ଅନୁସୂଚିତ ଜନଜାତି (ଏସ୍‌ଟି)ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟନାମ ତାଲିକା ଘୋଷଣା

0
  •  ୬ ଉପସଭାପତି, ୨ ସାଧାରଣ ସଂପାଦକ, ୬ ସଂପାଦକ, ୧ କୋଷାଧ୍ୟକ୍ଷ, ୧ କାର୍ଯ୍ୟାଳୟ ସଂପାଦକ, ୧ ଗଣମାଧ୍ୟମ ସଂଯୋଜକ, ୧ ସାମାଜିକ ଗଣମାଧ୍ୟମ ସଂଯୋଜକ, ରାଜ୍ୟ ସଂଯୋଜକ ଓ ସହ ସଂଯୋଜକ ପଦାଧିକାରୀ ନାମ ତାଲିକା ଘୋଷଣା

  •  ୪୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୧୬ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ ୬ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ

ଭୁବନେଶ୍ୱର ତା.୧୨/୦୯: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଅନୁସୂଚିତ ଜନଜାତି (ଏସ୍‌ଟି) ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଅନୁସୂଚିତ ଜନଜାତି (ଏସ୍‌ଟି) ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।
ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ଗୋବର୍ଦ୍ଧନ ଭୋଏ, ହୋମସିଂହ ମାଝୀ, ମମିତା ନାଏକ, ଫାଗୁ ହାଁସଦା, ବିଜୟ ଦିଶାରୀ, କର୍ମତୀ ଓରାମଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦକ ଭାବେ କୈଳାଶ ଚନ୍ଦ୍ର ନାୟକ ଓ ରାମଚନ୍ଦ୍ର ହାଁସଦା; ରାଜ୍ୟ ସଂପାଦକ ଭାବେ ବିଦ୍ୟାଧର ଶବର, ଜଳନ୍ଧର ନାୟକ, ବାସନ୍ତୀ ମାଝୀ, ହୃଷିକେଶ ଦେହୁରୀ, ବିହାରୀ ମାଝୀ, ଶିବ ମୁଦୁଲି; କୋଷାଧ୍ୟକ୍ଷ ଭାବେ ସାମଲ ନାଏକ; କାର୍ଯ୍ୟାଳୟ ସଂପାଦକ ଭାବେ ଧୃବ କାଲୋ; ଗଣମାଧ୍ୟମ ସଂଯୋଜକ ଭାବେ ସିଦ୍ଧାର୍ଥ ସିଂହ; ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଶ୍ୟାମଲାଲ୍ କଲାର, ସଂଯୋଜକ ଭାବେ ବସନ୍ତ ପ୍ରଧାନ ଏବଂ ସହ ସଂଯୋଜକ ଭାବେ ଅନନ୍ତ ଟୁଡୁଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।
ଅନୁସୂଚିତ ଜନଜାତି ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ସାଂସଦ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିଧାୟକ ମୋହନ ମାଝୀ, ରବି ନାରାୟଣ ନାଏକ, ସୁକେଶୀ ଓରାମ, ଭାସ୍କର ମଢେଇ, କାଳିରାମ ମାଝୀ, କୁସୁମ ଟେଟେ, ଶଂକର ଓରାମ, ନବ ଚରଣ ମାଝୀ, ଡ.ବୁଧନ ମୁର୍ମୁ, ଭବାନୀ ଶଂକର ଭୋଇ, ଗଣେଷ ରାମ ସିଂ ଖୁଂଟିଆ, ଆଦିତ୍ୟ ମାଢୀ, ପୂର୍ଣ୍ଣିମା କେରକେଟା, ଖାମ ସିଂ ମାଝୀଙ୍କୁ ମନୋନୀତ କରାଯାଇଛି । ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ବଳଭଦ୍ର ମାଝୀ, ପର୍ଶୁରାମ ମାଝୀ, କରେନ୍ଦ୍ର ମାଝୀ, ପଦ୍ମଚରଣ ହାଇବ୍ରୁ, ସୁଶ୍ରୀ ଶୈଳବାଳା ନାୟକ, ଡମରୁଧର କୁଦାଦା ମନୋନିତ ହୋଇଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୪୫ ଜଣଙ୍କୁ ମନୋନୀତ କରାଯାଇଛି ବୋଲି ଅନୁସୂଚିତ ଜନଜାତି (ଏସ୍‌ଟି) ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଗଣ୍ଡ ପ୍ରେସ୍ ବାର୍ତାରେ ଜଣାଇଛନ୍ତି ।

Leave A Reply

Your email address will not be published.