Browsing Category

ରାଜନୀତି

ଭଲକରି ଚିହ୍ନି ରଖ ଭ୍ରାତାଙ୍କ ବଦନ

 ଯିଏ ଶହଶହ କୋଟି ତାଙ୍କ ଦୁର୍ନୀତିର ମାଷ୍ଟରମାଇଣ୍ଡ , ତାଙ୍କୁ ସଂସଦ ଟିକେଟ  ଭୁବନେଶ୍ୱର :  ପୂର୍ବତନ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ଭଳି ବିବାଦୀୟ ତଥା ଦୁର୍ନୀତିଗ୍ରସ୍ତ ଅଧକାରୀଙ୍କୁ କେମିତି ବିଜେଡି ସଂସଦ ଟିକେଟ ଦେଲା ତାହାକୁ ନେଇ ଲୋକଙ୍କ ଭିତରେ ବିସ୍ମୟ ପ୍ରକାଶ ପାଇଥିବା…

 ଛବି ବର୍ଦ୍ଧନ ହତ୍ୟାକାରୀକୁ ପଠାଯିବ ନୟାଗଡ ଜେଲ୍, ନୟାଗଡର ମହିଷାସୁରକୁ ବଧ ପାଇଁ ଆସୁଛନ୍ତି ଦୁର୍ଗା : ଧର୍ମେନ୍ଦ୍ର 

ନୟାଗଡରେ ବିଜେପି ସଂକଳ୍ପ ସଭାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ନୟାଗଡ/ବିଶ୍ୱଜିତ ନାୟକ  – ୨୦୧୭ ନଭେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ସିବିଆଇ ଜେରା କରିଛି ବୋଲି କୋର୍ଟ ମାମଲାରୁ ଜାଣିବାକୁ ମିଳିଛି । ନବୀନ ବାବୁ ସତରେ ଯଦି ସ୍ୱଚ୍ଛ ତାଙ୍କୁ ସିବିଆଇ ଜେରା କରିଛି କି…

 କଂଗ୍ରେସକୁ ବାଏ ବାଏ କଲେ କାର୍ଯ୍ୟକାରୀ ସଭାପତି 

ଇ ମେଲରେ ପିସିସି ସଭାପତିଙ୍କ ପାଖକୁ ପଠାଇଲେ ଇସ୍ତଫା  ବରଗଡ :- ଆଜି ବରଗଡ ଜିଲ୍ଲା କଂଗ୍ରେସ କମିଟିର କାର୍ଯକାରୀ ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ନିଜ ପଦ ଓ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ସୁଚନା ରହିଛି । କଂଗ୍ରେସ ର ରାଜ୍ୟ ମୁଖିଆ ଙ୍କର ନିକଟକୁ ସେ ତାଙ୍କର ଇସ୍ତଫା…

ଜଗତ୍‍ସିଂହପୁରରୁ ରାଜଶ୍ରୀ, କେନ୍ଦ୍ରାପଡାରୁ ଅନୁଭବ, ମୟୁରଭଞ୍ଜରୁ ଦେବାଶିଷ

ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି | ଜଗତ୍‍ସିଂହପୁରରୁ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି | ଭୁବନେଶ୍ୱରରୁ ଅରୁପ ପଟ୍ଟନାୟକ, କେନ୍ଦ୍ରାପଡାରୁ ଅନୁଭବ ମହାନ୍ତି, ଯାଜପୁରରୁ ସସ୍ମିତା ସେଠୀ, ସମ୍ବଲପୁରରୁ ନଳିନୀ କାନ୍ତ ପ୍ରଧାନ, ବାଲେଶ୍ୱରରୁ…

ବର୍ତ୍ତମାନ ମୋର ଜୀବନ ପ୍ରତି ବିପଦ ରହିଛି : ସୁବାସ 

"ମୋର ସମର୍ପଣକୁ ଅନ୍ୟଥା ନେଇ କିଛି ଲୋକ ମତେ ଅତ୍ୟାଚାର କରୁଛନ୍ତି" BHUBANESWAR : ଗତକାଲି କାନ୍ଦି କାନ୍ଦି ବିଜେପି ଛାଡିଥିବା ଟାଣୁଆ ବିଜେପି ନେତା ସୁବାସ ଚୌହାନ ଆହୂ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ସେ ଏହି ଆଶଙ୍କା ପ୍ରକାଶ କରିଛନ୍ତି | ହେଲେ…

 ଅର୍କେଶ, ନବ,ଆଶିଷ  ଏବଂ ପ୍ରଦୀପ ଦାଖଲ  କଲେ ନାମାଙ୍କନ ପତ୍ର 

 ବଲାଙ୍ଗୀର /ନିରୋଜ ମିଶ୍ର : ଆଜି ଲୋକସଭା ଏବଂ ବିଧାନସଭା ର ନିର୍ବାଚନ ପ୍ରାଥୀ ପତ୍ର ଦାଖଲ ର ଶେଷ ଦିନ ଥିବା ବେଳେ ବିଧାନସଭା ବିଧାୟକ ଆସନ ପ୍ରାଥୀ ଭାବେ ବିଜେଡି ଦଳର ନୂତନ ପ୍ରାଥୀ ଅର୍କେଶ ନାରାୟଣ ସିଂଦେଓ, ବଲାଙ୍ଗୀର ଆପ ଆଦମୀ ପାର୍ଟିର ସ୍ୱାଧୀନ ପ୍ରାଥୀ ଭାବେ ମନୋଜ ପାଣ୍ଡେ, ଓ…

 ନାମାଙ୍କନ ଦାଖଲ ଦାଖଲ କଲେ ଜର୍ଜ, ଜୁଏଲ ଆଉ ସୁନିତା

 ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ଆଜି ଦୂତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିବା ଶେଷ ଦିନରେ ନାମାଙ୍କନ ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳ | ବିଜେପି ର ଜୁଏଲ ଓରାମ, ବିଜେଡ଼ି ର ସୁନିତା ବିଶ୍ୱାଳ ଏବଂ କଂଗ୍ରେସର ଜର୍ଜ ତିର୍କୀ ଲୋକସଭାପ୍ରାଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି,…

ସରିଲା ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ : ନୂଆପଡ଼ା ପାଇଁ  ୯, ଖଡ଼ିଆଳ ପାଇଁ  ୧୨ 

ନୂଆପଡ଼ା,(ଅମିତ ପୁରୋହିତ) ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବିଧାନସଭା ମଣ୍ଡଳୀରେ ୯ ଜଣ ଓ ଖଡ଼ିଆଳ ବିଧାନ ସଭା ମଣ୍ଡଳୀରେ ୧୦ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏଥିରେ ନୂଆପଡ଼ା ବିଧାନ ସଭା ମଣ୍ଡଳୀରେ ୪ ଜଣ ଓ ଖଡ଼ିଆଳ ବିଧାନ ସଭା…

ନାମାଙ୍କନ ପତ୍ର ଦାଖଲ କଲେ ବରିହା,ପୁରୋହିତ ଓ ସତ୍ୟ ଭୂଷଣ 

ବରଗଡ :- 2019 ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଶେଷ ତାରିଖ  ଥିଲା । ଆସନ୍ତା ନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କର କାର୍ୟାଳୟ   ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳରୁ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀ…

 ଅବିଚାରର ପ୍ରତିବାଦରେ କାନ୍ଦି କାନ୍ଦି ବିଜେପିକୁ ଛାଡିଲେ 

ଦୀର୍ଘ ୩୦ବର୍ଷର ସମ୍ପର୍କ ତୁଟାଇଲେ ଲଢୁଆ ନେତା ସୁବାଷ ଚୌହାନ  ,“ମୋ ପ୍ରତି ଷଡ଼ଯନ୍ତ୍ର ହୋଇଛି। ଗତଥର ସର୍ବାଧିକ ଭୋଟ ପାଇଥିଲି, ଷଡ଼ଯନ୍ତ୍ର ପାଇଁ ହାରିଲି। ଏଥର ଷଡ଼ଯନ୍ତ୍ର କରି ମୋ ଟିକେଟ କାଟି ଦିଆଗଲା।  ୧୨ ହଜାର ଭୋଟ ପାଇଥିବା ଲୋକ ଟିକେଟ ପାଇଛନ୍ତି। ଖାଲି ପ୍ରଚାର କଲେ, ଉଜ୍ଜ୍ୱଳା…