Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଆଗରୁ ଗୋପନରେ କରୁଥିଲେ, ଏବେ ଓପନରେ କରିବେ |
ଗୋପବନ୍ଧୁ ହେଲେ ନବୀନଙ୍କ ରାଜନୈତିକ ସଚିବ
ନବୀନ ନିବାସରେ ମିଶ୍ରଣ ହେଉ ବା ସାକ୍ଷାତ, ଗତ କିଛି ଦିନ ହେବ ନବୀନ ବାବୁଙ୍କ ପାଖେ ପାଖେ ଦେଖା ଯାଉଥିବା ପରିଚିତ ଚେହେରା ତଥା ଏକଦା ତୃତୀୟ ମହଲାର ପ୍ରଭାବଶାଳୀ ଅଧିକାରୀ ଡ଼ ଗୋପବନ୍ଧୁ ଦାଶଙ୍କୁ ମିଳିଛି ଗୁରୁତ୍ୱପୂର୍ଣ ବିଧିବଦ୍ଧ ନିଯୁକ୍ତି |…
ବିଜୁ ଯୁବ-ଛାତ୍ର ଜନତା ଦଳର ‘ହକ୍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ
ଆଗାମୀ ଦିନରେ ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଅଭିଯାନକୁ ତୀବ୍ରତର କରାଯିବ
ଭୁବନେଶ୍ୱର: ସେପଟେ ବିଜେପି ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରୁଥିବା ବେଳେ ବିଜୁ ଜନତା ଦଳର ଯୁବଛାତ୍ର ସଂଗଠନ ଓଡିଶା ପ୍ରତି କେନ୍ଦ୍ରର ବିଜେପି…
ମିଶନ ୧୨୦/୨୧ ଲକ୍ଷ୍ୟରେ ବିଜେପିର ବିଜୟ ସଂକଳ୍ପ ଯାତ୍ରା
ନୂଆପଡ଼ା(ଅମିତ ପୁରୋହିତ ) ; ମିଶନ ବିଧାନ ସଭା ୧୨୦ ଏବଂ ଲୋକସଭା ୨୧ ହାସଲ କରିବାକୁ ଲକ୍ଷ୍ୟ ନେଇ ବିଜେପି ତାର ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ସୋମବାର ଠାରୁ ଏହା ନୂଆପଡା ଜିଲ୍ଲାରୁ ଆରମ୍ଭ ହୋଇଥିବା ଅଭିଯାନ ରାଜ୍ୟରେ ଅନ୍ୟୁନ ୬୦୦୦ ଗ୍ରାମପଚାଂୟତରେ ଥିବା ଶକ୍ତି…
ବାବୁ ସିଂହଙ୍କ ସମର୍ଥନରେ ଇସ୍ତଫା ଦେଲେ ୨୪ଜଣ ରାଜ୍ୟ / ଜିଲା ଯୁବ/ଛାତ୍ର ପଦାଧିକାରୀ
ଭୁବନେଶ୍ୱର : ଦଳୀୟ ନେତାଙ୍କ ଅସହଯୋଗ ଓ କଣ ଠେସା ନୀତିର ପ୍ରତିବାଦ କରି ନିକଟରେ ଇସ୍ତଫା ଦେଇଥିବା ଯୁବ ନେତା ତଥା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ବାବୁ ସିଂହଙ୍କ ସମର୍ଥନରେ ଇସ୍ତଫା ଦେଲେ ୨୪ଜଣ ରାଜ୍ୟ / ଜିଲା ଯୁବ/ଛାତ୍ର ପଦାଧିକାରୀ | ଏମାନେ ରାଜ୍ୟ ସଭାପତି…
ଶିକ୍ଷକମାନଙ୍କ ପକ୍ଷରୁ ବିଶାଳ ସମାବେଶ ଜରିଆରେ ନବୀନଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ନବୀନ ନିବାସ ସମ୍ମୁଖ ଏୟାରପୋର୍ଟ ରୋଡ଼ରେ ସବୁ ବର୍ଗର ଶିକ୍ଷକମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ସବୁ ବର୍ଗର ଶିକ୍ଷକମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ୱସିତ…
ସ୍ୱତନ୍ତ୍ର ରଣକୌଶଳ- ବ୍ଲୁ-ପ୍ରିଣ୍ଟର ସ୍କେଚ ଆଦିକୁ ନେଇ ଗୁରୁମନ୍ତ୍ର ଦେଲେ ହେମନ୍ତ
ଜେଏମ୍ଏମ୍ ପକ୍ଷରୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱସ୍ତି ହୋଟେଲ ସମ୍ମିଳନୀ କକ୍ଷରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଜେଏମଏମର ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଥିଲା…
ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି : କ୍ଷମତାକୁ ଆସିଲେ ଭୂମିହୀନଙ୍କୁ ସ୍ଥାୟୀ ଜମିପଟ୍ଟା ଓ ବେକାରଙ୍କୁ ରୋଜଗାର ଯୋଗାଇ…
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ତୁଳସୀଚଉରା ଛକ ନିକଟରେ ଥିବା ବିଜେପିର ମୟୂରଭଞ୍ଜ(ପୂର୍ବ ) ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସାମ୍ବାଦିକ ସମ୍ମିଳନୀ…
ବିଜେପିର ଜିଲ୍ଲାସ୍ତରୀୟ ବିଜୟ ସଂକଳ୍ପ ସମାବେଶ ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ବିଜେପିର ଜିଲ୍ଲା ସ୍ତରୀୟ ବିଜୟ ସଂକଳ୍ପ ସମାବେଶ ପାଇଁ…
ସାଂସଦ ପଦବୀ ପାଇଁ ଏକ ତୃତୀୟାଂଶ ସ୍ଥାନରେ ମହିଳା ପ୍ରାର୍ଥୀ ଦେବା ନିଷ୍ପତ୍ତି ଐତିହାସିକ : ବିଜୟ
ଭୁବନେଶ୍ୱର : ଆଗାମୀ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ସାଂସଦ ପଦବୀ ପାଇଁ ଏକ ତୃତୀୟାଂଶ ସ୍ଥାନରେ ମହିଳା ପ୍ରାର୍ଥୀ ଦେବେ ବୋଲି ଆଜି ଦଳର ମାନ୍ୟବର ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ଏକ ଐତିହାସିକ ଘୋଷଣା କରିଛନ୍ତି ।ପ୍ରକାଶ ଥାଉକି, ରାଜ୍ୟର ମହିଳାମାନଙ୍କର ସଶକ୍ତିକରଣ ପାଇଁ …
ବିଜୁ ଯୁବ ଜନତା ଦଳର ସମସ୍ତ ଜିଲ୍ଲାର ଆଇଟି ୱିଙ୍ଗ୍ ସଂଯୋଜକ
ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳର ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତ୍ୱରିତ ସୂଚନା ପ୍ରଦାନ ନିମନ୍ତେ ବିଜେଡି ଆଇଟି ୱିଙ୍ଗ୍ ଗଠନ କରିଛନ୍ତି ।ଏହାକୁ ଅଧିକତ୍ୱରାନ୍ୱିତକରିବା ପାଇଁ ଆଜିରାଜ୍ୟ ଆଇଟିସେଲ୍ ମୁଖ୍ୟ. ଅମର…