Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକଙ୍କ ସହ ୫୦ରୁ ଉର୍ଧ୍ଵ କର୍ମୀ ବିଜେଡିରେ ଯୋଗଦେଲେ
ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଜେପି କୃଷକ ମୋର୍ଚ୍ଚ ରାଜ୍ୟ ସଂଯୋଜକ ଅଚୁ୍ୟତ ଦାସ, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡା. ସୁଦାମ ସାହୁ, କୃପାସିନ୍ଧୁ ସାହୁ, ବରଗଡ଼ ଜିଲ୍ଲା ଲାଉମୁଣ୍ଡା ଜୋନ୍ ମଣ୍ଡଳ ସଭାପତି ଡୋଲାମଣି ସାହୁ, ସାହିପାଲି ଜୋନ୍ ମଣ୍ଡଳ ସଭାପତି ଦିବାକର ଦରୁଆଙ୍କ…
ପଦ୍ମ ପୋଖରୀରୁ ବାହାରି ଶଙ୍ଖ ଫୁଙ୍କିଲେ ବାସୁଦେବ
ସବୁଠି ମିଶ୍ରଣ ପର୍ବ, ବଲାଙ୍ଗୀରରେ ହେଲା ଫେଡ଼ାଣ ପର୍ବ
ବଲାଙ୍ଗୀର( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର):ଏବେ ଚାଲିଛି ମିଶ୍ରଣ ପର୍ବ । ସବୁ ଦଳରେ ଅନ୍ୟ ଦଳର ଅସନ୍ତୁଷ୍ଟ ଓ ଟିକେଟ୍ ନ ପାଇ ନେତା ଆସି ମିଶୁଛନ୍ତି । କିନ୍ତୁ ବଲାଙ୍ଗୀରରେ ଆଜି ଦେଖିବାକୁ ମିଳିଛି ଫେଡାଣ ପର୍ବ ।…
କରଞ୍ଜିଆ ନିର୍ବାଚନମଣ୍ଡଳୀ ବାସୀ : କା ମୁଣ୍ଡେ ଢ଼ାଳିବେ ସୁନା କଳସୀ
ଚୌକା ମାରିବା ଆଶାରେ ବିଜେଡି, ପଦ୍ମଚରଣ ଦେବେନି ତା ଖେଳ ବିଗାଡି
କଂଗ୍ରେସ ବି ଏଠି କମ ନୁହଁ, ତ୍ରିମୁଖୀ ଲଢେଇ ଏବଠୁ ଥୟ
କୋହ୍ଲ ଓ ବାଥୁଡ଼ି ସମ୍ପ୍ରଦାୟ କରିବେ ଭାଗ୍ୟ ନିର୍ଣ୍ଣୟ
ବାରିପଦା (ଅରବିନ୍ଦ ଦାସ)- କେନ୍ଦୁଝର ଲୋକସଭା କ୍ଷେତ୍ର ସହିତ ମିଶିଥିବା ମୟୂରଭଞ୍ଜ ଜିଲ୍ଲାର…
ବିଜେଡ଼ି ପାଖରେ କୌଣସି ଚିଠା ନାହିଁ, ପିଠା ରହିଛି : କେଭି
ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ,ବିଜେପିରେ ଯୋଗଦେଲେ ଶହ ଶହ ବିଜେଡ଼ି କର୍ମୀ
ଟିଟିଲାଗଡ଼, (ସୁନୀଲ ବେହେରା ) : ଟିଟିଲାଗଡ଼ ରେ ବିଜେପି ମିଶ୍ରଣ ପର୍ବ ର ସର୍ବେ ପ୍ରଥମେ ମାଁ ଘଣ୍ଟାଶୁଣି ମନ୍ଦିର ଠାରେ ବହୁମାତ୍ରାରେ ବିଜେପି କର୍ମୀ ଏକତ୍ର ହୋଇ ମାଁ ଘଣ୍ଟାଶୁଣିଙ୍କୁ ପୂଜା…
ଗୁଣୁପୁର ନିର୍ବାଚନ ମଣ୍ଡଳୀ ଦୁଇ ନେତା ଓ ବାଙ୍କୀର ଜଣେ ନେତା ଦଳରୁ ବହିସ୍କୃତ
ଭୁବନେଶ୍ୱର - ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀର ଶ୍ରୀ ଶିବ ପ୍ରସାଦ ଗୌଡ଼ ଏବଂ ଶ୍ରୀ କେ. ରାମକୃଷ୍ଣମ୍ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ବହିଷ୍କାର କରିଛନ୍ତି । ସେହିପରି କଟକ…
ବରଗଡ଼ ଅଙ୍କ ଗୋଳମାଳ : ଜିଲା ପରିଷଦ ଟଳମଳ
ନବୀନ ନିବାସରେ ନବୀନଙ୍କୁ ଭେଟିଲେ ଜିଲା ପରିଷଦ ସଭ୍ୟ ଓ ପ୍ରଶାନ୍ତ ମାଝି
Bargarh/Bhubaneswar (ଶାସକ ପ୍ରଶାସକ )- ଏବେ ରୋଚକ ସ୍ଥିତିରେ ପହଂଚିଛି ବରଗଡ଼ ଜିଲ୍ଲା ରାଜନୀତି | ଆଉ ଟଳମଳ ସ୍ଥିତିରେ ବରଗଡ ଜିଲା ପରିଷଦ ପରିଚୟ । ବିଜେପି ହେପାଜତରେ ଥିବା ୩୪ ସଂଖ୍ୟା ବିଶିଷ୍ଟ ଏହି ଜିଲା…
ବଲାତ୍କାରୀ ପ୍ରତି ପୋଲିସର ଏତେ ଦରଦ କିଆଁ
ଅଭିଯୁକ୍ତ ଗିରଫ ନହେଲେ କାଲିଠାରୁ ଥାନାରେ ଦେବେ ଧାରଣା
ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :- ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଏରିଆର ଏକ କଲୋନୀରେ ଜଣେ ଆଦିବାସୀ ଝିଅକୁ ଗାନ ବଳାତ୍କାର ହୋଇଛି। ଅନ୍ୟ ପକ୍ଷରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ଟାଳଟୁଳ ନୀତି…
ଗଜପତି ଜିଲ୍ଲା ବିଜେଡି କାର୍ଯକାରୀ ସଭାପତି ହେଲେ ମାରୁତ ପାଳ
ଭୁବନେଶ୍ୱର- ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ବିଜେଡି କାର୍ଯକାରୀ ସଭାପତି ଭାବେ ମାରୁତ ପାଳଙ୍କୁ ନିଯୁକ୍ତ କରିଛନ୍ତି । ସେହିକ୍ରମରେ କେ. ଆପ୍ପା ରାଓଙ୍କୁ ଗଜପତି ଜିଲ୍ଲା ବିଜେଡ଼ି ଉପ-ସଭାପତି, ପ୍ରସନ୍ନ ରଇତ ଓ ସୁନେଶ ରଇତଙ୍କୁ ଗଜପତି ଜିଲ୍ଲା ବିଜେଡି…
ରଶ୍ମୀବାଳା ମିଶ୍ର ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପାଇଁ ସହ-ପର୍ଯ୍ୟବେକ୍ଷକ
ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ରାଉରକେଲା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ରଶ୍ମୀବାଳା ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।…
ପୋଲିସ ଡିଜି ବିଜେଡିର ସେକେଟ୍ରି ଜେନେରାଲ ଭାବେ କାମ କରୁଛନ୍ତି – ଧର୍ମେନ୍ଦ୍ର
ଜୟପୁର – ଓଡିଶା ପୋଲିସ ବିଭାଗର କିଛି ମୁଷ୍ଟିମେୟ ଅଧିକାରୀ ବିଶଷତଃ ଗଞ୍ଜାମ ଜିଲ୍ଲାର ଜଣେ- ଦୁଇ ଜଣ ପୋଲିସ ଅଧିକାରୀ ଆଉ ପୋଲିସ ହୋଇନାହାନ୍ତି । ନିରପେକ୍ଷତା ରାଜ୍ୟ ପୋଲସି ଡିଜିଙ୍କ ଠାରୁ କରାଯାଏନାହିଁ । ପୋଲିସ ଡିଜି ଓଡିଶା ବିଜୁ ଜନତା ଦଳର ସେକେଟ୍ରି ଜେନେରାଲ୍ ଭାବେ କାମ କରୁଛନ୍ତି…