Browsing Category

ରାଜନୀତି

ଯୁବ ଛାତ୍ର ବିଜେଡି ପକ୍ଷରୁ ସୁନ୍ଦରଗଡରେ “ହକ ମାଗୁଛି ଓଡିଶା” 

 ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :-କେନ୍ଦ୍ର ସରକାରଙ୍କ ଓଡିଶା ଓ ଓଡ଼ିଆଙ୍କ ପ୍ରତି ବୈମାତୃକ  ମନୋଭାବକୁ ପ୍ରତିବାଦ କରି ଆଜି ସୁନ୍ଦରଗଡ଼ ଡିଆରଡିଏ ଛକ ଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ଜିଲ୍ଲା ବିଜୁ ଯୁବ ଦଳର ସଭାପତି ଦେବେନ୍ଦ୍ର…

ଉଦଳା ସିଂହାସନ, କିଏ କିଣିବ ଭୋଟରଙ୍କ ମନ !!

ଖୋଜା ଚାଲିଛି ଗୋଲକଙ୍କ ଉତ୍ତରାଧିକାରୀ  ଆଶାରେ ବିଜେଡି ହ୍ୟାଟ୍ରିକ ନେବ ମାରି  ସିଟ ହାତେଇବା ପାଇଁ ବିଜେପି କମର କଷିଛି  ଗୋଳିଆ ପାଣିରୁ ମାଛ ମାରିବାକୁ ମେଣ୍ଟ ବସିଛି  ବାରିପଦା(ଦିଲ୍ଲୀପ ମହାନ୍ତି )- ଅବିଭକ୍ତ ମୟୂରଭଞ୍ଜ ଜିଲ୍ଲାର ୩୧ନଂ-ଉଦଳା(ଅନୁସୂଚିତ ଜନଜାତି) ବିଧାନସଭା…

ଅସନ୍ତୁଷ୍ଟ ଟାଣୁଆ ବିଜେପି ନେତା ରାଜୁ ଘିବେଲା ସ୍ୱାଧିନ ଭାବେ ଦାଖଲ କଲେ ନାମାଙ୍କନ ପତ୍ର

ପଦ୍ମପୁର- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଥମ ପ୍ରାର୍ଥୀ ଭାବେ ଆଜି ସ୍ୱାଧିନ ପ୍ରାର୍ଥୀ ରାଜୁ ଘିବେଲା ନିଜ ସମର୍ଥକଙ୍କ  ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ବିଜେପି ଦଳର ବିଭିନ୍ନ ପଦବୀରେ ରହି ସାରିଥିବା ଶ୍ରୀ ଘିବେଲା ବିଦ୍ରୋହୀ ପ୍ରାର୍ଥୀ ଭାବରେ ପ୍ରଥମ ଥର ପାଇଁ…

ଓଡ଼ିଶାର ଶ୍ରେଷ୍ଠ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ଆସନ କି ଟଳମଳ !!!!!

 ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ :  ବିଜେଡି ଦଳ ପକ୍ଷରୁ ଦୂତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରାଥୀ ତାଲିକା ଘୋଷଣା କରାଯାଇଛି | ହେଲେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରଥମ ପର୍ୟାୟ ପ୍ରାଥୀ ତାଲିକାରେ ସୁନ୍ଦରଗଡ଼ ଜିଲ୍ଲାର ମାତ୍ର ୨ଟି ଆସନ ଘୋଷଣା କରାଯାଇଛି |   ସେଗୁଡିକ ହେଲା …

ସାଧୁ ହାତ ଛାଡ଼ିଲେ 

ବରଗଡ଼ : ବରଗଡ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ନମିଳିବାରୁ ଶ୍ରୀ ନେପାକ ଆଜି ନିଜ ସମର୍ଥକ ମାନଙ୍କର ସହିତ ଦଳ ତ୍ୟାଗ କରିବାର ସୂଚନା ଦେଇଛନ୍ତି । ଯାହାକି ଆଗାମୀ ଦିନରେ କଂଗ୍ରେସ ପାଇଁ ଘାତକ ହେବ । ଶ୍ରୀ ନେପାକ ଙ୍କର ବିଜେପୁର ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବହୁ ସମର୍ଥକ…

ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ପ୍ରାର୍ଥୀ ତାଲିକାକୁ ନେଇ ବିଜେଡ଼ିରେ ଖୁସୀ ଓ ଗମ୍

ହେଲେ ତାଲିକା ଜାଲି ବୋଲି ପ୍ରମାଣ କରୁଛି ସ୍ଵାକ୍ଷରକାରୀଙ୍କ ଡେଜିଗନେସନ ବାରିପଦା(ଦିଲ୍ଲୀପ ମହାନ୍ତି )- ବେଶ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନ ନିମନ୍ତେ ବିଜେଡ଼ି ବିଧାୟକ ପ୍ରାର୍ଥୀ ତାଲିକା ଘୁରିବୁଲୁଥିବାର ଦେଖିବାକୁ ମିଳିଛି । ଉକ୍ତ…

ଶିକ୍ଷକ ମୌସୁଧୀଙ୍କ ଉପରେ ନବୀନଙ୍କ ଆସ୍ଥା, ମିଳିଲା ବିଜେଡି ଟିକେଟ 

 ବିଭିନ୍ନ ବର୍ଗରୁ ଛୁଟିଲା ଶୁଭେଚ୍ଛାର ସୁଅ  ଧର୍ମଗଡ/ସୁଶାନ୍ତ ରାଉତ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ ଧର୍ମଗଡ ଲୋକସଭା…

ତିର୍ତ୍ତୋଲ :ଏକାଧିକ ଆଶାୟୀ ବିଜେଡି ପାଇଁ କଣ୍ଟା 

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ଓଡିଶା ରାଜନୀତିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି।୨୦୧୯ ସାଧାରଣ ନିର୍ବାଚନ ଏପ୍ରିଲ୍ ୨୯ତାରିଖରେ ହେବବୋଲି ଘୋଷଣା ହେବା ପରେ ସବୁ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇବା ସହିତ ରାଜନୈତିକ ଉଷ୍ମତା ବଢୁଥିବା…

ଦଳ ଛାଡିଲେ କୁସୁମ, ପଦ୍ମରୁ ଲଢ଼ିବେ

"ମଦ ବେପାରୀ-କୋଇଲା ବେପାରୀ ପାଇଁ ମୁଁ ପ୍ରଚାର କରିପାରିବିନି" ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ :  ଯୋଗେଶ ସିଂଙ୍କୁ ସୁନ୍ଦରଗଡ ଆସନ ପାଇଁ ବିଜେଡି ଟିକେଟ ମିଳିବା ପରେ ନିରାଶ ହୋଇଛନ୍ତି ଆଶାୟୀ ପ୍ରାର୍ଥୀ କୁସୁମ ଟେଟେ  | ନିରାଶ ହୋଇ ଛାଡିଛନ୍ତି ବିଜେଡି | ଆଉ ପୂର୍ବରୁ ସେ ବିଜେପି ସହିତ…

ବଲାଙ୍ଗିର ରେ ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମ 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିର ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ହକ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ କଚେରି ଛକ ଠାରେ ଅନୁଷ୍ଠିତ  ହୋଇଯାଇଅଛି । ଜିଲ୍ଲା ବିଜେଡି ଯୁବ ସଭାପତି ଲୋଟସ ଷଡଙ୍ଗି ଏବଂ ଛାତ୍ର ସଭାପତି ଗୁଞ୍ଜ ଖାନ୍ ଙ୍କ ନେତୃତ୍ୱରେ ଆୟୋଜିତ ଏହି…