୭, ୫୦୬…

ଆଖି ବୁଜିଲେ କରୋନା ଯୋଦ୍ଧା  ଡ଼ ପନସାରୀ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର (ରମାକାନ୍ତ ବିଶ୍ୱାଳ): ସହରର ଜଣାଶୁଣା ଡା.ସଜ୍ଜନ ପନସାରୀ (୫୬)  ଙ୍କ ଗୁରୁବାର ପରଲୋକ ହୋଇଛି l ଡା. ସଜ୍ଜନ ପନସାରୀ କରୋନା ଯୋଦ୍ଧା ଥିଲେ l ସ୍ୱର୍ଗତ ଡା. ପନସାରୀ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଶା ନିବାରଣ ବିଭାଗରେ କାର୍ଯ୍ୟ…

ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଜଣେ  ଗିରଫ 

 ଘୁ.ଉଦୟଗିରି:ଗଗନ କୁମାର ପ୍ରଧାନ: ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଘୁ.ଉଦୟଗିରି ପୁଲିସ ଜଣକୁ ଗିରଫ କରିଛି I ଗିରଫ ଗଞ୍ଜେଇ ଚୋରା ଚାଲାଣକାରୀ ଜଣକ ହେଲେ ନାରାୟଣ ରାଣା I ଘଟଣା ଅନୁସାରେ ଗଞ୍ଜେଇ ବେପାରୀ ଜଣକ ଓଆର- ୦୫ଏଏ-୪୫୫୫ ନମ୍ବର ହୋଣ୍ଡା ସିଟି କାର ଯୋଗେ ଗତ କାଲି ସନ୍ଧ୍ୟାରେ…

 ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ନେଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ।

ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ନେଇ ଯୁବକଙ୍କ ମୃତ୍ୟୁ ହୋଇ ଥିବା ଅଭିଯୋଗ l ସମ୍ପୃକ୍ତ  ଡାକ୍ତରଙ୍କୁ  ବହିଷ୍କାର ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀରେ ରାଜରାସ୍ତା ଅବରୋଧ l …

କରୋନା ବିପତ୍ତି କାଳେ ମାଗଣା ସ୍କୁଟି ଦେବା ନାଁରେ ଠକେଇ ; ୨ ଗିରଫ

ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ମାଗଣା ସ୍କୁଟି ଯୋଗାଇବା ନାଁ ରେ ଠକୁ ଥବା ଓ ସ୍କୁଟି ରେଜିଷ୍ଟ୍ରେସନ ଟଙ୍କା ଆଦାୟ କରୁ ଥିବା ବେଳେ ମାଲକାନଗିରି ପୁଲିସ ଦ୍ବାରା ଦୁଇ ଅନଲାଇନ ଲୁଟେରା ଗିରଫ ହୋଇଛନ୍ତି। ସୂଚନା ଯୋଗ୍ୟ, ଉକ୍ତ ଅଭିଯୁକ୍ତ ସ୍କୁଟି ଦେବା ପାଇଁ ଏକ ଯୋଜନା କରିଥିଲେ।…

ଆନ୍ଧ୍ର-ଓଡିଶା ସୀମାନ୍ତରେ ପୋଲିସ କାର୍ଯ୍ୟକଳାପ ବିରୋଧରେ ଆଦିବାସୀ ମେଳି

ମାଲକାନଗିରି (ବି ଶ୍ରୀନିବାସ ପାତ୍ର )  ଗତକାଲି ଏକ ପୋଲିସ ଜୁଲମ ବିରୋଧି  ରାଲୀ ସ୍ୱାଭିମାନ ଅଞ୍ଚଳ ରେ ଦେଖିବାକୁ ମିଳିଥିଲା। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ର ରାଲେଗାଡ଼ା ପଞ୍ଚାୟତର ସୀମାନ୍ତ ଓ ଆନ୍ଧ୍ରା ପ୍ରଦେଶ ସୀମାନ୍ତ  ପେଦାବାଇଲୁ ଥାନା  ଅନ୍ତର୍ଗତ ଇଂଜେଇ…

ଅବକାରୀ ବିଭାଗ ଦ୍ଵାରା ରନ୍ଧା ମଦ ଜବତ।

ଟିଟିଲାଗଡ (ଗୌରବ ଦରଜୀ)-କୋରୋନା କାଳରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରାୟ ୫ମାସ ଧରି ଅନେକ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କରିବାପରେ ବର୍ତ୍ତମାନ ଅନଲକ୍ କରୁଛନ୍ତି ସାରା ଦେଶକୁ। ଜନସାଧାରଣଙ୍କ ଜୀବନ ସାମାନ୍ୟ ସୁଧୁରି ଆସୁଥିବା ବେଳେ ଅନେକ ଅସାମାଜିକ କାର୍ଯ୍ୟ କଳାପ ବି ଅନଲକ…

ଭିଜିଲାନ୍ସ ଖାପଚରେ ଏକଜେକ୍ୟୁଟିଭ ଅଫିସର

http://www.youtube.com/watch?v=qEUKDfTd-CU ବହୁକୋଟିପତି ଏକଜେକ୍ୟୁଟିଭ ଅଫିସର : ଝାରସୁଗୁଡ଼ା ସହରରେ ୧୪ଟି ପ୍ଲଟ ଓ  ପେଟ୍ରୋଲ ପମ୍ପ ଝାରସୁଗୁଡ଼ା :(ସୁଭାଷ ସହାରେ)- ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌର ପରିଷଦର  କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଲୀପ କୁମାର ପଟେଲଙ୍କ…

ଶିମିଳି ପାଳ ରେ ମୃତ ହାତୀ ଶାବକ ଉଦ୍ଧାର :ଆନ୍ଥ୍ରାକ୍ସ ଜନିତ ମୃତ୍ୟୁ

ଯଶିପୁର/ବାରିପଦା (ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ଯଶିପୁର ଠାରୁ ୧୮ କିମି ଦୂର ଶିମିଳିପାଳ ବନ୍lଞ୍ଚଳର  ଜାତୀୟ ଉଦ୍ୟାନ ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର  ରାଜପାଳ ଗ୍ରାମ ନିକଟରେ ଆଜି ଏକ  ହାତୀ ଶାବକ ର ମୃତ ଦେହ ଦେଖିବାକୁ ମିଳି ଥିଲା l ଯଶିପୁର ଜାତୀୟ ଉଦ୍ୟାନ ରେଞ୍ଜ…

ସାଂସଦଙ୍କ ଜାଲ ସ୍ୱାକ୍ଷରରେ ଏମ୍ପି ଲେଡ଼ ବଣ୍ଟନ : ସାଂସଦଙ୍କ ସମ୍ପର୍କୀୟ ଶଳା କାର୍ପଟଦାର 

ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶର ଟୁଡୁଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଅଭିଯୋଗ ସମ୍ପର୍କୀୟ ଶଳା ସହ ବିଜେପି ସୋସିଆଲ ମିଡ଼ିଆ ସଦସ୍ୟ ଗିରଫ ବାରିପଦା/ ଦିଲ୍ଲୀପ ମହାନ୍ତି : ସାଂସଦଙ୍କ ଜାଲ ଦସ୍ତଖତରେ ହାତପାଣ୍ଠି  ବଣ୍ଟନ ଅନିୟମିତତା ଅଭିଯୋଗରେ ବାରିପଦା ଟାଉନ ଥାନା ପୁଲୁସ ଦୁଇ…