Browsing Category

ଅଘଟଣ

ବିଶୋଇ ସାର୍ନା ଛକରେ ଗ୍ୟାସଗାଡି ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ, ଅନ୍ୟ ଜଣେ ମହିଳା ଗୁରୁତର

ବାରିପଦା(ଦିଲ୍ଲୀପ  ମହାନ୍ତି)-ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅଧୀନ ତଥା ବିଶୋଇ ବଜାର ନିକଟସ୍ଥ ସାନ୍ନା ଛକରେ ସୋମବାର  ଅପରାହ୍ନରେ  ଏକ ଇଣ୍ଡେନ ଗ୍ୟାସ ସିଲିଣ୍ଡର ଗାଡି ରାସ୍ତା କଡ଼ରେ ଠିଆ ହୋଇଥିବା ଦୁଇ ଅଙ୍ଗନବାଡ଼ି ଦିଦି ଏବଂ ଜଣ ଦିଦିଙ୍କ ସ୍ବାମୀ ଛିଡ଼ା ହୋଇଥିବାବେଳେ ହଠାତ୍ ଗ୍ୟାସ…

ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁ ଆଉ ନାହାନ୍ତି 

ପଦ୍ମପୁର - ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକ ମାଝିପାଲି ଗ୍ରାମର ମୂଲ ନିବାସୀ ତଥା  ସେଚତନ ହେମା,ତୋଳବନ୍ଦ ର ଜଣେ ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁଙ୍କ  କରୋନା ର କରାଲ ଗ୍ରାସରେ ତାଙ୍କର ମୃତ୍ୟୁ ଘଟି ଯାଇଛି  । ସେ ଜଣେ ସମାଜସେବୀ, ପରୋପକାରୀ,ଦକ୍ଷ ଶିକ୍ଷକ ତଥା କଳାକାର…

ଡେପୁଟି କଲେକ୍ଟରଙ୍କ ନାମରେ ଅଭିଯୋଗ ଆଣିଲେ ସ୍ତ୍ରୀ ଆଣିଲେ ସଂଗୀନ ଅଭିଯୋଗ। ଥାନାରେ ରୁଜୁ କଲେ ଏଫ ଆଇ ଆର। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର ଶରତ ବାଗଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଡାଳିଆ ଦେବନାଥ। ଶ୍ରୀ ବାଗ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ଓ ତାଙ୍କର ଭାଇ ସୁରେନ୍ଦ୍ର ବାଗଙ୍କ ସହ ମିଶି ତାଙ୍କୁ ଭୀଷଣ ମାଡ଼ ମାରିଥିଲେ ଓ ଜୀବନରେ ମାରିଦେବା…

ଭୂବନେଶ୍ୱର ଜିଲା ସଂପାଦକ ତଥା ଜିଲ୍ଲା ମିଡିଆ ସଂଯୋଜକ ଅଚ୍ୟୁତାନନ୍ଦ ରଞ୍ଜିତଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର(ଶାସକ ପ୍ରଶାସକ) :ଭୂବନେଶ୍ୱର ଜିଲ୍ଲା ବିଜେପି ସଂପାଦକ ତଥା ଜିଲ୍ଲା ମିଡିଆ ସଂଯୋଜକ ଅଚ୍ୟୁତାନନ୍ଦ ରଞ୍ଜିତଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ…

ବନ ବିଭାଗ ପକ୍ଷରୁ ୫୨.୬୬ ଘନଫୁଟ କାଠ ପଟା, ସାଇଜ କାଠ ଓ ଯନ୍ତ୍ରପାତି ଜବତ ।

 ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ପ୍ରଭାକର ନାୟକ,ଓ ଶଙ୍କର୍ଷଣ ବେହେରା ଏବଂ ବୁଗୁଡା ରେଞ୍ଜର ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ  ସେପ୍ଟେମ୍ବର ୨୬ ତାରିଖ ଭୋର ସାଢେ ତିନିଟା   …

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂ ଆଉ ନାହାନ୍ତି

ନୂଆଦିଲ୍ଲୀ (ଶାସକ ପ୍ରଶାସକ)- ବିଶିଷ୍ଟ କୂଟନୀତିଜ୍ଞ, ତଥା ପ୍ରବୀଣ ରାଜନୀତିଜ୍ଞ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂ ଆଉ ନାହାନ୍ତି . ୮୨  ବର୍ଷ ବୟସରେ ଆଜି ସେ ପ୍ରାଣ ହରାଇଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥାଇ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ |…

ବ୍ରଜରାଜନଗରରେ ହତ୍ୟା ମାମଲା :ଚାରି ଅଭିଯୁକ୍ତଙ୍କ ନାମରେ ହୋଇଥିବା ଏଫ ଆଇ ଆର ର ପ୍ରେସ ବିଜ୍ଞପ୍ତି ଜାରି କଲା ପୋଲିସ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଗତ ୨୩/୦୯/୨୦ରେ ବ୍ରଜରାଜନଗରରେ ବୀରବଲ ପାଣ୍ଡେଙ୍କୁ ହତ୍ୟା କରିଥିବା ଘଟଣାରେ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ମୃତକଙ୍କ ଭାଇ ଦଶରଥ ପାଣ୍ଡେ ଏ ନେଇ ୨୪ ତାରିଖରେ …

କିଂଜିରକେଲା ଥାନାର ଅଜବ ନୀତି 

ଅଭିଯୋଗର ତିନିମାସ ପରେ ବି ହେଲାନି ମାମଲା ରୁଜୁ ସୁନ୍ଦରଗଡ଼ - ଜଣେ ବୃଦ୍ଧ ଆଦିବାସୀ ବ୍ୟକ୍ତି ନିଜ ଆକାଉଣ୍ଟରୁ  ୬୩,୪୬୨  ଟଙ୍କା ଚୋରି ହୋଇଥିବା ନେଇ ଜୁନ ୧୨ ତାରିଖରେ କିଂଜିରକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ହେଲେ ଆଜିକୁ ତିନିମାସ ଅତିକ୍ରମ କରିଥିଲେ ସୁଦ୍ଧା ଥାନାରେ ମାମଲା…

ଘୁ.ଉଦୟଗିରି ପାଷ୍ଟରେଟର ୟୁନିୟନର ପୂର୍ବତ୍ତନ ସମ୍ପାଦକଙ୍କ ପରଲୋକ, ଶୋକବ୍ୟକ୍ତ କଲେ ସଂଖ୍ୟା ଲଘୁ ସମ୍ପ୍ରଦାୟ

ଘୁ.ଉଦୟଗିରି: ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାୟୋସିସ ଘୁ.ଉଦୟଗିରି ପାଷ୍ଟରେଟ ୟୁନିୟନର ପୂର୍ବତନ ସମ୍ପାଦକ ନାଥନ ପାତ୍ର ନାୟକଙ୍କ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବ୍ରହ୍ମପୁର କୋଭିଡ ହିସ୍ପିଟାଲ ଦେହାନ୍ତ ଘଟିଛି I ପ୍ରାୟ ୧୫ ଦିନ ହେବ କୋଭିଡ ହସ୍ପିଟାଲରେ ଚିକିତ୍ସିତ…

କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ ମାମଲାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ଘଟଣାଟି ଘଟିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ଗୋଷ୍ଠୀ…