Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପାଠପଢା ହେଉ କି ବାହାଘର, ସରକାର ବଢ଼ାଇବେ ସହାୟତାର ହାତ
ନୂଆପଡାରୁ ଅମିତ ପୁରୋହିତ : କୋମନା ବ୍ଲକର ତରବୋଡ ହାଇସ୍କୁଲ ପଡିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ନିର୍ବାଚନୀ ଘୋଷଣା | ଝିଅ ଆଉ ମହିଳା ମାନଙ୍କପାଇଁ ଆଜି ଥିଲା ପ୍ରତିଶୁତିର ଦିନ | ପାଠ ପଢିବା ପାଇଁ ଝିଅଙ୍କ ସକାଶେ ହେବନି ଅର୍ଥ ବାଧକ, ଏପରିକି ଡାକ୍ତରୀ ଇଞ୍ଜିନୟରିଂ…
ବିଜେପି ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦେଲା ବିଜେଡ଼ି
ଭୁବନେଶ୍ୱର :ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ପ୍ରତିଶ୍ରୁତି ଦେଇ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଠକିଥିବା ଅଭିଯୋଗରେ ବିଜେପି ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦେଲା ବିଜେଡ଼ି। ଦଳର ମୂଖପାତ୍ର ଲେନିନ ମହାନ୍ତି, ସୁଲତା ଦେଓ ଓ ସସ୍ମିତ ପାତ୍ର ଖାରବେଳ ନଗର ଥାନାରେ ଦେଲେ…
ମୁଖ୍ୟମନ୍ତ୍ରୀତ୍ୱ ଶେଷ ହେଲା ବେଳେ ପଶ୍ଚିମ ଓଡିଶାକୁ ବାହାନା କରିଛନ୍ତି ନବୀନ- ଧର୍ମେନ୍ଦ୍ର
ବରଗଡ ଓ ଗଞ୍ଜାମରେ ବିଜୟ ସଂକଳ୍ପ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ମୌଳିକ ସୁବିଧା ଅପହଁଚ
ଲମ୍ବା ସମୟ ଶାସନରେ ଓଡିଶାର ଚାଷୀ ସବୁଠୁ ଦୁଃଖରେ ଅଛି
ଉପନିବାଚନରେ ପ୍ରତିଶ୍ରୁତି ଦେଇଥିବା ନବୀନ ବାବୁ ପଦମପୁର ସବଡିଭିଜନକୁ…
ମୁଁ ବି ଚୈାକିଦାର ଶବ୍ଦରେ କମ୍ପିଲା ମହୋତ୍ସବ ପଡିଆ,ଆକର୍ଷଣ ସାଜିଲେ ବଲିଉଡ କମେଡିଆନ ରାଜୁ ଶ୍ରୀବାସ୍ତବ
ବିଜେପି ଦଳରେ ଯୋଗଦେଲେ ୩୦ ଜଣ ନେତା
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ମହୋତ୍ସବ ପଡିଆରେ ଭାରତୀୟ ଜନତାପାର୍ଟି ତରଫରୁ ବିରାଟ ସାଧାରଣ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଓଡଗାଁ କଲେଜ ରୋଡ ଠାରୁ ଏକ ଶୋଭାଯାତ୍ରାରେ ସ୍ଥାନୀୟ ରଘୁନାଥଜିଉଙ୍କ ମନ୍ଦିର ନିକଟରେ ପହଁଚିଥିଲେ ।…
ଟିକେଟ ନପାଇ ବିଜେଡିରେ ଯୋଗଦେଲେ ଉତ୍କଳ ଓ ପ୍ରମୋଦ
ମିଶନ " ଟିକେଟ ନମିଳିଲେ ଦଳ ଛାଡ଼"
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଉତ୍କଳ କେଶରୀ ପରିଡ଼ା ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଂପାଦକ ତଥା ପାରାଦୀପ କଂଗ୍ରେସ ନେତା ପ୍ରମୋଦ କିଶୋର ଜେନା ବିଜୁ ଜନତା ଦଳ…
ସୋହେଲାରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ
ସୋହେଲା(ଶାସକପ୍ରଶାସକ)-ସୋହେଲାରେ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳର ନିର୍ବାଚନ କାର୍ଯ୍ୟାଳୟକୁ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଉଦଘାଟନ କରିଛନ୍ତି । ଆଜି ସୋହେଲା ବସ୍ତିର ବହୁ ସଂଖ୍ୟାରେ ମହିଳା,ଯୁବକମାନେ ଦୁଲଦୁଲି ବାଜା ବଜାଇ ମହିଳାମାନେ ହୁଳହୁଳି ଧ୍ୱନୀ ଦେଇ ମନ୍ତ୍ରୀଙ୍କୁ…
ବିଜୁ ଛାତ୍ର ଜନତା ଦଳ ତରଫରୁ ନିଶା ନିବାରଣ କାର୍ଯ୍ୟକ୍ରମ
(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ବଲାଙ୍ଗୀର ସହରରେ ନିଶା କାରବାର ଯୋଗୁଁ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। କିଛି ଦିନ ପୂର୍ବ ରୁ କୋରେକ୍ସ ଚୋରା ଚାଲାଣ ହେଉଥିବା ପୋଲିସ ହାତରେ ଧରାପଡିଥଲା। ଏହାକୁ କେନ୍ଦ୍ର କରି ବିଜୁ ଛାତ୍ର ଜନତା ଦଳ ତରଫରୁ ନିଶା ନିବାରଣ…
ଲୋକଙ୍କ ପୂର୍ଣ୍ଣ ବିଶ୍ୱାସ : ବିଜେପୁରରେ ବିଜେ ହେବେ ନବୀନ,ପଶ୍ଚିମ ଓଡିଶା ପାଇବ ସୁଫଳ
"ତାଙ୍କରି ନେତୃତ୍ୱରେ ତ୍ୱରାନ୍ୱିତ ହେବ ପଶ୍ଚିମ ଓଡିଶା ବିକାଶ ଧାରା"
ବରଗଡରୁ ପଶ୍ଚିମାଞ୍ଚଲ ବ୍ୟୁରୋ ମୁଖ୍ୟ ଗୌରାଙ୍ଗ ଦାସ :- ଖରା ସାଙ୍ଗକୁ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ଣତା । ଆଉ ହାତ ଗଣତି କେଇଟା ଦିନ ବାକି ରହିଲା ସାଧାରଣ ନିର୍ବାଚନକୁ । ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତ…
ସୂର୍ଯ୍ୟ ନାରାୟଣ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ
ନୟାଗଡ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ନେତା ସୂର୍ଯ୍ୟ ନାରାୟଣ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ | ବିଜୁ ଜନତା ଦଳ ସଭାପତି ତାଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିବା ଦଳର ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି |
ସଂଗଠନ ଓ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ କର୍ମକର୍ତ୍ତା
ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ସଂଗଠନ ଓ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏହିକ୍ରମରେ ଶ୍ରୀ ସରୋଜ ସାହୁଙ୍କୁ ଦଳର ରାଜ୍ୟ ସଂପାଦକ, ଶ୍ରୀ ସରୋଜ ନାୟକଙ୍କୁ ଶ୍ରମିକ…