Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧି ମହାପାପ କରିଛନ୍ତି ରାଜ୍ୟ ସରକାର: ମନମୋହନ ସାମଲ
ଶ୍ରୀଜଗନ୍ନାଥ ମନ୍ଦିରରେ ବିଭ୍ରାଟ ଓ ଦାନଅର୍ଥ ହଡପ ପ୍ରସଙ୍ଗ
ଏତେ ବଡ ଭୁଲ୍ ନିଷ୍ପତି କାହା ନିର୍ଦ୍ଦେଶରେ ଓ କେଉଁ ସ୍ୱାର୍ଥରେ ନିଆଯାଇଛି ଯାଂଚ କମିଟିର ସଦସ୍ୟ କହିସାରିଲେଣି ଉଷୁନା ଚାଉଳକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଯାଇଛି କୁଆଡେ ଗଲା ଅର୍ପଣ ଯାତ୍ରା ସମୟରେ ମିଳିଥିବା ଦାନ…
ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ: ଜୟନାରାୟଣ ମିଶ୍ର
ଓଡ଼ିଶାରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି
ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ହୋଇଛି ଖଣି ଦୁର୍ନୀତି
ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦିଆଯାଇଛି ସ୍ମାରକପତ୍ର
ଖଣି ମାଫିଆଙ୍କୁ ପ୍ରଶାସନିକ ଏବଂ ନ୍ୟାୟିକ ଭାବେ ଚୋରୀ କରିବାରେ…
‘ଖୁଂଟ’ ଓ ‘ଷ୍ଟେସନ’ ଗଣିଦେଲେ ମେଟ୍ରୋ ହୁଏ ନାହିଁ : ଦିଲୀପ ମଲ୍ଲିକ
‘ମେଟ୍ରୋ ପ୍ରକଳ୍ପ’ - ବିଜେଡିର ନିର୍ବାଚନୀ ଥୋପ
ନିଜର ଅପାରଗତା ଲୁଚାଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଭବ୍ୟ ଆୟୋଜନ କରିଛି
“ମହା ଆଡମ୍ବରେ ଲଘୁ କ୍ରିୟା” ସଦୃଶ ହୋଇ ରହି ଯିବ ନାହିଁ ତ ?
ଭୁବନେଶ୍ୱରର ଅଳିଆ ସଫା କରିପାରୁନଥିବା ସରକାର ମେଟ୍ରୋ କରିବା କହିବା…
ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଆକ୍ଷେପର ଜବାବ ଦେଲେ ସୂର୍ଯ୍ୟବଂଶୀ
କହିଲେ, ପାଣ୍ଡିଆନଙ୍କ ବିବୃତ୍ତି ‘ଫମ୍ପା ମାଠିଆର ଶବ୍ଦ ବେଶୀ’
• 1985 ମସିହାରୁ ଧାମନଗର ବିଜେପି ସହ ଅଛି ଏବଂ ବିଜେପି ଧାମନଗରବାସୀଙ୍କ ସାଥୀରେ ଅଛି
• ଭିକେ ପାଣ୍ଡିଆନ ଭାଷଣ ଦେବା ବେଳେ ତାଙ୍କର ନେତାମାନେ ତଳେ ବସୁଛନ୍ତି, ଏହା ଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇପାରେ ?
•…
ଦେଶର ଆଞ୍ଚଳିକ ଦଳ ମଧ୍ୟରେ ବିଜେଡି ପାଇଛି ଶିର୍ଷ ସଫଳତା, ସ୍ଥିରତା, ସ୍ଥାୟୀତ୍ୱ ଓ ଦାୟିତ୍ୱ କେବଳ ନବୀନ ପଟ୍ଟନାୟକ…
ଓଡ଼ଗାଁରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ
ଓଡ଼ଗାଁ, ୨୬।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଓଡ଼ଗାଁ ସରକାରୀ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ସଭାପତିତ୍ୱ ଅନୁଷ୍ଠିତ ବୈଠକରେ…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ହାସ୍ୟାସ୍ପଦ – ଗଣେଶ୍ୱର ବେହେରା।
ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟସଭା ସଦସ୍ୟ ଧୀରଜ ସାହୁଙ୍କ ଘରୁ ଆୟକର ବିଭାଗଦ୍ୱାରା ଜବତ ହୋଇଥିବା ନଗଦ ଟଙ୍କା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏହା ଯେତିକି ଉଦ୍ଭଟ ସେତିକି ହାସ୍ୟାସ୍ପଦ।ଗାନ୍ଧୀ ପରିବାର ପ୍ରତି କେନ୍ଦ୍ରମନ୍ତ୍ରୀ ମହୋଦୟ…
ରାଜ୍ୟ ସରକାର ମୁଣ୍ଡ ଜାମିନ୍ରେ, ବିଦ୍ୟୁତ୍ ସଂସ୍କାରର ଫାଇଦା ନେଉଛି ତାମିଲନାଡୁ: ସତ୍ୟବ୍ରତ ପଣ୍ଡା
ସାରା ଦେଶରେ ଓଡ଼ିଶା ସବୁଠାରୁ ମହଙ୍ଗା ରାଜ୍ୟ
ଓଡିଆ ବିଦ୍ୟୁତ ଗ୍ରାହକ ୟୁନିଟ୍ ପ୍ରତି ଭାରତର ବିଦ୍ୟୁତ ଗ୍ରାହକ ଅପେକ୍ଷା ପ୍ରତି ୟୁନିଟ୍ ୮୦ପଇସା ଅଧିକ ପ୍ରଦାନ କରିଥାଏ
ବିଦ୍ୟୁତ ଉତ୍ପାଦନ କଂଚାମାଲ କୋଇଲାରେ ଭରପୁର ଓଡ଼ିଶାରେ ଉଚ୍ଚଦରର ବିଦ୍ୟୁତ ଶୁଳ୍କ ବିଜେଡି…
ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା : ଶରତ ପଟ୍ଟନାୟକ
ଭୁବନେଶ୍ୱର, ତା. ୨୪.୦୯: ଆସନ୍ତା କାଲିଠାରୁ ଆରମ୍ଭ ହେବ କଂଗ୍ରେସର ରାଜ୍ୟବ୍ୟାପୀ ପଦଯାତ୍ରା | ଅକ୍ଟୋବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପଦଯାତ୍ରାରେ ଓଡ଼ିଶାର ପ୍ରତ୍ୟେକ ପଂଚାୟତରେ କଂଗ୍ରେସ ପଦଯାତ୍ରା କରିବା ସହିତ ଘରକୁ ଘରୁ ପହଂଚି ୨୪ ବର୍ଷର ନବୀନ ସରକାର ଏବଂ…
ଅନୁସୂଚିତ ଜନଜାତି (ଏସ୍ଟି)ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟନାମ ତାଲିକା ଘୋଷଣା
୬ ଉପସଭାପତି, ୨ ସାଧାରଣ ସଂପାଦକ, ୬ ସଂପାଦକ, ୧ କୋଷାଧ୍ୟକ୍ଷ, ୧ କାର୍ଯ୍ୟାଳୟ ସଂପାଦକ, ୧ ଗଣମାଧ୍ୟମ ସଂଯୋଜକ, ୧ ସାମାଜିକ ଗଣମାଧ୍ୟମ ସଂଯୋଜକ, ରାଜ୍ୟ ସଂଯୋଜକ ଓ ସହ ସଂଯୋଜକ ପଦାଧିକାରୀ ନାମ ତାଲିକା ଘୋଷଣା
୪୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୧୬ ସ୍ଥାୟୀ ନିମନ୍ତ୍ରିତ…
କେନ୍ଦ୍ର ସହଯୋଗରେ ବିମାନସେବା ସତ୍ତ୍ୱେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ରହିବା କ୍ଷୋଭର ବିଷୟ- ଧର୍ମେନ୍ଦ୍ର…
ଯାହାଙ୍କ ପ୍ରଚେଷ୍ଟାରେ ଏହି ବିମାନ ଚଳାଚଳ ହୋଇଛି ତାଙ୍କୁ ଧନ୍ୟବାଦ ଦେବା କ’ଣ ଆମର ସୌଜନ୍ୟତା ନୁହେଁ, ଏହା କ’ଣ ଆମ ଓଡ଼ିଆ ପରମ୍ପରା?
ପ୍ରଧାନମନ୍ତ୍ରୀ ବାଲିରେ ବାଲିଯାତ୍ରା କଥା କହିବା ପରେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆନଯିବା ଦୁଃଖର…