Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମନର ଦରଦ ବଖାଣୁ ବଖାଣୁ କାନ୍ଦି ପକାଇଲେ ପ୍ରଭାତ
" ପୁଅକୁ ବୁଝାଇ ପୋଷ୍ଟର୍ ତିଆରି କରିବା ପାଇଁ ଫଟୋ ଆଣିବା କେତେ ଯେ କଷ୍ଟ ହୋଇଥିବ କେହି ବୁଝିପାରିବେନି"
"ନବୀନ ପଟ୍ଟନାୟକଙ୍କୁ ସବୁବେଳେ ଗୋଟେ ଗୋଟେ ଗୁମାସ୍ତା ଦରକାର,ଏବେ ପାଣ୍ଡିଆନ୍-ସେତେବେଳେ ପ୍ୟାରୀ ମହାପାତ୍ର"
ବାଙ୍କୀ : ନିର୍ବାଚନୀ ବିଗୁଲ୍ ବାଜି ସାରିଥିବା ବେଳେ ବାଙ୍କୀ…
ଶଙ୍ଖ ଫୁଙ୍କିଲେ ବରଗଡର ସାଧୁ
ଭୁବନେଶ୍ୱର: ବରଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ସାଧୁ ନେପାକ, ବିଷମ କଟକ ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ ବିଜେପିର ପ୍ରାର୍ଥୀ ହୋଇଥିବା ସାରଙ୍ଗଧର କାଡ୍ରେକା, ଲକ୍ଷ୍ମୀପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ କଂଗ୍ରେସର ରାଜେନ୍ଦ୍ର ହିକ୍କା ଓ ଟାଙ୍ଗରପାଲ୍ଲୀ ବ୍ଲକର କଂଗ୍ରେସ ନେତା…
ଆମ ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ । ଆମ ରିମୋଟ କଣ୍ଟ୍ରୋଲ ସେମାନଙ୍କ ପାଖରେ ।
ନୟାଗଡ଼ରୁ ଆଜି ନିର୍ବାଚନର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ : କହିଲେ ‘ଏଥର ୨୧ରୁ ୨୧ ଶଙ୍ଖ’
ଭୁବନେଶ୍ୱର,୨୪/୩/୨୦୧୯: ଏଥର ୨୧ରୁ ୨୧ ଶଙ୍ଖ ପାଇବ । ବିଜୁ ଜନତା ଦଳ ୨୧ରୁ ୨୧ ଲୋକସଭା ଆସନ ଜିତିବ । ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୟାଗଡ଼ରେ…
“ଯେଉଁ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲି, ତାହା ବର୍ଣ୍ଣନା କରିବା ଅସମ୍ଭବ”
ଏକ ହଜାରୁ ଅଧିକ ସମର୍ଥକ ସହ ଆଜି ବିଜେଡ଼ିରେ ଯୋଗ ଦେବେ ରାଜକିଶୋର
"ଦଳରେ ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ସେବା କରିଆସୁଥିବା ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲି । ଦଳ ଓ ସଂଘ ସହ ଥିବା ୪୦ ବର୍ଷର ଭାବଗତ ସମ୍ପର୍କକୁ…
ବିଜେଡି ପ୍ରାର୍ଥୀ ତାଲିକା : ବଲାଙ୍ଗୀର ଆସନରୁ ଅନଙ୍ଗ ନନ୍ଦନ, ରେଢ଼ାଖୋଲରୁ ରୋହିତ
Bhubaneswar " ବଲାଙ୍ଗୀର ବିଧାନସଭା ଆସନରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ବିଜେଡି ପକ୍ଷରୁ ଟକ୍କର ଦେବେ ଅନଙ୍ଗ ନନ୍ଦନ ଅର୍କଶ ନାରାୟଣ ସିଂହଦେଓ | ସେହିପରି ସମ୍ବଲପୁରରୁ ରାସେସ୍ୱରୀ ପାଣିଗ୍ରାହୀ, ରେଢାଖୋଲରୁ ରୋହିତ ପୂଜାରୀ, ବ୍ରଜରାଜନଗରରୁ କିଶୋର ମହାନ୍ତି, ଲାଞ୍ଜିଗଡ ରୁ…
କଟକରୁ ଲଢ଼ିବେ ଲୋକସଭା ଲଢ଼ିବେ ପ୍ରକାଶ ମିଶ୍ର
ରୁଚି ନାହିଁ କହୁଥିଲେ, ଆଜି ଡେଇଁ ପଡିଲେ ମଇଦାନକୁ
ଭୁବନେଶ୍ୱର: ରାଜନୀତିରେ ରୁଚି ନାହିଁ, ମୋର ଯୋଗ ଦେବାର ନାହିଁ ବୋଲି କହି ଆସୁଥିବା ପ୍ରବର୍ତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଡେଇଁ ପଡିଛନ୍ତି ନିର୍ବାଚନ ମଇଦାନକୁ । ବିଧିବଦ୍ଧ ଭାବେ ଆଜି ସେ ବିଜେପିରେ ଯୋଗ ଦେବା ପରେ ସେ …
ବିଭିନ୍ନ ସଂଗଠନ ପକ୍ଷରୁ ବସନ୍ତ ପଣ୍ଡାଙ୍କୁ ଶୁଭେଚ୍ଛା
ନୂଆପଡା/କଳାହାଣ୍ଡି:ଧର୍ମଗଡ଼ ରୁ ସୁଶାନ୍ତ ରାଉତ : ୨୦୧୪ ନିର୍ବାଚନରେ ନୂଆପଡା ବିଧାୟକ ହେଲା ପରେ ଶ୍ରୀ ବସନ୍ତ ପଣ୍ଡା ହୋଇଥିଲେ ବିଜେପିର ଓଡିଶା ରାଜ୍ୟ ସଭାପତି । କିନ୍ତୁ ଏଥର ୨୦୧୯ ସାଧାରଣ ନିର୍ବାଚନରେ ନିଜର ବିଧାୟକ ଟିକେଟ ଛାଡି ସେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ବିଜେପି…
ଧର୍ମଗଡ଼ ବିଜୁଜନତା ଦଳର କର୍ମୀ ସମ୍ମିଳନୀ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ : ଧର୍ମଗଡ଼ ବିଜୁଜନତା ଦଳର କର୍ମୀ ସମ୍ମିଳନୀ ଜିଲ୍ଲା ସଭାପତି ତଥା କଳାହାଣ୍ଡି ଲୋକସଭା ପ୍ରାଥି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ଅଧକ୍ଷତା ରେ ଆୟୋଜନ ହୋଇଥିଲା | ଏହି ସମ୍ମିଳନୀରେ ବିଧାନସଭା କ୍ଷେତ୍ର ତଥା ଲୋକସଭା କ୍ଷେତ୍ରରେ କେମିତି ଲୋକଙ୍କ ନିକଟ…
ବିଜେପି ପ୍ରାର୍ଥୀ ଘୋଷଣା ପରେ ଦଳରେ ବିଦ୍ରୋହ ତେଜିଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜେପି ପକ୍ଷରୁ ବିଧାନସଭା ନିମନ୍ତେ ତାର ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଦଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ଓ ଭୂବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ତାଲା ପଡ଼ିବା ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ…
ବିଜୁଳି ମାଇଲା ପରେ ଏବେ ଅଭିନ୍ନ ଚଡକ : ବଡ଼ସାହି ଟିକଟ ବଡ ଗୁମର , ଇସ୍ତଫା ଦେଲେ ଅଭିନ୍ନ ସୁନ୍ଦର
ବାରିପଦା/Dillip Mohanti : ବଡ଼ସାହି ନିର୍ବାଚନ ମଣ୍ଡଳୀରୁ ସନାତନ ବିଜୁଳିଙ୍କୁ ଦଳୀୟ ଟିକଟ ପ୍ରଦାନକୁ ନିର୍ବାଚନ ମଣ୍ଡଳୀରେ ତୀବ୍ର ବିରୋଧ କରାଯାଇଛି । ସନାତନ ବିଜୁଳି ଟିକଟ ପାଇବା ପରେ ଏବେ ଦଳକୁ ଅଭିନ୍ନ ଚଡକ ପଡିଛି, ଯାହାକି ଦଳକୁ ମାହାଙ୍ଗା ସାବିତ ହୋଇପାରେ | ବିଜେପିରେ ଦୀର୍ଘ…